Latest Odisha News

BREAKING NEWS

Browsing Category

ସାହିତ୍ୟ

ଉଦାର କୂଟନୀତି : ଅଭିନବ କୌଶଳ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ନିକଟରେ ଘଟିଥିବା ତୁର୍କୀର ପ୍ରତ୍ୟେକ ଭିଡିଓ ଉତ୍ତୋଳନ ଅନେକଙ୍କ ଧ୍ୟାନ ଆକର୍ଷଣ କରିଛି । ଏଥିରେ ଦର୍ଶାଇଛି ଯେ ତୁର୍କୀରେ ଭୂକମ୍ପ ପରେ ଭାରତର ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ର ସଦସ୍ୟମାନେ ଉଦ୍ଧାର କାର୍ଯ୍ୟ ଶେଷ କରି ଗତ ମାର୍ଚ୍ଚ ମାସରେ…

କବିତା : ନିର୍ବାଣ

ସୁପ୍ରିୟା ପଣ୍ଡା ଗୁଡ଼ାଏ ମାୟାଜାଲ ଭିତରେ ଯେତେବେଳେ ଛନ୍ଦିହୁଏ ତୁମେ ଖୁବ୍ ମନେପଡ଼ ସିଦ୍ଧାର୍ଥ ଦୁଃଖ, ଯନ୍ତ୍ରଣା, କାମନା, ବାସନା ସମସ୍ତେ ମିଶି ତୁମକୁ ଗୌତମ ଡାକିବା ପାଇଁ ଯେମିତି ବାଧ୍ୟ କରିଦିଅନ୍ତି । ଥରେ ଗୌତମ ଉଚ୍ଚାରି ଦେଲେ ଶାନ୍ତ ହୋଇଯାଏ ସବୁତକ ଉଦବେଳନ ହୃଦୟରୁ…

ଭାଷା ଭାଗବତ : ଶବାରାଧନା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅତୀତ ରହିଛି ମଥାରେ ଚଳିତ କାଳ ତ କଥାରେ ଯାହା ଆମର ଭବିଷ୍ଯତ ଗଢ଼ିପାରିବ ଆମ ହାତ ମଥାର ସ୍ମୃତି ସର୍ବପ୍ରିୟ ଏବର ସ୍ଥିତି ଶୋଚନୀୟ ଭବିଷ୍ଯତ ଗଢ଼ିବା ପାଇଁ ତେବେ ବି ହାତ ଚଳୁନାହିଁ ପ୍ରଥା, ପଦ୍ଧତି, ରୀତି ପାଳି ନିଜ…

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୫)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ କଥା ଅଧାରୁ ମିସେସ୍ ମାହେଶ୍ୱରୀ ହସ୍ତକ୍ଷେପ କରି କହିଲେ, “ବହୁତ ହେଇଗଲା, ଏ ସବୁ ବୀରା! ତୋ'ର ସବୁ ବଦମାସୀଠାରୁ ଇୟେ ବଳିଗଲା । ଭଉଣୀ ନାଁରେ ମିଛ କହିବା ଓ ଲଞ୍ଚ ନଷ୍ଟ କରିବା ପାଇଁ ତୋ'ର ଦଣ୍ଡ ଆଜି ତୋ'ର…

ପ୍ରଥମ “ପ୍ରତିମା ପୁରସ୍କାର ଉତ୍ସବ ୨୦୨୩” ଆୟୋଜିତ

ଭୁବନେଶ୍ୱର : ବିଶିଷ୍ଟ ଶିକ୍ଷାବିତ୍, ଲେଖକ ଓ ସମାଜସେବୀ ପ୍ରତିମା ଦେବୀଙ୍କ ସ୍ମୃତିରେ ଗଠିତ ପ୍ରତିମା ଫାଉଣ୍ଡେସନ୍‌ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନରେ ପ୍ରଥମ "ପ୍ରତିମା ପୁରସ୍କାର ଉତ୍ସବ ୨୦୨୩" ଆୟୋଜିତ ହୋଇଯାଇଛି। ଏହି ଅବସରରେ ପିଲାଙ୍କ ସହ ସ୍ମୃତି ଓ ବିକଳ୍ପ ଶିକ୍ଷା ପ୍ରୟୋଗର ପ୍ରକ୍ରିୟା…

