Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ସ୍ଥିରଗତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଆତ୍ମନିଯୁକ୍ତ ପ୍ରତିନିଧି ପର ମତରେ ହୋଇ ବାଂଧି ଲଂଘିଲେ ନିଜର ପରିଧି ଭୋଗଇ ମାନସିକ ବ୍ୟାଧି କାଳ ସହିତ କରି ସଂଧି କାମ କରିଲେ ନିରବଧି ମିଳିବ ଅଭିନବ ଶାଂତି ତାହା ହିଁ ଲୋଡ଼େ ବୃଦ୍ଧ ବ୍ୟକ୍ତି ନ କଲେ ସ୍ବସୀମା ଲଂଘନ…

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୨)

ମୂଳ ଇଂରାଜୀ : ଅନନ୍ତିନୀ 'ଝୁମ୍ପା' ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ଏକଥା ମୁଁ ଜାଣେ ଅକ୍ଷରା, କିନ୍ତୁ କ'ଣ କରିବା? ଆମକୁ ଯିବାକୁ ହିଁ ପଡ଼ିବ । ମୋ' ହାତରେ କିଛି ନାହିଁ । ଆର୍କିଟେକ୍‌ଚର୍ । ଭାରତ ଦାୟିତ୍ୱରେ ଥିବା ଲୋକଟା ଅ୍ରତ୍ୟାଶିତ ଭାବରେ ଇସ୍ତଫା ଦେଇଦେବାରୁ, ତୁରନ୍ତ…

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୧)

ମୂଳ ଇଂରାଜୀ : ଅନନ୍ତିନୀ 'ଝୁମ୍ପା' ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ନ୍ୟୁୟର୍କର ମୁଖ୍ୟସ୍ଥାନ ମନହଟ୍ଟନରେ ଏକଦମ୍ ସାଧାରଣ ଦିନଟିଏ । ଏଗାର ଆଭେନ୍ୟୁ, ବୟାଳିଶ ଷ୍ଟ୍ରୀଟ୍ ରେ ଥିବା ଘରମାନଙ୍କରେ ନିସ୍ତବ୍‌ଧତା ରାଜୁତି କରୁଥିଲା ସତ କିନ୍ତୁ କାମଦାମ ଚାଲିଥିବାର ହାଲ୍‌କା କୋଳାହଳ ବି…

କବିତା : ତୁମେ ଏମିତି

ସୁମିତା ବେହେରା ବାପି  ଦେଖିକି କାହାକୁ ସପନେ ହସୁଛ ପଚାରିଲି ଯେବେ କୁହ ନା ତୁମେ କୁହ ‘ଥରେ ପଚାର ମନକୁ ତୁମକୁ କି ଏହା ଅଜଣା’ ? ନାଲି ଶାଢ଼ୀ ପିନ୍ଧି ପଚାରେ ତୁମକୁ କେମିତି ଦିଶୁଛି କୁହ ନା ସତୃଷ୍ଣ ନୟନେ ଚାହିଁ ରୁହ ଖାଲି କିଛି ବି ଉତ୍ତର ପାଏନା । ପଚାରେ ତୁମକୁ ଭଲପାଅ…

ଭାଷା ଭାଗବତ : ଆମର ବଦଭ୍ୟାସ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯାହାର ଚିତ୍ତ ବିଚଳିତ ହୋଇପାରେନି କର୍ମରତ କେବଳ ବଚନ ବିଳାସ କରି ସେ ହୋଇଯାଏ ଶେଷ ଲୋକହସାକୁ ଡରି, ଡରି ଯଦି ନ ପାରୁଁ କିଛି କରି ନିଜେ କରିବା ଅନୁତାପ ନ ଥିବେ ଅଜା, ମାଆଁ, ବାପ ସ୍ବେଚ୍ଛାରେ ମୁଂଡାଇ ଦାୟିତ୍ବ…

