Latest Odisha News

BREAKING NEWS

Browsing Category

ସାହିତ୍ୟ

ଜାଗ୍ରତେ ଦୁର୍ଯୋଗ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ବଡବାପା କାଶିଆର ପିଲାପିଲି ନହେବାରୁ ସାନଭାଇ ବିଶିଆ ମଲାପରେ ତା'ର ଏକମାତ୍ର ପୁଅକୁ ପିଲାରୁ ସେ ନିଜପୁଅ ବୋଲି କାଗଜପତ୍ର କରିନେଇଥିଲେ ।  ପୁଅ ବୁଦ୍ଧିଆ ବନାମ ବୁଦ୍ଧଦେବ, ସମସ୍ତଙ୍କ ସ୍ନେହ ଆଦର ପାଇ ଖୁବ ଯତ୍ନରେ ପଢ଼ାପଢି କରି ଗଲା ମାଟ୍ରିକ ପରୀକ୍ଷାରେ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୪୬)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ତିନୋଟି ହେଲିକପ୍‌ଟର ଯେତେବେଳେ କୋଟିନଡ଼ାର ଆକାଶ ସୀମା ଅତିକ୍ରମ କଲା, ପଦ୍ମିନୀ ତା’ର ଚାରିପାଖକୁ ଆଖି ଘୂରାଇ ଆଣିଲା । ଅଗଣିତ ଜନସମୁଦ୍ରର କୋଳାହଳରେ ବିରାଟ ପ୍ରଶସ୍ଥ ପ୍ରାନ୍ତର ମୁଖରିତ ହୋଇ ଉଠୁଛି ।…

ସାରାଦିନ ପାହାଡ଼ ତଳେ

ସାରାଦିନ ପାହାଡ଼ ତଳେ ଗଜାନନ ମିଶ୍ର ସିଂହଛୁଆ ଭାବୁଥିଲି ବେ, ଶଳା ଘୁଷୁରୀ ଛୁଆଟା ଲଟପଟ ହେଉଛି କାଦୁଅରେ! କଣ ସବୁ ମୁଣ୍ଡଗାଡି କହିଯାଉଛି ମନକୁ ମନ। ଆରେ ହେ ଶୁଣ, କି ସ୍ୱର କି ଏଇଟା ଆଗପଛ ଅର୍ଥ ନାଇଁ କିଛି। ଜ୍ୟେଷ୍ଠର ଖରାଝାଂଜିକୁ କହୁଛି ମଳୟ, ବନ୍ଧନକୁ କହୁଛି…

ଭାଷା ଭାଗବତ : ପ୍ରଚାରିତ ମିଥ୍ୟା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ମିଛ ଶୁଣିଲେ ପ୍ରତି ଦିନ ମଣିଷ ହୁଏ ବୋଧଶୂନ୍ୟ ମିଛକୁ ସତ ବୋଲି ମାନି କରେ ଜ୍ଞାନର ମାନହାନି ଏପରି ଅଧିକାଂଶ ବ୍ୟକ୍ତି ହରାଇ ବିଶ୍ଳେଷଣ ଶକ୍ତି କରଂତି କଥାକୁ ବିଶ୍ବାସ ହୁଅଂତି ପ୍ରଚାରର ଦାସ ପ୍ରଚାର, ବିଚାର ପାର୍ଥକ୍ଯ ବୁଝି…

ପ୍ରଫେସର କୃଷ୍ଣ ପ୍ରସାଦ ମିଶ୍ର ସ୍ମାରକୀ ବକୃତା

ଭୁବନେଶ୍ବର : କୃଷ୍ଣ ପ୍ରସାଦ ସ୍ମୃତି ପରିଷଦ, ଦର୍ଶନ ସ୍ନାତକୋତ୍ତର ବିଭାଗ ତଥା ଉତ୍କଲ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ବାଣୀବିହାର ପରିସରରେ ପ୍ରଫେସର କୃଷ୍ଣ ପ୍ରସାଦ ମିଶ୍ର ସ୍ମାରକୀ ବକୃତା  ଅନୁଷ୍ଠିତ ହୋଇଯାଇଛି। କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ବରେ…

ପୁସ୍ତକ ପରିଚୟ : ଅନୁଶ୍ରବ

ଅନୁଶ୍ରବ : ଇଶ୍ଵରଙ୍କ ସନ୍ଧାନରେ ମଣିଷ ପାଲଟି ଯାଇଥିବା ଏକ ଅବୋଧ ବ୍ୟକ୍ତିର ଦୃଶ୍ୟମାନ କାହାଣୀ ଉପନ୍ୟାସ : ଅନୁଶ୍ରବ ଔପନ୍ୟାସିକ : ପ୍ରଶାନ୍ତ ନନ୍ଦ ପ୍ରକାଶକ ‐ ପକ୍ଷୀଘର ଭୁନେଶ୍ୱର ଉପନ୍ୟାସ କହିଲେ ଅନେକ ଚରିତ୍ରକୁ ନେଇ ସୃଷ୍ଟି ହୋଇଥିବା ଏକ ଲମ୍ବା କାହାଣୀର ପରିକଳ୍ପନା ମନକୁ…

ସ୍ୱଳ୍ପ ଗଳ୍ପ : କଣ୍ଢେଇ କାଳରେ ପ୍ରେମ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୫ କ'ଣ ଆଉ କରାଯିବ, ତାହାର ନିୟତି ,ତାହାର ଭବିତବ୍ୟ ,ତାହାର ସବୁ କିଛି ତ ହେଉଛି ବସ୍ତୁତଃ ଗୋଟିଏ କଣ୍ଢେଇର ନିୟତି,ଗୋଟିଏ କଣ୍ଢେଇର ଭବିତବ୍ୟ ? ଏଥିରୁ ତାହାର ନିସ୍ତାର ନାହିଁ । କଣ୍ଢେଇ କହିଲେ ଆମ ଆଖି ଆଗକୁ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୪୫)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ତା’ମାନେ ତୁ କ’ଣ କହୁଛୁ ନାରୀର ମନକୁ ବୁଝିପାରୁଥିବା ପୁରୁଷ ଏବଂ ନାରୀକୁ ସ୧ାନଦେଇ ଜାଣିଥିବା ପୁରୁଷ ହିଁ ପ୍ରକୃତରେ ବରଣୀୟ? - ହଁ, ହଁ... ଆରେ, ମୁଁ ତ ଭାବିଥିଲି ତୁ ବୋକୀ ଝିଅଟେ ବୋଲି । ହଉ, ହେଲା... ତୋ…

କବିତା : ଆସ ପ୍ରେମର ପୃଥିବୀଟିଏ ଗଢିବା

ପଦ୍ମଜା ଶରଣ  ଏଠି ପ୍ରଜାପତି ନାହିଁ ନଥାଉ ଏଠି ଫୁଲ ନାହିଁ ନଥାଉ ନଥାଉ ମହୁ,ମହକ,ମହଲତ ନଥାଉ ରଂଗ,ରସ, ରାହାସ କିଛି ନଥାଉ ନଥାଉ ପ୍ରେମ, ପରାଗ,ପରମ ନଥାଉ କିଛି ସବୁ ସରିଗଲା ପରେ ପ୍ରଳୟଙ୍କରୀ ପ୍ରଳୟ ତିନି ଭାଗ ସମୁଦ୍ର ମାଡିଆସୁ ଲୁଚେଇ ଦେଉ ମାଟି କେହି ଜଣେ ଭାସୁଥିବା…