Latest Odisha News

BREAKING NEWS

Browsing Category

ସାହିତ୍ୟ

ଅନୁବାଦ କବିତା : ବୃଦ୍ଧ ପେନସନାର ବିଳାପ

ମୂଳ ରଚନା : ଉଇଲିୟମ ବଟଲାର ୟେଟସ୍  ଆଜି ଯଦିଓ ମୁଁ ଏ ବର୍ଷାରେ ନେଇଛି ଆଶ୍ରୟ ଏକ ଭଙ୍ଗା ଗଛ ତଳେ ଦିନେ କିନ୍ତୁ ମୋ ଚଉକି ଥିଲା ଚୁଲି ପରୁ ଖୁବ୍ ନିକଟରେ ପ୍ରତ୍ୟେକ ବନ୍ଧୁ ମିଳନରେ ଯେତେ ଚର୍ଚ୍ଚା ହେଉଥିଲା ପ୍ରେମ ଏବଂ ରାଜନୀତିକୁ ନେଇ ମାତ୍ର ଏ ସମୟ, ସେ ସବୁକୁ ଦେଲା ବଦଳାଇ ।…

ଭାଷା ଭାଗବତ : ଦୁET ଲିP Aକାଠି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ Aମିତି Kମିତି ଲେଖିB TକିA ଭାBB ଦେଖିB ଦୁEଗୋT ଲିP Aକତ୍ର ଦେଖିଲେ ଲାଗE Bଚିତ୍ର ଓଡ଼ିଆ ଓ ଇଂଲିଶ୍‌ ମିଶା ହୁଏ ଅଦ୍‌ଭୁତ ଏକ ଭାଷା ବର୍ଜନ କରିଲେ ଏ ଧାରା ଭାଂଗିବ ନୂଆ ପରଂପରା ଅନ୍ୟ ଭାଷାରୁ ଶବ୍ଦ ନେଇ…

ଭାଷା ଭାଗବତ : ଧନ ଓ ଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ହାତରେ ଥିଲେ ସୁଦ୍ଧା ଧନ ମୁଡରେ ନ ସଂଚିଲେ ଜ୍ଞାନ ଧନର ଶୀଘ୍ର ବିଲୋପନ ସଂଭବ ବୋଲି ବୁଝ, ଜାଣ ଅଜ୍ଞାନ ପାଶେ ଥିଲେ ଧନ ଉଚ୍ଛନ୍ନ ହୁଏ ତା'ର ମନ ବୁଝେନି ଆଗ ଅବା ପଛ ଅଯଥା କରିଚାଲେ ଖର୍ଚ ଯେତେ ବି କରିଲେ ଅର୍ଜନ…

ବର୍ଣ୍ଣ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଭାବକୁ ପ୍ରକାଶ କରିବା ପାଇଁ ଆମେ ଭାଷାର ବ୍ୟବହାର କରିଥାଉ । ସେଇଥିପାଇଁ ତ କୁହାଯାଏ, ଭାଷା ହେଉଛି ଯୋଗାଯୋଗର ମାଧ୍ୟମ । ତେବେ ଭାଷାକୁ ବ୍ୟକ୍ତ କରିବାପାଇଁ ଆମେ କେତେ ପ୍ରକାଶ ସଙ୍କେତ ବ୍ୟବହାର କରିଥାଉ । ଏହାକୁ ଆମେ ବର୍ଣ୍ଣ ବା ଅକ୍ଷର ବା ଲିପି…

ପ୍ରାବନ୍ଧିକ ଲକ୍ଷ୍ମଣ ସାହୁ ‘ଚିତ୍ରୋତ୍ପଳା ‘ ସମ୍ମାନରେ ସମ୍ମାନିତ

କଟକ : ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହ ପରମ୍ପରା ଓ ସଂସ୍କୃତି ସହ ପରିଚିତ କରୁଥିବା ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପଞ୍ଚବିଂଶ ତମ ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି । ଏହି ଅବସରରେ ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ବିଶିଷ୍ଟ ସ୍ତମ୍ଭକାର ଲକ୍ଷ୍ମଣ…