ଅଭୁଲା ଗୀତ : ଅନ୍ତରେ କାନ୍ଦେ ବାହାରେ ହସେ

ସଙ୍ଗୀତ :  ଶାନ୍ତନୁ ମହାପାତ୍ର ଗୀତ : ଗୁରୁକୃଷ୍ଣ ଗୋସ୍ୱାମୀ ଗାୟନ : ପ୍ରଣବ ପଟ୍ଟନାୟକ ଚଳଚ୍ଚିତ୍ର : ସୂର୍ଯ୍ୟମୂଖୀ, ୧୯୬୩ ଅନ୍ତରେ କାନ୍ଦେ ବାହାରେ ହସେ ଅନ୍ତରେ କାନ୍ଦେ ବାହାରେ ହସେ ମୁଁ ଏହି ମୋର ପରିଚୟ ମରି ସାରିଛି ମୁଁ ତେବେ ବି କରୁଛି…

ଜୀବନର ଦୁଃଖ ଓ ଯନ୍ତ୍ରଣା ମତେ କବିତା ମନସ୍କ କରିଛି : ବୀରେନ୍ଦ୍ର ନାୟକ

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ଓଡ଼ିଆ ସାହିତ୍ୟ ପ୍ରତି ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ବୀରେନ୍ଦ୍ର ନାୟକଙ୍କ ସହ ‘ସ୍ୱଳ୍ପ ଆଳାପ’…

ଗଳ୍ପ : ମେକପ୍

ତନ୍ମୟୀ ପଣ୍ଡା ୟୁନିସେକ୍ସ ପାର୍ଲରର ଯାହା ବିଶେଷତ୍ବ , ସେଥିରେ ଥାଏ ଅଭିଜ୍ଞତା ପ୍ରଚୁର । ଅଭିଜ୍ଞ ଓ ପ୍ରଶିକ୍ଷିତ ହାତ । ପୁଣି ଏସବୁ ଗୋଟେଗୋଟେ ଟ୍ରେନିଂ ସେଣ୍ଟର ମଧ୍ୟ । ଆଉ ସହରର ସବୁତକ ଭିଡ଼ ସେଇଠି ଯେମିତି । ଖର୍ଚ୍ଚ ମଧ୍ୟ ସେମିତି । ନୟନିକା କହିବ - " ସ୍ତ୍ରୀ ଲୋକର ସବୁ…

କବିତା : ଅମୃତ ବିଷ

ଗଦାଧର ସାହୁ ଅମୃତ ଜୀବନେ ବିଷ ଭରିଅଛ ପାନ କର ନିତିଦିନ, ବିଷୟା ଭାବର ସର୍ପର ଦଂଶନେ ଏ ଜୀବନ ଶିରିହିନ । ଆମେ ଭାବୁ ଥାଉ ଆମକୁ ବିବେକି ଅବିବେକି କାର୍ଯ୍ୟକରି, ନିଜ ସ୍ବାର୍ଥ ପାଇଁ ଆନର ଗଳାରେ ଭୁସି ଦେଉଥାଉ ଛୁରି । କେବେ ସୁଧୁରିବ କିଏ ସେ କହିବ ନିଜେ ନିଜକୁ…

ଭାଷା ଭାଗବତ : ଧର୍ମହାନି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କେହି ନୁହଂତି କାହା ଭଳି ତେବେ ବି ସ୍ବଧର୍ମ ସଂଭାଳି ସଂସାରେ ଯାଉଥାଂତି ଚଳି ନ କରି କାହା ସଂଗେ କଳି କରିବା ନିଜ ମତେ କର୍ମ ଅଟଇ ସର୍ବୋତ୍ତମ ଧର୍ମ ଏ ନୁହେ ଆଲୋଚ୍ୟ ବିଷୟ ଯାହା କେବଳ ଶବ୍ଦମୟ ଯାହା ବି ଅଛି ଯେତେ…