Latest Odisha News

BREAKING NEWS

Browsing Category

ସାହିତ୍ୟ

ଅଭୁଲା ଗୀତ : ରକତ ଟଳମଳ ଖଇର ପାଞ୍ଚ ପଳ

ସଙ୍ଗୀତ ଓ  ଗାୟନ : ଅକ୍ଷୟ ମହାନ୍ତି ଗୀତ : ବିନୋଦିନୀ ଦେବୀ ଚଳଚ୍ଚିତ୍ର : ମଳାଜହ୍ନ ୧୯୬୫ ରକତ ଟଳମଳ ଖଇର ପାଞ୍ଚପଳ ରକତ ଟଳମଳ ଖଇର ପାଞ୍ଚ ପଳ କହ ଲୋ ସାଧବାଣୀ ଏ କେଉଁ ଦେଶ ଫଳ ରକତ ଟଳମଳ ଖଇର ପାଞ୍ଚ ପଳ କହ ଲୋ ସାଧବାଣୀ ଏ କେଉଁ ଦେଶ ଫଳ ତୁ ହୋଇଲୁ ରାଜରାଣୀ ମୁଁ ହୋଇଲି…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୪୯)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଏବେ ଜର୍ଜ ଓ କେଟି- ତମେ ଦୁହେଁ ‘ଘ’ ପ୍ରସ୍ଥାନଦ୍ୱାର ଦାୟିତ୍ୱରେ ରହିବ ଯେଉଁ ବାଟ ଦେଇ କେବଳ ଡିଲକ୍ସ ସୁଇଟ୍‌ର ଯାତ୍ରୀମାନେ ହିଁ ଯିବେ । ସେସବୁ ସୁଇଟ୍‌ର ଯାତ୍ରୀମାନଙ୍କ ବିବରଣୀ ମୁଁ ତମକୁ ଦେଇଦେବି ।…

ଗଳ୍ପ : ବାପା

ସ୍ବର୍ଣ୍ଣଲତା ମହାପାତ୍ର  ମୁଁ ଲେମ୍ବୁ ଆଚାର ଚାଟିଚାଟି ମିଷ୍ଟର ଇଣ୍ଡିଆ ସିନେମା ଦେଖୁଥିଲି।ରାତି ପାହିଲେ ରାକ୍ଷୀ ପୁନେଇଁ।ମା ଶିଳରେ ବିରି ଚାଉଳ ବାଟୁଥିଲା,ଘର୍ ଘର୍ କରି।ମତେ ବିରକ୍ତ ଲାଗିଲା।ମୁଁ କବାଟ ଆଉଜାଇ ଗୋଡ ହଲେଇ ହଲେଇ ଶାନ୍ତିରେ ଟିଭି ଦେଖିଲି। ବିକଳିଆ ଶବ୍ଦଟେ ବାହାରୁ…

କବିତା : ପୁରୀ

ମାନସ ରଞ୍ଜନ ମହାପାତ୍ର ମୁଁ ତୁମ ସମୁଦ୍ର ହାଓ୍ଵାରେ ଫେରାର ଗୋଟେ ଖବର । ବହୁଦିନୁ ମୁଁ ତୁମ ପାଖେ ଅଛି ପୁଣି ନାହିଁ କେଉଁ ତୃଷିତ ବିଜନତା ଅସ୍ତିତ୍ବର ଲଢ଼େଇରେ ମତେ କଲବଲ୍ ଗୋଟେ ବିଶ୍ଵାସରେ ବାନ୍ଧିଦେଇଛି,ଜାଣେନା ଶୁଷୁରି ହଜେଇଥିବା ମୁଁ ଗୋଟେ ପିଲା ମେଳାରେ ଚୁପ୍ ଚାପ୍…

ଜୀବନ ସଉଦା’ ପୁସ୍ତକ ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ୱର : ବିଶିଷ୍ଟ ସମାଜସେବୀ ତଥା ଜନନେତା ମୁରଲୀଧର ରଥଙ୍କ କର୍ମମୟ ଜୀବନ ଉପରେ ଲିଖିତ ପୁସ୍ତକ ‘ଜୀବନ ସଉଦା’ ରାଜଭବନ ପରିସରରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଜୀବନୀ ପୁସ୍ତକ ପରବର୍ତ୍ତୀ ପୀଢ଼ି ପାଇଁ ମାର୍ଗ ଦର୍ଶନ କରେ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିବା ସହ…