ପୁସ୍ତକ ପରିଚୟ : ସଫଳତା, ଆନନ୍ଦ ଓ ପୂର୍ଣ୍ଣତାର ସାତଟି ମାନସିକ ସୂତ୍ର

ସଫଳତା, ଆନନ୍ଦ ଓ ପୂର୍ଣ୍ଣତାର ସାତଟି ମାନସିକ ସୂତ୍ର ମୂଳ ଇଂରାଜୀ: ସ୍ୱାମୀ ମୁକୁନ୍ଦାନନ୍ଦ ଓଡ଼ିଆ : ସୁଭାଷ ଶତପଥୀ, ସନ୍ଦୀପ ମିଶ୍ର ସମ୍ପାଦନା : ମନୀଷା ମିଶ୍ର ପ୍ରକାଶକ: ମଞ୍ଜୁଳ ପବ୍ଲିଶିଂ ହାଉସ୍‌, ମାଲବ୍ୟ ନଗର, ଭୋପାଳ ପ୍ରକାଶକାଳ: ୨୦୨୨ ପୃଷ୍ଠା: ୨୧୮ ମୂଲ୍ୟ: ୩୫୦ ଟଙ୍କା…

ସ୍ୱଳ୍ପ ଗଳ୍ପ : ଠେକୁଆକୁ ଜନ୍ମଦେଉଥିବା ଜଣେ ମାତା ମେରି

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୮ ଇଂଲଣ୍ଡର ସରେ ଅଞ୍ଚଳ । ୧୭୨୬ ମସିହାର ବର୍ଷ ଶେଷ ଆଡ଼କୁ ପ୍ରାୟ ତିନିମାସ ଧରି ବିଶେଷ ଚର୍ଚ୍ଚାରେ ରହିଥିଲା ଗୋଟିଏ ନାଆଁ । ସମସ୍ତେ ଆଶ୍ଚର୍ଯ୍ୟଚକିତ ହେବା ସହ ତାହାକୁ ମାତା ମେରି ବୋଲି ଡାକୁଥିଲେ । ସେ ମେରି ଟଫ୍ଟ ।…

ଅଭୁଲା ଗୀତ : ମୋ ମନବୀଣାର ତାରେ

ଗୀତ : ଜୀବନାନନ୍ଦ ପାଣି ଗାୟନ :  ନିର୍ମଳା ମିଶ୍ର ସଙ୍ଗୀତ : ବାଳକୃଷ୍ଣ ଦାଶ ଚଳଚ୍ଚିତ୍ର : ମଣିକଯୋଡି, ୧୯୬୩ ମୋ ମନବୀଣାର ତାରେ ହେ ଅବୁଝା ମୂରୁଛନା ମୋ ମନବୀଣାର ତାରେ ହେ ଅବୁଝା ମୂରୁଛନା ମୋ ମନବୀଣାର ତାରେ ଏତେ ମଧୁ ସୁରେ ଆଉ ମୋତେ ଡାକନା ନା ମୋ ମନବୀଣାର ତାରେ…

ଭାଷା ଭାଗବତ : ପାଠକ ଉଦାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଆମର ପାଠକ ଉଦାର କ୍ଷମା କରଂତି ବାରଂବାର ଲେଖକେ କରିଲେ ବି ତ୍ରୁଟି ପାରଂତି ପ୍ରଶଂସା ସାଉଁଟି କିଏ କ'ଣ ଭାବିବ ବୋଲି କେହି କହଂତିନାହିଁ ଖୋଲି ନିଜର ସ୍ପଷ୍ଟ ମନୋଭାବ ଏହା ହିଁ ଆମର ସ୍ବଭାବ ଭାବନା ରଖିଲେ…

ରମ୍ୟ ରଚନା : ପୁସ୍ତକ ମେଳାରେ କେତେଘଣ୍ଟା

ଡାକ୍ତର ଅଭୟ ଦାଶ ସରିଯାଇଛି ପୁସ୍ତକ ମେଳା । ଏବେ ମନେପକେଇବା କିଛି କଥା । ଓଡିଆ ଟି! ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରୁ ଆରମ୍ଭ। "ଉତ୍କଳର ନେତା ନିଜେ ନାରାୟଣ," ତାଙ୍କ ବିନା ଗତି କାହିଁ? ପ୍ରଥମ ଷ୍ଟଲ୍ ଶ୍ରୀମନ୍ଦିରର। ଅରୁଣ ସ୍ତମ୍ଭରୁ ଆରମ୍ଭ। ଜୋତା ଖୋଲି ଭିତରକୁ ଯିବେ।…