Latest Odisha News

BREAKING NEWS

Browsing Category

ସାହିତ୍ୟ

ମୋ ଜୀବନରେ ସାହିତ୍ୟ ହିଁ ଚିରସୁନ୍ଦର ସତ୍ୟ : ତେଜସ୍ଵିନୀ ପଣ୍ଡା

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ତେଜସ୍ଵିନୀ ପଣ୍ଡାଙ୍କ ସହ ‘ସ୍ୱଳ୍ପ ଆଳାପ’…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୪୨)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ତା’ହେଲେ ତମେ ଏକଥା ବି ନିଶ୍ଚୟ ଜାଣିଥିବ ଯେ ସେ କୋଉ କାମରେ ବ୍ୟସ୍ତ ଅଛନ୍ତି!” – ଙ୍କ କଥାର ଗୋଟେ ବି ଶବ୍ଦ ସେ ବିଶ୍ୱାସ କରୁନାହାନ୍ତି ବୋଲି ଜଣେଇଦେବା ସ୍ୱରରେ ମିଃ. ଆଲାଷ୍ଟର କହିଲେ । ଏତକ ଶୁଣି…

କବିତା : ଅଣସର ଦର୍ଶନ

ଗଦାଧର ସାହୁ ଚାଲ ମନ ଅଲାରନାଥ ଆଣସରେଛନ୍ତି ଶ୍ରୀଜଗନ୍ନାଥ ।। ଆସିଥିଲେ ଶ୍ରୀରାମାନୁଜ ଶ୍ରୀଚୈତନ୍ୟଦେବ ଦେବେଶ, ଦର୍ଶନ କରିଲେ ପ୍ରେମେ ମଜ୍ଜିଗଲେ ଏକ ବ୍ରହ୍ମ ମଧ୍ଯେ ଚତୁର୍ଦ୍ଧା ଦୃଶ୍ଯ । ଭକ୍ତି ପ୍ରେମେ ହୋଇଲେ ବାଇ ପାଦ ଚିହ୍ନ କଥା କହଇ, ପାଷାଣ ତରଳି ପାଣି ହୋଇଗଲା…

ଭାଷା ଭାଗବତ : ସ୍ମୃତିବାସୀ ମଣିଷ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଏ ଭାଗବତ ଭକ୍ତିଗୀତ ଲେଖି, ଗାଇ ମୁଁ ଉପକୃତ ହୋଇଚାଲିଛିଁ ନିରଂତର ତେଣୁ ହୋଇନି ହରବର ଏହା ଏକାଂତ ବ୍ୟକ୍ତିଗତ ମୁଁ ନିଜେ ଜାଣିଥିବା ସତ ହେଉ କି ନ ହେଉ ସ୍ବୀକୃତ ନୁହେଁ ମୁଁ ତିଳେ ବିଚଳିତ ଭାଷାକୁ ବ୍ରହ୍ମ ରୂପେ ଜାଣି…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୪୧)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “କ’ଣ ହେଲା! ଏ ଜରୁରୀକାଳୀନ ଆଲାର୍ମ ବେଲ୍ କାହିଁକି ବାଜିଲା?” ରୁମ୍ ଭିତରକୁ ଧଇଁସଇଁ ହୋଇ କ୍ୟାପ୍‌ଟେନ୍ ପିଟରସନ୍ ପଚାରିଲେ । ଗୋଟେ ଅପଶକୁନ ଭରା ସ୍ୱରରେ କ୍ରୀଷ୍ଣମୁର୍ତ୍ତି ଆରମ୍ଭ କଲେ, “ସାର୍…

ଗଳ୍ପ : ମୁଢ଼ିଭଜା

ପ୍ରସେନଜିତ ସେଠୀ  ଅଫିସ୍ଠୁ କିଛି ଦୂରରେ ଷ୍ଟାଫ୍ କ୍ୱାର୍ଟରସ୍। କିଛି ଷ୍ଟାଫ୍ ବିବାହିତ, ଆଉ କେତେ ଜଣ ଅବିବାହିତ। ଯେଉଁମାନେ ବିବାହିତ, ସେମାନେ ନିଜ ପରିବାରକୁ ସାଙ୍ଗରେ ରଖିଛନ୍ତି; ଅବିବାହିତମାନେ ଏକୁଟିଆ। ମୋ କ୍ୱାର୍ଟର ସାମନାରେ, ରଜତ ଓରଫ୍ ରାଜୁର କ୍ୱାର୍ଟର। ରାଜୁର ମୋର ଭଲ…

ଭାଷା ଭାଗବତ : ସ୍ବକର୍ମତତ୍ପର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପାଠକେ କରିଲେ ସ୍ବୀକାର ତାହା ସର୍ବୋଚ୍ଚ ପୁରସ୍କାର ଲେଖକ ସହିତ ପାଠକ ଯୋଡ଼ଂତି ନିର୍ମଳ ସଂପର୍କ ଅଭ୍ୟାସ ନାମକ ବଂଧନ ବ୍ୟକ୍ତିକୁ କରିଥାଏ ନ୍ୟୂନ ଯାହାଂକୁ ଯାହା ଲାଗେ ଭଲ କରି ହୁଅଂତି କଲବଲ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ଓ ସେବକ ଆଲୋଚନାର ଶେଷ ପର୍ଯ୍ୟାୟରେ ଆଉ ଦୁଇଟି କରଣ ସେବା ଆଲୋଚିତ ହେବ ପ୍ରଥମେ ବେହେରା କରଣ ଓ ଦ୍ଵିତୀୟ ରେ ଚାଉଳବଛା କରଣ। ଏହି ବେହେରା କରଣ ସେବାଟି ମଧ୍ୟ ଏକ…

ବାଳିକା ବଧୂ ନା ଏକ ଅଭିଶାପ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ବିଗତ କିଛି ଦିନ ହେଲା ବିଭିନ୍ନ ଖବରକାଗଜରେ ବାଲ୍ୟ ବିବାହ ଓ ବିଭିନ୍ନ ସାମାଜିକ ସୁରକ୍ଷା ସଂସ୍ଥା ଦ୍ୱାରା ତାର ପ୍ରତିରୋଧ ବା ପୁଲିସର ହସ୍ତକ୍ଷେପ ଭଳି ସଂବାଦ ପରିବେଷଣରୁ ସ୍ପଷ୍ଟ ଯେ ଏବେ ମଧ୍ୟ ଏ ସମ୍ପର୍କରେ ଜନସଚେତନତାର ଅଭାବ ରହିଛି । ଆମେ ଜଣେ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୪୦)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ମୁଁ ଭାବୁଛି, ସେ ସ୍ୱପ୍ନଟା ଏପର୍ଯ୍ୟନ୍ତ ତା\' ମନରୁ ଯାଇନି । ଏମିତିରେ ବି ସେ ଖୁବ୍‌ ହାଲ୍‌କା ଫୁଲ୍‌କା, ଏବଂ ଜମା ବି ସିରିୟସ୍ ନୁହଁ...” ସମୀରା ଚୁପ୍‌ଚୁପ୍ କରି ସିଡ଼୍‌କୁ କହିଲା, “ହୁଁ, ମତେ ତ ଏତେ…