Latest Odisha News

BREAKING NEWS

Browsing Category

ସାହିତ୍ୟ

ସ୍ୱଳ୍ପ ଗଳ୍ପ : କିଛି ବ୍ୟାଙ୍କ କର୍ମଚାରୀ, ଏକଦା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୭ ଗୋଟିଏ ବିଶେଷ ବର୍ଗ ତଥା କିଛି ବିଶେଷ ବ୍ୟାଙ୍କ କର୍ମଚାରୀଙ୍କୁ ଆଧାର କରି ଏଇ ଲେଖାଟି ଲିଖିତ। ପ୍ରଥମରୁ ଗୋଟିଏ ସ୍ପଷ୍ଟୀକରଣ। ସବୁ ବୃତ୍ତିରେ କିଛି ନା କିଛି ମାଙ୍କଡାମୀ ପ୍ରତ୍ୟକ୍ଷ ବା ପରୋକ୍ଷ ରୂପରେ ରହିଥାଏ।…

ପୁସ୍ତକ ପରିଚୟ : କାକଳି

କବୀ ମନୋରମା ମିଶ୍ରଙ୍କ "କାକଳି" ଏକ ବିହଙ୍ଗମ ଦୃଷ୍ଟି ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା କବିତା ସଙ୍କଳନ : କାକଳି  କବୀ : ମନୋରମା ମିଶ୍ର ପ୍ରକାଶକ ‐ ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦ, ଭୁବନେଶ୍ବର ପୃଷ୍ଠା ‐ ୯୪, ମୂଲ୍ୟ ‐ ଟ୧୦୦/ ମନୁଷ୍ୟ କେତେ ବସ୍ତୁବାଦୀ ଯେ ଆଖି ଆଗରେ…

କବିତା : ଉପପାଦ୍ୟ

ମାନସ ରଞ୍ଜନ ମହାପାତ୍ର  ଗୋଟିଏ ଦୁଃଖର ନାଁ ଅନୁଭୂତି ଗୋଟିଏ ତାରାର ନାଁ ଅରୁନ୍ଧତୀ ଗୋଟିଏ ନଦୀର ନାଁ ଇଛାମତୀ ଗୋଟିଏ ପ୍ରେମର ନାଁ ସରସ୍ୱତୀ ଅରୁନ୍ଧତୀରେ , ଅନୁଭୂତିରେ, ଇଚ୍ଛାମତୀରେ ସରସ୍ୱତୀରେ ନିୟତି ଭାରତୀ ଅଥଚ ମୋ ପୃଥିବୀ ଗୋଟେ ଜଟିଳ ଜ୍ୟାମିତି ସ୍ବପ୍ନ…

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୯)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ମୁମ୍ବାଇ ପହଞ୍ଚିବା ପାଇଁ ରୟାଲ ୟୁରେକାକୁ ପ୍ରାୟ ସାଢ଼େ ତିନିମାସ ଲାଗିବ । ସେମାନେ ଛତ୍ରପତି ଶିବାଜୀ ଏୟାର୍‌ପୋର୍ଟରୁ ନୂଆଦିଲ୍ଲୀ ଇନ୍ଦିରାଗାନ୍ଧୀ ଏୟାରପୋର୍ଟ ପର୍ଯ୍ୟନ୍ତ ଫ୍ଲାଇଟ୍‌ରେ ଯାଇ ପାରିବେ ।…

ଭାଷା ଭାଗବତ : ଅତି ପ୍ରୀତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅତି ଆଲୋକ କରେ ଅଂଧ ଅତି ଚିଂତନ ଯୋଗୁଁ ଦ୍ବଂଦ୍ବ ଅତି ଗର୍ଜନ କରେ କାଲ ଅତି କଦାପି ନୁହେ ଭଲ ଅତି ଜ୍ଞାନରୁ ଜାତ ଗଉଁ ଅତି ଧନରୁ ଦୁଃଖ ପାଉଁ ଅତିକୁ କରିଲେ ବର୍ଜନ ସଂଭବ ପ୍ରଶାଂତି ଅର୍ଜନ ଅତିର ପରିଣାମ ଇତି ଯଦିଓ…

