Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ରାତିର କଥା

ସାଧନା ପଣ୍ଡା ଭଲ ପାଇବାର ବିଭୁତିକୁ ଛାତିରେ ସାଇତି ଗ୍ରହଣ ପରି ଢୋକୁଛି ପ୍ରୀତିର ଗରଳକୁ ! ଶୋଷରେ ଜର ଜର ଏଇ ଦୁର୍ବଳ ମନର ଜଖମରେ ମଲମ ଲଗାଇ ନିସ୍ତେଜ, ନିର୍ବେଦରେ ସାରା ରାତି ଅନାଇ ରହିଛି ଟିକେ ଶ୍ୟାମଳ ଛୁଆଁକୁ ! ଅନନ୍ତ ପ୍ରତୀକ୍ଷାର ଅନ୍ତକରି ଧୋଇ ଦେଇଛି ଶ୍ରାବଣ…

ଭାଷା ଭାଗବତ : ସ୍ବଭାଷା ଦୁର୍ବଳ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଋତୁ ବର୍ଣନା ବାରଂବାର କରିଲେ ସୁକବି ପ୍ରବର ହେଲା କାହାର ଉପକାର ଥରେ ତ ନିଶ୍ଚୟ ପଚାର ନାରୀର ସୌଂଦର୍ଯ ବର୍ଣନା ଯେତେ କଲେ ବି ହୁଏ ଊଣା ତେବେ ବି ଆମ କବିଗଣ ନ ଥକି କଲେ ପୁନଃ ପୁନଃ ଦେବଂକ ଜୀବନ ଚରିତ ହୋଇଥିଲେ ହେଁ…

ଲଳିତ ମୋହନ ମିଶ୍ରଙ୍କ ‘ଅମୃତ ଗଣ୍ଠିଲି’ ଉନ୍ମୋଚିତ

ଭୁବନେଶ୍ବର : ପ୍ରତିଷ୍ଠିତ ପୁସ୍ତକ ପ୍ରକାଶନ ସଂସ୍ଥା ଏଥେନା ବୁକ୍ସ ଆନୁକୁଲ୍ୟରେ ଲେଖକ ଲଳିତ ମୋହନ ମିଶ୍ରଙ୍କର ନୀତିବାଣୀ ପୁସ୍ତକ 'ଅମୃତ ଗଣ୍ଠିଲି' ଉନ୍ମୋଚିତ ହୋଇଯାଇଛି। ବିଶିଷ୍ଟ ଜୀବନକାର ସତ୍ୟ ନାରାୟଣ ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଭାଷାବିତ…

ଅଭୁଲା ଗୀତ : ଝୁମି ଝୁମି ଆସେ ଆଖି

ସଙ୍ଗୀତ : ଶ୍ରୀକୁମାର  ଗୀତ : ଅକ୍ଷୟ ମହାନ୍ତି  ଗାୟନ : ଅକ୍ଷୟ ମହାନ୍ତି,  ସୁଜାତା ମୁଖାର୍ଜୀ  ଚଳଚ୍ଚିତ୍ର :  ସ୍ତ୍ରୀ,୧୯୬୮ ଝୁମି ଝୁମି ଆସେ ଆଖି ସପନ ଭରା ଜୀବନେ ମୋର ସପନ ଭରା ଜୀବନେ ମୋର ରାତି ଆଉ କେତେ ବାକି? ଅନେକ ତାରା ଆକାଶ ସାରା…

ସମାଜରେ ଘଟୁଥିବା ବାସ୍ତବ ଘଟଣାର କାଳ୍ପନିକ ପରିପ୍ରକାଶ ହିଁ ମୋ ସାହିତ୍ୟର ସ୍ୱର : ଦେବବ୍ରତ ବାରିକ

