Latest Odisha News
Browsing Category

ନବପ୍ରତିଭା

କାହା ଉପରେ ଅଭିମାନ ମା ?

କାହା ଉପରେ ଅଭିମାନ ମା ? ଶ୍ୱେତା ରାଉତ କାହା ଉପରେ ତୋ’ର ଅଭିମାନ ମା’ କାହାଠୁ ଆଶା କରୁଛୁ ଆଶ୍ଵାସନା ? ନିଜର ସ୍ଥିତି ଜାଣିନଥିବା ସମାଜଠୁ ଯିଏ ମୋହର ଦୁର୍ଗନ୍ଧରେ ରୁନ୍ଧି ହୋଇଯାଏ ଭୟର ଅପନ୍ତରାରେ ପୁହେଇଦିଏ ରାତି ନିରର୍ଥକ ସ୍ୱପ୍ନରେ ହଜେଇଦିଏ ନିଦ ସ୍ୱାର୍ଥପାଇଁ ପାଲଟିଯାଏ…

ପ୍ରେମକଣ୍ଢେଇ

ପ୍ରେମକଣ୍ଢେଇ ସୋନାଲି ସ୍ୱାଇଁ ତତେ ଲାଜ ପସନ୍ଦ ବୋଲି ଲାଜ କ'ଣ ନ ଜାଣି ବି ମୁଁ ଅଳଙ୍କାର କରି ପିନ୍ଧିନେଲି ସବୁ ଲାଜ ତତେ ଭଅଁରର ଗୁଣୁଗୁଣୁ ପସନ୍ଦ ବୋଲି ମୁଁ ବି ଗାଇବାକୁ ଲାଗିଲି ବେସୁରା ଗୀତ ସେ ଶଂଖୀବିଲେଇ ଭାରି ଫୁଲେଇ ବୋଲି ତୁ ତାକୁ କେତେ ଆଦର କରୁ ବାସ ତୋ ପ୍ରେମଟିକକ…

ପ୍ରେମର ଲଘୁଚାପ

ପ୍ରେମର ଲଘୁଚାପ ଲୋପାମୁଦ୍ରା ନାୟକ ତୁମ ପ୍ରେମ ମୋ ପାଇଁ ଏବେ ଲଘୁଚାପ ତୁହା ତୁହା ବର୍ଷା, ବିଜୁଳି, ଘଡଘଡିର କମ୍ପନ ବାଡି ପଛକଡ ଗାଡିଆର ପାଣି ଠେସି ହୋଇ ଏବେ ମୋ ଘର ଦୁଆରେ ଦୁଇ ବର୍ଷର ଚାଳ ଛପର ଛାତରେ ଏବେ କେତେଟା ବଡବଡ ରଂଧ୍ର ପଚିସାରିଛି ପ୍ରତିଟି ନଡାର ଜୀବକୋଷ ତଳ-ଉପର…

ଛୁଇଁଯାଉଥିଲା…

ଛୁଇଁଯାଉଥିଲା... ପ୍ରୀତି ପ୍ରତୀକ୍ଷା ବେଦନାସିକ୍ତ ଜୀବନ ଭିତରେ କାହାରି ନା କାହାରି ଟିକିଏ ଭଲପାଇବା, ଟିକିଏ ପ୍ରେମ, ଟିକିଏ ସ୍ନେହ, ପ୍ରଗାଢ ମୋହରେ ବୁଣିଦେଉଥିଲା ବଂଚିବାର ରାହାଟିଏ ! ଉଜୁଡ଼ା କ୍ଷେତରେ ସଜଡା ଫସଲ ଦୂରତାର ବିଡମ୍ବନା... ସଂପର୍କର ବିଶ୍ୱାସସବୁ ଧୋକା…

ଝିଅ ହେଇଚି !

ଝିଅ ହେଇଚି ! ପଲ୍ଲବୀ ପୂଜାପଣ୍ଡା ଲେବର ରୁମରୁ ବାହାରି ଲେଡି ଡକ୍ଟର ବିଷ୍ଣୁପ୍ରିୟା ମହାନ୍ତି, "ମିଶ୍ରବାବୁ...!" ରିସେପସନ୍ ଆଡୁ ଚାଲୁଚାଲୁ  ଶାନ୍ତିଲତା ମାଡ଼ମ୍, "ପ୍ରକାଶ...!" ସେପଟୁ ନର୍ସ ମନିଦିଦି ବି ତାଳ ଦେଇ, "ପିକୁରେ...!" ତ୍ରିଦେବୀ ମିଳିତ ହେଲେ ପ୍ରକାଶ ଢେରାଦେଇ…