ପ୍ରତିଭା ରାୟ, ସୀତାକାନ୍ତ ମହାପାତ୍ର ଏବଂ ଶ୍ରୀନିବାସ ଉଦଗାତାଙ୍କୁ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ପ୍ରଦାନ

ଭୁବନେଶ୍ୱର : ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୧ ପାଇଁ ପ୍ରତିଭା ରାୟ, ୨୦୨୨ ପାଇଁ ସୀତାକାନ୍ତ ମହାପାତ୍ର ଏବଂ ୨୦୨୩ ମସିହା ପାଇଁ ଶ୍ରୀନିବାସ ଉଦଗାତାଙ୍କୁ ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ କରାଯାଇଛି । ପୁରସ୍କାର ବାବଦରେ ସେମାନଙ୍କୁ ପାଞ୍ଚ…

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୮)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ତା’ ପରଦିନ ସକାଳେ, ପିଲାମାନେ ଡାଇନିଂଗ୍ ରୁମ୍‌କୁ ଗଲାବେଳକୁ ଦେଖିଲେ, ରାଗ ତମତମ ହୋଇ ମାମା ଜଳଖିଆ ତିଆରି କରୁଛନ୍ତି । ପିଲାଙ୍କୁ ଦେଖିଲା ମାତ୍ରେ ସେ କହିଲେ, “ସମୀରା, ତୁ ଯାଇ ମେଲ୍‌ବକ୍ସ୍ ଦେଖ । ବୀରା,…

କବିତା : କସ୍ତୁରୀ

ପ୍ରିୟମ୍ବଦା ସାମଲ କିଏ ସେ ଜଗାଏ ମନ ଆଇନାରେ ଅନ୍ତର୍ଦ୍ୱନ୍ଦ ଅହରହ ଉପବନ ମନମୃଗ ଅନ୍ୱେଷଣେ କସ୍ତୁରୀ ବାସ୍ନା ପ୍ରବାହ। ସ୍ମୃତିର ଝଲକେ କସ୍ତୁରୀ ପାଲଟେ ସ୍ୱପ୍ନର ସ୍ମୃତିର ଛାଇ ଅନ୍ତର ଆତ୍ମାକୁ ପ୍ରଶ୍ନବାଚୀ କରେ କସ୍ତୁରୀ ବାସ୍ନା କାହିଁ? ସପନ କୁହେଳୀ ଅଧୁରା ପ୍ରଜ୍ଜ୍ଵଳି…

ଭାଷା ଭାଗବତ : ଏପରି ଦୁର୍ଦଶା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅଳ୍ପ ଥିଲେ ବି ପାରେ ଚଳି ନିଜର ଚରିତ୍ର ସଂଭାଳି ନିଜକୁ ପାରେନାହିଁ ବିକି ଏପରି ଜଣେ ବି ଅଛି କି ? ସ୍ବାଧୀନ ହେଲେ ସୁଦ୍ଧା ଦେଶ ଯେଉଁମାନେ କରଂତି ବାସ ସେମାନେ ହୋଇ କିଣାଦାସ ପାଆଂତି ବିକୃତ ଉଲ୍ଲାସ ଭାଷାରେ ସ୍ପଷ୍ଟ…

“ଭୁବନେଶ୍ବର@୭୫: ପର୍ସ୍ପେକ୍ଟିଭ୍‌ସ” ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ପେନ୍‌ ଇନ୍‌ ବୁକ୍ସ ଦ୍ବାରା ପ୍ରକାଶିତ "ଭୁବନେଶ୍ବର@୭୫ : ପରସ୍ପେକ୍ଟିଭ୍‌ସ" ଉନ୍ମୋଚିତ ହୋଇଯାଇଛି । ଏହି ପୁସ୍ତକଟି ଭୁବନେଶ୍ବର ସହର ଉପରେ ଇଂରାଜୀରେ ପ୍ରକାଶିତ ପ୍ରଥମ ଗବେଷଣାତ୍ମକ ପୁସ୍ତକ ।…