ଭାଷା ଭାଗବତ : ଲେଖକ ପ୍ରଥମ ପାଠକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଚାଉଳରୁ ନ ବାଛି ଗୋଡ଼ି ଡେକ୍‌ଚିରେ ଦେଉଛୁଁ ଅଜାଡ଼ି ଫୁଟାଇ, ଗାଳି ଓ ନିଗାଡ଼ି ଥାଳିରେ ଦେଉଅଛୁଁ ବାଢ଼ି ଖାଇବା ବେଳେ ଯଦି କେହି ଭାତରୁ ଗୋଡ଼ିଟିଏ ପାଇ କରିବ ସାମାନ୍ୟ ଆପତ୍ତି ଭୋକିଲା ରହୁଥିବ ନିତି ଲେଖିବା ପରେ ହିଁ…

ବ୍ୟାସକବିଙ୍କ ୧୦୫ ତମ ଶ୍ରାଦ୍ଧବାର୍ଷିକୀ ପାଳିତ

ଭୁବନେଶ୍ବର : ବ୍ୟାସକବି ଫକୀର ମୋହନ ସ୍ମୃତି ସଂସଦ ଆନୁକୂଲ୍ୟରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ୧୦୫ ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସଂସଦ ପକ୍ଷରୁ ବାଣୀବିହାର ପରିସରରେ ବ୍ୟାସକବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ଏକ ସାରସ୍ଵତ ସଭା…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୪୮)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ପ୍ରକୃତରେ ଜାହାଜରୁ ଯାତ୍ରୀମାନଙ୍କୁ ନିଷ୍କାସନ କରିବାର ବିଭିନ୍ନ ପ୍ରକାର ଦାୟିତ୍ୱ, ଯେମିତିକି ଲାଇଫ୍‌ ବୋଟ୍ ଖୋଲିବା, ରକେଟ୍ ଫୁଟେଇ ପାଖରେ ଥିବା କୌଣସି ଜାହାଜକୁ ନିଜ ସଙ୍କଟ ବିଷୟରେ ସୂଚନା ଦେବା, ଏକ…

ଅନୁବାଦ କବିତା : ଏହାଠାରୁ ଅଧିକ

ମୂଳ ବାଂଲା : ସୈୟଦ ଶାମସୁଲ୍ ହକ୍ ଏହାଠାରୁ ବି ଅଧିକ ଖରାପ ହୋଇ ପାରିଥାନ୍ତା ମୋର ସମୟ, ମୋ କବିତା ବି ହୋଇ ପାରିଥାନ୍ତା ଏହାଠାରୁ ହେୟ। ଗ୍ରେନେଡ ଦ୍ୱାରା ଛିନ୍ନଛତ୍ର ଓ ରକ୍ତାକ୍ତ ହୋଇପାରିଥାନ୍ତା ମୋର ଭାଷା ବିସ୍ଫୋରଣରେ ଉଡ଼ିଯାଇ ପାରିଥାନ୍ତା ଶବ୍ଦମାନ ସଙ୍କଳିତ ଥିବା…

ଭାଷା ଭାଗବତ : କର୍ମଠ ସ୍ବଭାବ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଚେଇଁଥିବା ବେଳେ କର୍ମଠ ହେଲେ ଶୋଇବା ବେଳେ କଷ୍ଟ ହେବାର ନାହିଁ ସଂଭାବନା ଏହା ତ ଅନେକଂକୁ ଜଣା ଦେହକୁ କରିଲେ ହାଲିଆ ମନରେ ପଶେନି ଅଳିଆ କେବଳ କର୍ମକୁଂଠ ଲୋକ ଭୋଗଂତି ନିଜଗଢ଼ା ଦୁଃଖ ମନରେ ସୁଖ ଉତ୍ପାଦନ କରିଲେ…