ଜହ୍ନରାତି

ଜହ୍ନରାତି ଶ୍ରୁତିଶିଖା ମହାପାତ୍ର ଜହ୍ନ ଆସିବାର ଖବର କେମିତି କେଜାଣି ମୋ ପାଖରେ ପହଂଚିଯାଏ ରାତିର ଆଡମ୍ବର ସହିତ ଗୋଲ ଜହ୍ନ ଆସେ, ମୁଁ ନିରବରେ ମୋ ଆସ୍ଥାନ ଖୋଜିଲାବେଳେ ଓଃ... ମୋ ଚାରିପଟେ କେତେ କୋଳାହଳ, ଜହ୍ନରାତିକୁ ଦେଖି ଛାତିକୁ ଓହ୍ଲାଇ ଆଣେ ସାଇତିଥିବା…

ସାରା ରାତି ବର୍ଷା ହେବାବେଳେ

ସାରା ରାତି ବର୍ଷା ହେବାବେଳେ ସରୋଜିନୀ ଶଙ୍ଖୁଆ କାଲି ସାରା ରାତି ବର୍ଷା ହେଲାବେଳେ ମୋ ଛାତରୁ ନିଗିଡ଼ି ପଡୁଥିଲା କିଛି ତରଳ ସ୍ୱପ୍ନ ଯାହାକୁ ମୁଁ ଆଞ୍ଜୁଳା ପାତି ତୋଳିଆଣିବାବେଳକୁ ସେ ଇଡି ଯାଉଥିଲା ମୋ ଅସହାୟତାର ଚଟାଣ ଉପରେ। ତମେ ଦେଇନଥିବା କିଛି ଯନ୍ତ୍ରଣାକୁ ମୁଁ ଭୋଗୁଥାଏ…

ଅଜାତି

ଅଜାତି ବିଶ୍ୱନାଥ ସାହୁ ମୁଁ ଏତେ ଅଭାଗା ଯେ ମୋ ଅବକ୍ଷୟକୁ ବି ଦୁନିଆଁ ଉପଭୋଗ କରେ । ଈଶ୍ୱରଙ୍କୁ ଉପସର୍ଗରେ ରଖି ମତେ ଅହରହ ଚେତାଇଦିଆଯାଏ ନା ତୁ ଦେଶର ନା ପୃଥିବୀର । ଛି' କଲେ କ'ଣ ହେବ ? ତୁମର ଯେତେକ ବର୍ଜ୍ୟବସ୍ତୁ ଆମ ରକ୍ତକଣିକାରେ ଜମାଟ ବାନ୍ଧି ବସିଛି । କପାଳରେ…

ଟ୍ରାଉମା

ଟ୍ରାଉମା ସୌମ୍ୟା ମହାପାତ୍ର ଦେହ ସାରା ମୋର କଣ୍ଟା ଭର୍ତ୍ତି, ରକ୍ତ ଝରୁଛି ଟୋପେ ଟୋପେ ଆୟୁଷର ଅବଧିର ହିସାବ କିତାବ ଚାଲିଛି ଡାକ୍ତରଙ୍କ ଶୀତତାପ ନିୟନ୍ତ୍ରିତ ନିବୁଜ କୋଠରିରେ ଆତ୍ମୀୟଙ୍କ ସହ । ଅପରେସନ୍ ପାଇଁ ଇନସୁରାନସ୍ ଆଉ ବିନା ଇନସୁରାନସ୍ର କେତେ ଖର୍ଚ୍ଚ ହେବ ଅଟକଳ ବି । ନିକଟ, ଦୂର…

ଇନସୋମ୍‍ନିଆ

ଇନସୋମ୍‍ନିଆ ନିଖିଳେଶ ମିଶ୍ର ଯଥେଷ୍ଟ ହୁଏନାଇଁ ଜମା। ଶୋଷକୁ ପାଣି, ଚିତ୍କାରକୁ ପ୍ରତିଧ୍ୱନି, ସ୍ୱପ୍ନକୁ ନିଦ, କି ମୋ' ଅଭିମାନକୁ ତମ ଭଲପାଇବା - ଜମାରୁ ଯଥେଷ୍ଟ ହୁଏନାଇଁ। ତମେ ଯେବେ ଶୋଇପଡ଼, ତମ ଶେଯ ପାଖରେ ଧୀମା ସ୍ୱରରେ କଥା ହୁଅନ୍ତି ଏମାନେ ସବୁ - ମୋ' ଶୋଷ, ମୋ'…