ମାନବ ଜୀବନର ମୂଲ୍ୟ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ନିଜ ସ୍ୱାର୍ଥ ପାଇଁ ମଣିଷ ହିସାବ କରେ । ଅନ୍ୟ ଜିନିଷର ମୂଲ୍ୟ ଜାଣିବାକୁ ଚେଷ୍ଟା କରେ । ହେଲେ କେବେ ନିଜ ଜୀବନର ମୂଲ୍ୟ ଉପରେ ବିଚାର କରେ ନାହିଁ । ସେ ଜାଣିବାକୁନ ଚେଷ୍ଟା କରେନି ତା’ଜୀବନର ଦାମ୍ କେତେ । ମାନବ ସମାଜ ହେଉଛି ଏକ…

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୪)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ପାସ୍ତା ଆଉ ମାର୍‌ମାଲେଡ଼୍‌” କହି ଦୁଇଟି ପ୍ଲେଟ୍ ଟେବୁଲ ଉପରେ ରଖିଦେଲେ ମିସେସ୍‌ ମାହେଶ୍ୱରୀ । ବୀରା ପଚାରିଲା, “ବାବା?” ବାବାଙ୍କ ଅନୁପସ୍ଥିତିରେ ଏ ଦୁଇଭଉଣୀଙ୍କ ଯୋଜନା ସଫଳ ହୋଇପାରିବନି ।…

ଅନୁବାଦ କବିତା : ପାଣ୍ଡୁଲିପି

ମୂଳ ବଙ୍ଗଳା: ବୁଦ୍ଧଦେବ ବସୁ ଅଜୀର୍ଣ୍ଣ ରୋଗ ଯୋଗୁଁ କ୍ଷୀଣ ତନୁ ନିଜ ଲାଭର ଅଙ୍କ କଷାରେ ମଗଜ ଭରପୁର ମୁଣ୍ଡରେ ଥିବା ଅଳ୍ପବାଳ ତେଲ ଚିକିଟା, ଚକଚକିଆ, ଧୂର୍ତ୍ତ ଆଖି ଦୁଇଟି ଲୋଭ ଓ ଲାଳସା ରେ ହଳଦିଆ। ସେ ତାର ତେଲିଆ ଝାଳୁଆ ଆଙ୍ଗୁଳି ଦେଇ ଏପଟ ସେପଟ କରି ଲେଉଟାଉଛି ମୋର…

ଭାଷା ଭାଗବତ : ଗଛ କଥା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସମୁଦ୍ର ରଖିନି ହିସାବ କେତେ ଜାହାଜ, କେତେ ନାବ ରହଂତି ସଦା ବୁଡ଼ି, ଭାସି କେବେ ବି ଯାଆଂତିନି ମିଶି ସିଂଧୁକୁ ସର୍ବଦା ଅଜଣା କେତେଟା ନଦୀ ଓ ଝରଣା ତାହା ଭିତରେ ହେଲେ ଲୀନ ବାସ୍ତବ ଅର୍ଥରେ ନିଶ୍ଚିହ୍ନ ଅରଣ୍ୟ ପାଳେ…

ଆବଶ୍ୟକତାରୁ ଅଧିକ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ମୋର ଜଣେ ବନ୍ଧୁ କାଶ୍ମିରରୁ ଆସିଲାବେଳେ ମୋତେ ଉପହାର ସ୍ୱରୂପ ଭଲ ସେଓ ଚାରାଟିଏ ଦେଇ କହିଲେ, ଏଇଟା ଆମ ଓଡ଼ିଶା ଜଳବାୟୁରେ ବଞ୍ଚି ବଢିବ ଓ ଖୁବ୍ ଫଳ ଦେବ । ଆଗରୁ ମୋ ପରିବାରରେ କେହି ସେଓଗଛ କେମିତିକା ଦେଖି ନଥିବାରୁ ପୁଅ, ବୋହୂ, କନ୍ୟା, ମୋ ପତ୍ନୀ ମିଶି…