Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ଭାଷାକୁ ଅନାଦର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଦୀପାବଳି ହେଲା ଦୀୱାଲି ଜାଣିନାହିଁ କେବେ କିଭଳି ଅଜଣା ଶବ୍ଦଟେ ଆସିଲା ଆମର ଭାଷାରେ ପଶିଲା ଆପଣା ଶବ୍ଦକୁ ଛାଡ଼ିଲେ ଅଭିନବ ଶବ୍ଦ ଯୋଡ଼ିଲେ ନିଜର ଭାଷାକୁ ଆଦର ହୋଇଗଲା ମନୁ ପାସୋର ଏତେଟେ ପ୍ରଭାବ ଗ୍ରହଣ କରିଲେ…

ସାହିତ୍ୟ ଅକାଦେମି ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ “ସଉରା ଭାଷା ସମ୍ମେଳନ’ ଉଦ୍‍ଯାପିତ

ଭୁବନେଶ୍ୱର : ସାହିତ୍ୟ ଅକାଦେମି, ନୂଆଦିଲ୍ଲୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ସୌର ଭାଷା ସମ୍ମେଳନ ଉଦଯାପିତ ହୋଇଯାଇଛି । ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ମହାନ୍ତିଙ୍କ ସଭାପତିତ୍ୱରେ 'ସଉରା ଆଦିବାସୀ ଓ ବିଶ୍ୱାସ' ଶୀର୍ଷକ…

ଭାଷା ଭାଗବତ : ଅନାବଶ୍ୟକ ଯୁକ୍ତାକ୍ଷର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅଭ୍ୟାସ ନ ପାରିଲେ ଛାଡ଼ି ସ୍ବଭାଷା ପାରିବନି ବଢ଼ି ଅନାବଶ୍ୟକ ଯୁକ୍ତାକ୍ଷର ଶୀଘ୍ର କରିବା ପରିହାର ଶବ୍ଦର ବିବିଧ ପ୍ରକାର ବନାନ ନୁହେ ଦରକାର ଶବ୍ଦ ହୋଇଲେ ବହୁରୂପୀ ପାରେନି ବେଶି ଦୂର ବ୍ୟାପି ସୀମିତ ବ୍ୟବହାର କ୍ଷେତ୍ର…

ସମୀକ୍ଷା ଓ ସମାଲୋଚନା ହିଁ ସାହିତ୍ୟକୁ ବିକଶିତ କରେ : ରାଜକିଶୋର ମହାପାତ୍ର

ଓଡ଼ିଆ ଭାଷା ସାହିତ୍ୟରେ ସମକାଳର ଜଣେ ନିଆରା ବ୍ୟକ୍ତିତ୍ୱ ରାଜକିଶୋର ମହାପାତ୍ର । ସାହିତ୍ୟ ସର୍ଜନାରେ ସେ ଯେତିକି ମନସ୍କ, ସାହିତ୍ୟ କୃତିର ସମୀକ୍ଷା ଓ ସମାଲୋଚନାରେ ସେତିକି ମଗ୍ନ । ଲେଖକ ଅପେକ୍ଷା ପାଠକ ଭାବରେ ସେ ଅଧିକ ପରିଚିତ। ଗଳ୍ପ, କବିତା, ଉପନ୍ୟାସ, ଶିଶୁସାହିତ୍ୟ, ଗବେଷଣା ମୂଳକ…

ଅଭୁଲା ଗୀତ : ଦିଲ୍ ଦେବି

ସଙ୍ଗୀତ : ବାଳକୃଷ୍ଣ ଦାଶ ଗୀତ : ନାରାୟଣ ପ୍ରସାଦ ସିଂହ ଗାୟନ : ମହମ୍ମଦ୍ ସିକନ୍ଦର ଆଲାମ୍ ଓ ସିପ୍ରା ବୋଷ ଚଳଚ୍ଚିତ୍ର : ନୂଆବୋଉ, ୧୯୬୨ ଦିଲ୍ ଦେବି ଦିଲ୍ ଦେବି ଦିଲ୍ ଦେବିରେ ବସାଇବି ନେଇ ତୋତେ ଦିଲ୍‌ର ମଞ୍ଜିଲ୍‌ରେ ଦିଲ୍ ଦେବି ଦିଲ୍ ଦେବି ଦିଲ୍‌ଟା ଦେବି ମୋର କାଟିରେ…

