Latest Odisha News

BREAKING NEWS

Browsing Category

ସାହିତ୍ୟ

ଓଡ଼ିଶା ସାହିତ୍ୟ ଏକାଡେମୀର ୬୭ତମ ସ୍ୱନକ୍ଷତ୍ର ଦିବସ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀର ୬୭ତମ ସ୍ୱନକ୍ଷତ୍ର ଦିବସ ସ୍ଥାନୀୟ ଭଞ୍ଜ କଳାମଣ୍ଡପରେ ଆୟୋଜିତ ହୋଇଯାଇଛି ।ଏହି ସାରସ୍ୱତ ଉତ୍ସବରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି, ବିଶିଷ୍ଟ ସାହିତ୍ୟିକ…

ରାଜେନ୍ଦ୍ର ପ୍ରସାଦ ସାହୁଙ୍କ ‘ନୀରବ ଝଡ଼’ ଲୋକାର୍ପିତ

ଭୁବନେଶ୍ୱର : ପ୍ରକାଶନ ସଂସ୍ଥା ‘ଟାଇମ୍‍ପାସ୍‍’ ପ୍ରକାଶନ ପକ୍ଷରୁ ସ୍ଥାନୀୟ ଏକ ଘରୋଇ ହୋଟେଲରେ ନାଟ୍ୟକାର ରାଜେନ୍ଦ୍ର ପ୍ରସାଦ ସାହୁଙ୍କ ନଅଗୋଟି ଅପ୍ରକାଶିତ ନାଟକର ନେଇ ନାଟକ ସଙ୍କଳନ ‘ନୀରବ ଝଡ଼ ଓ ଅନ୍ୟାନ୍ୟ ନାଟକ’ ବରିଷ୍ଠ ନାଟ୍ୟକାର ରମେଶ ପ୍ରସାଦ ପାଣିଗ୍ରାହୀଙ୍କ କର କମଳରେ ଲୋକାର୍ପିତ…

ସ୍ୱଳ୍ପ ଗଳ୍ପ : କାନଟଣା କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୮୭ ଉକ୍ତ ବିଶେଷ ଲେଖଟି ଆମ ଶାସ୍ତ୍ରର ନବରସ ଭିତରୁ ପ୍ରମୁଖତଃ ଦୁଇଟିରସ ଅର୍ଥାତ୍ ଅଦ୍ଭୁତ ଓ ଭୟାନକକୁ ନେଇ ଲିଖିତ।ଅବଶ୍ୟ ଏହା ଭିତରେ ଆଉ ଗୋଟିଏ ରସର କିଛି ମାତ୍ରାନୁପାତରେ ରହିବ ,ତାହା ହେଉଛି ହାସ୍ୟ। କାଳ ସବୁବେଳେ ଅନେକ…

କବିତା ନିରଂତର : ସମୟ ସଂଚାଳନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’  ବଳ, ଧନ, ଜ୍ଞାନ କମ୍‌-ବେଶି ମିଳେ ସମୟ ମିଳେ ସମାନ କାଳ ସଂଚାଳନ ପ୍ରତି ଦୈନଂଦିନ ଯେଉଁ ବ୍ୟକ୍ତି ଦିଏ ଧ୍ୟାନ କାଳକ୍ରମେ ସିଏ ନିଜକୁ ବନାଏ ସକଳ ଗୁଣସଂପନ୍ନ ଦୁର୍ଲଭ ହୁଏନି ବଳ, ଧନ, ଜ୍ଞାନ ଘଟେନାହିଁ ଅନଟନ…

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୧୨)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’  ଟୁନିଅପାର ଝିଅମାନେ ସ୍ମାର୍ଟ ଆବଶ୍ୟକତା ଠାରୁ ଅଧିକ । ତାଙ୍କ ଚଳଣି, ଚାକଚକ୍ୟ, ଡ଼୍ରେସପଟାରେ ନିଗୁ ଅଭିଭୂତ ହୋଇପଡ଼ୁଥିଲା । ସେଇମାନଙ୍କ ମେଳରେ ସେ ନିଜକୁ ଖୁବ୍ ହୀନବୋଧ କରୁଥିଲା । ଯେମିତି ଟୁନିଦେଇ ଘରେ ପହଞ୍ôଚ ଖୁବ୍‌ଗୋଟେ ବଡ଼…