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଦେବବ୍ରତ ବାରିକଙ୍କ ସହ ‘ସ୍ୱଳ୍ପ ଆଳାପ’…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୨୮)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ଆରେ ବୀରା”, ଡାକଟେ ଶୁଣି ବୀରା ବୁଲିପଡ଼ି ଚାହିଁଲାବେଳକୁ ପ୍ୟାଚା୍ ପକେଟ୍ ଭିତରେ ହାତ ପୁରାଇ ଉଦାସ ମୁହଁରେ ରୋହାନ୍‌ ଠିଆ ହୋଇଛି । ‘ଓଃ! ବୀରା କାନ୍ଦିକାନ୍ଦି ବେହାଲ ହୋଇଯାଇଛି କି ନା, ଦେଖିବାକୁ…

ନ୍ୟାୟ ଅପେକ୍ଷାରେ ଜାତିଗତ ଲଢ଼େଇ

ରବି ନାରାୟଣ ପଣ୍ଡା ମଣିପୁର ହିଂସା ଦେଶର ଜାତିଗତ ଓ ସାମାଜିକ ସମସ୍ୟାକୁ ଉଜାଗର କରିଛି । ମୁଖ୍ୟତଃ କୁକୀ ସମ୍ପ୍ରଦାୟ ଓ ମତେଇ ସମ୍ପ୍ରଦାୟ ଲୋକଙ୍କ ଭିତରେ ସଂଘର୍ଷ ବହୁ ବର୍ଷ ପୂର୍ବରୁ ଲଗାଯାଇଥିବା ଏକ ବିଷବୃକ୍ଷର ଫଳ । ଭାରତ ସରକାର ନା ଗିଳି ପାରୁଛନ୍ତି ନା କାଢି ପାରୁଛନ୍ତି । ମଣିପୁର…

ଭାଷା ଭାଗବତ : ଭାଷାର ମାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନିଜକୁ କରିଲେ ବିଶ୍ବାସ ନିଶ୍ଚୟ ହୁଅଇ ବିକାଶ ସରଳ କଲେ ଲେଖ ଭାଷା ବଢ଼ିବ ଲୋକଂକ ଭରସା ସରଳ କଲେ ଲେଖା ଲିପି ଭାଷା ପାରିବ ଶୀଘ୍ର ବ୍ୟାପି ଜଟିଳତାରୁ ଜାତ ବାଧା ପୂରାଏ ସବୁ ଅସୁବିଧା ଭାଷା ନ କଲେ ବ୍ୟବହାର ବଢ଼େନି…

କବିତା : ପାପ ଭସ୍ମ

ଗଦାଧର ସାହୁ ତୋ ଦୀପ ଅଗ୍ନିକୁ ମୋ ପାପ ନିଅଣ୍ଟ ପୋଡି ପାଉଁଶ ହେବାକୁ, ତଥାପି ସରୁନି କେମିତି ତେଜିଛୁ ଦୀପ ଅଗ୍ନି ସଳିତାକୁ । ଜନମ ବେଳରେ କେତେ ପାପ ଥିଲା କାହାକୁ କହିଛ କୁହ, ମରଣ ବେଳକୁ କେତେ ରହିଗଲା ପାପି ଚାଲିଗଲା କୁହ । କର୍ମ କରୁ କରୁ ଯେତେ ପାପ କଲି ପୋଡେ…

ଗଳ୍ପ : ସଂସ୍କାର

ରଶ୍ମିତା ଦାସ ସେଦିନ ରାତିରେ ହଠାତ୍ ନିଦରେ ଏମିତି ଏକ ସ୍ଵପ୍ନ ଦେଖି ଚମକି ପଡ଼ିଲା ସ୍ଵାତୀ.... ବିଛଣାରୁ ଉଠି ବସି ପଡିଲା ମାତ୍ରକେ ସ୍ବାମୀ ଅରୁଣଙ୍କ ନିଦ ମଧ୍ୟ ଭାଙ୍ଗିଗଲା ଓ ଉଠି ପଚାରିଲେ... "କଣ ହେଲା, କାହିଁକି ଏମିତି ଉଠିଲ,କିଛି ଖରାପ ସ୍ବପ୍ନ ଦେଖିଲ କି? ଦେହ ତାର ଥରୁଥିଲା…