କବିତା : କୃଷ୍ଣଚୂଡା

ପିନାକୀ ମିଶ୍ର ନାଲିରଙ୍ଗ ନୀଳମନ କାହିଁ ଗଲେ ନୀଳାଞ୍ଜନ !! ଆକାଶ ତ ଅନନ୍ତ ନୀଳିମା ଭ୍ରମରେ ପଡିଲୁ କି ? ବାଉଳି ଛଇଳି ହାତ ବଢେଇଲୁ ନିଜକୁ ମୁକୁଳାକରି ବସନ୍ତରେ ତୁ ମଧୁବାସନ୍ତୀ ଭାରଭାର ଫୁଲର ଥାଟ୍ଟରେ ପାହାନ୍ତି ବସୁମତୀ । ସୂର୍ଯ୍ୟ ଉଠିବା ଆଗୁଁ ପୁବେଇଦୋଳିରେ ତୋ ରଙ୍ଗ…

ଭାଷା ଭାଗବତ : ଭାଷାର ସଂସାର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ 'ଭାଷା ଭାଗବତ' ପରିବର୍ତନ ନିରଂତର ଅଟଇ ଚରିତ୍ର ଭାଷାର କିଛି ବି ନୁହେ ଏଠି ସ୍ଥାୟୀ ବଦଳେ କାଳ ଅନୁଯାୟୀ ଚିତ୍ର ଓ ଅକ୍ଷର ମଧ୍ୟରେ କେତେ ଯେ ଭେଦ ଥାଇପାରେ କରିଲେ ତାହା ଅଧ୍ୟୟନ ବୁଝିବା ସ୍ପଷ୍ଟ ଭାଷା ଜ୍ଞାନ ସଂପୂର୍ଣ ଭାଷାର ସଂସାର…

କବିତା : ପ୍ରହେଳିକା

ଗଜାନନ ମିଶ୍ର ଏତେ ପ୍ରହେଳିକା! କବି କଲମ ଅବଳ? ଯାଇ କୁହୁଡିକୁ ପଚାର, ସାକ୍ଷୀ ଜାତୀୟ ପତାକା, ଅପନ୍ତରାରେ ଜାତିଟା! ନା ଶୀତ ନା ଖରା, କେହି କାହାକୁ ଦିଅନ୍ତି ନି ଧରା! ଆଖିରୁ ଖାଲି ବହୁଛି ଧାରା। ଦେଖିଶୁଣି ହେଉଛି କି ରହି ରହିଲା ଭଳି! ଏ ମାଟି କଣ ସବୁ ଆଉ କାହାକୁ…

ଭାଷା ଭାଗବତ : ସହଯୋଗ ଲୋଡ଼ା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଏ ଭାଷା ହେଲେ ହେଁ ବଳିଷ୍ଠ ଲୋକେ ହିଁ କରୁଛଂତି ନଷ୍ଟ ସହିଲେ ଅଳ୍ପ ଟିକେ କଷ୍ଟ ସୁଗୁଣ ହେବ ପରିଦୃଷ୍ଟ ରହିବା ସ୍ବଭାଷା ସହିତ ନିଶ୍ଚୟ ହେବ ସର୍ବହିତ ଆମ ହାତରେ ଭବିଷ୍ଯତ ହୋଇପାରିବ ସୁରକ୍ଷିତ ଏ ନୁହେ ଜଣକିଆ କାମ ଅନେକେ କରି…

ଆଲୁଅ ତା’ର କି ମନୋହର

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ବୟସ ବଢ଼ିବାର ଅର୍ଥ କେବଳ ସୀମିତ ଜୀବନର ବର୍ଷଗୁଡ଼ିକ ବିଷୟରେ ବିତର୍କ କରିବା ନୁହେଁ । ବରଂ ବୁଝାମଣାକୁ ଆସିବା ଯେ ଆମେ ଯାହା କରିବାକୁ ଚାହୁଁଛୁ ତାହା କରିବା ଓ ଆମ ଜୀବନର ସର୍ବୋଚ୍ଚ ଲକ୍ଷ୍ୟ ହାସଲ କରିବା ‌। ଆମ ମନର ସମସ୍ତ ଅସୂୟା, ସଂଦେହ, ଈର୍ଷା,…