ରସଗୋଲା ଦିବସ ଅବସରରେ ରସଗୋଲା ସଙ୍ଗୀତ ଶ୍ରୋତାର୍ପିତ

ଭୁବନେଶ୍ୱର : ଲେଖକ ଶୁଭ୍ରାଂଶୁ ପଣ୍ଡାଙ୍କ ପରିକଳ୍ପନା ଓ ରଚନାରେ ପବିତ୍ର ନୀଳାଦ୍ରିବିଜେ ଓ ରସଗୋଲା ଦିବସର ଅବ୍ୟବହିତ ପୂର୍ବରୁ ଶ୍ରୋତାର୍ପିତ ହୋଇଯାଇଛି । ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଓ କଣ୍ଠଦାନ କରିଛନ୍ତି ଜଣାଶୁଣା କଣ୍ଠଶିଳ୍ପୀ ଅଭିଜିତ ମିଶ୍ର। ଜୟଦେବ ଭବନ ପରିସରରେ…

ଓଡ଼ିଆ ଭାଷାରେ କାର୍ଯ୍ୟ କରିବା ପାଇଁ ସରକାରୀ କର୍ମଚାରୀଙ୍କୁ ପ୍ରଶିକ୍ଷଣ

ଭୁବନେଶ୍ୱର : ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଓଡ଼ିଆ ଭାଷା ମାଧ୍ୟମରେ କାର୍ଯ୍ୟ କରିବା ପାଇଁ ସ୍ଥାନୀୟ ସଂସ୍କୃତି ଭବନରେ ଏକ ତିନିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଦୁଇଶହରୁ ଅଧିକ ଜଣ କର୍ମଚାରୀ ଓ…

କିଶୋର ଚନ୍ଦ୍ରାନନ୍ଦ ଚମ୍ପୂର ଇଂରାଜୀ ଅନୁବାଦ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ଉନବିଂଶ ଶତାବ୍ଦୀରେ କବିସୂର୍ଯ୍ୟ ବଳଦେବ ରଥଙ୍କ ରଚିତ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂର ଇଂରାଜୀ ଅନୁବାଦ ପୁସ୍ତକ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଲୋକସଭା ସଦସ୍ୟ ଭତ୍ତୃହରି ମହତାବ, ବିଧାୟକ…

ବିଶିଷ୍ଟ ଭାଷାବିତ୍ ପ୍ରଫୁଲ୍ଲ ତ୍ରିପାଠୀ ପାଇଲେ ଓଡ଼ିଆ ଅସ୍ମିତା ସମ୍ମାନ- ୨୦୨୪

ଭୁବନେଶ୍ୱର : ‘ଆମ ଓଡ଼ିଶା’ ଅନୁଷ୍ଠାନର ୨୮ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଜୁଲାଇ ୧୭ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ବୁଦ୍ଧ ମନ୍ଦିରର ନୂତନ ସଭାଗାରରେ ଆୟୋଜିତ ଏକ ଭବ୍ୟ ସମାରୋହରେ ବରିଷ୍ଠ ଭାଷାବିତ୍ ତଥା ସାହିତ୍ୟିକ ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କୁ ଓଡ଼ିଶା ଅସ୍ମିତା ସମ୍ମାନ -୨୦୨୪ ପ୍ରଦାନ…

ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ରାଜ୍ୟସ୍ତରୀୟ ପ୍ରତିଯୋଗିତା 

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ରେ ଉପଲକ୍ଷେ ବିଭିନ୍ନ ଜିଲ୍ଲାରେ ଏକାଡେମୀ ପକ୍ଷରୁ ବିଦ୍ୟାଳୟସ୍ତରୀୟ ପ୍ରବନ୍ଧ, ବକ୍ତୃତା, କବିତା ଆବୃତ୍ତି ଓ ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ନେଇ…