Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ଭାବ ଅଭିବ୍ୟକ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଗୁଣୀଂକୁ ଜଣାଇ ସମ୍ମାନ ସଂସ୍କାର କରିବା ସ୍ଥାପନ ବୟସ ଯେଣୁ ଏକ ସଂଖ୍ୟା ନେବାନି କାହାଠାରୁ ଦୀକ୍ଷା ସ୍ବାନୁଭୂତିରୁ ପାଇ ଶିକ୍ଷା ଦେବାକୁ ପଡ଼ିବ ପରୀଷା ପରୀକ୍ଷା ପରେ ଫଳାଫଳ ସଫଳ ଅଥବା ନିଷ୍ଫଳ ଯାହା ହେଲେ ବି…

୨୦୨୨ ପାଇଁ କମଳା ଶତପଥି ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର’

ଭୁବନେଶ୍ୱର : ସୃଜନ ଓ ଅନୁସୃଜନ ଉଭୟରେ ପ୍ରସିଦ୍ଧି ଲାଭ କରିଥିବା ବିଶିଷ୍ଟ ଲେଖିକା କମଳା ଶତପଥି ଅନୁବାଦ ପୁସ୍ତକ 'ସୁନେଲି ବାଦଲ' ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ବିଶିଷ୍ଟ ତେଲୁଗୁ ଲେଖକ ସଇଦ ସଲିମଙ୍କ 'ଭେଣ୍ଡି ମେଘମ'ର ଏହା ଓଡ଼ିଆ ଅନୁବାଦ।…

କବିତା : ଏମିତି ଜୀବନ

ଉମାକାନ୍ତ ଦାସ ଜୀବନ ଉଦ୍ଯାନେ ଫୁଟେ କେତେ ଫୁଲ ଫୁଟେ ପୁଣି କେତେ କଢି, କେ ବାସ ଚହଟେ ନ ଦେଖି କିରଣ ଗଛୁ ଯାଏ କିଏ ଝଡି।। ଜନନୀ ଜଠରୁ ଆସିଥିଲା ଯେବେ ଦେଇଥିଲା ରାଆ ରଡି, ରାମ ନାମ ନେଇ ସମାଜ କଲ୍ଯାଣେ ଉଠିବ ସେ ପୁଣି ଭିଡି ।। ଶୈଶବୁ କିଶୋର ହେଲା ପରେ ତାକୁ ଯୌବନ…

ଭାଷା ଭାଗବତ : ଆମର କର୍ତବ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଚିଂତା ହୋଇଲେ ଅଣାୟତ୍ତ ମନ ବି ହୁଏ ଆଂଦୋଳିତ ଅଯଥା କ୍ଷୁବ୍‌ଧ ଓ ବିଭ୍ରାଂତ ମଥା ବି ହୁଏ ପରିଶ୍ରାଂତ ଦୁଶ୍ଚିଂତା କଲେ ଶୀଘ୍ର ଦୂର ମନ ବି ହୁଏ ପରିଷ୍କାର ମର୍ଯାଦା ବଢ଼ଇ ବ୍ୟକ୍ତିର ହୁଏ ବହୁତ ଉପକାର ସ୍ମୃତିରେ…

ଭାଷା ଭାଗବତ : ସଦ୍ୟତମ ଶିକ୍ଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଗୋଟେ ଆଂଗୁଠି ଗଲେ କଟି ପାଂଚଟି ଆଂଗୁଠିରେ ପଟି ବାଂଧିବା ଭଳି ଏକ କାର୍ଯ ହୁଅଇ ଏଠାରେ ସ୍ବୀକାର୍ଯ ପତ୍ରଟେ ହେଲେ ହଳଦିଆ ଡାଳକୁ କାଟିଦେବା କିଆଁ ? ଏପରି ପ୍ରଶ୍ନର ଉତ୍ତର ଏବେ ଖୋଜିବା ବାରଂବାର ଅଭ୍ୟାସଗତ…

୨୦୨୨ ମସିହା ପାଇଁ ଗାୟତ୍ରୀବାଳା ପଣ୍ଡା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ବର : ବିଶିଷ୍ଟ ସାହିତ୍ୟିକା ଗାୟତ୍ରୀବାଳା ପଣ୍ଡା ୨୦୨୨ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ତାଙ୍କ ରଚିତ କବିତା ସଙ୍କଳନ 'ଦୟାନଦୀ' ପାଇଁ ସେ ଏହି ପୁରସ୍କାର ପାଇବେ ବୋଲି ଘୋଷଣା କରାଯାଇଛି । କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ…

ପ୍ରକୃତି

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଭଗବାନଙ୍କର ମାୟିକ ଶକ୍ତିଦ୍ୱାରା ଏ ସଂସାର ର ସୃଷ୍ଟି । ପ୍ରକୃତିର ଗର୍ଭରେ ଭଗବାନ ଜୀବଙ୍କୁ ସ୍ଥାପିତ କରନ୍ତି । ପ୍ରତ୍ୟେକ ଜୀବର କର୍ମ ଅନୁଯାୟୀ, ପ୍ରକୃତି ତାଙ୍କ ପାଇଁ ଏକ ଉପଯୁକ୍ତ ଶରୀର ସୃଷ୍ଟି କରେ । ପ୍ରକୃତି…

ଅନୁବାଦ କବିତା : ବୃଦ୍ଧ ପେନସନାର ବିଳାପ

ମୂଳ ରଚନା : ଉଇଲିୟମ ବଟଲାର ୟେଟସ୍  ଆଜି ଯଦିଓ ମୁଁ ଏ ବର୍ଷାରେ ନେଇଛି ଆଶ୍ରୟ ଏକ ଭଙ୍ଗା ଗଛ ତଳେ ଦିନେ କିନ୍ତୁ ମୋ ଚଉକି ଥିଲା ଚୁଲି ପରୁ ଖୁବ୍ ନିକଟରେ ପ୍ରତ୍ୟେକ ବନ୍ଧୁ ମିଳନରେ ଯେତେ ଚର୍ଚ୍ଚା ହେଉଥିଲା ପ୍ରେମ ଏବଂ ରାଜନୀତିକୁ ନେଇ ମାତ୍ର ଏ ସମୟ, ସେ ସବୁକୁ ଦେଲା ବଦଳାଇ ।…

ଭାଷା ଭାଗବତ : ଦୁET ଲିP Aକାଠି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ Aମିତି Kମିତି ଲେଖିB TକିA ଭାBB ଦେଖିB ଦୁEଗୋT ଲିP Aକତ୍ର ଦେଖିଲେ ଲାଗE Bଚିତ୍ର ଓଡ଼ିଆ ଓ ଇଂଲିଶ୍‌ ମିଶା ହୁଏ ଅଦ୍‌ଭୁତ ଏକ ଭାଷା ବର୍ଜନ କରିଲେ ଏ ଧାରା ଭାଂଗିବ ନୂଆ ପରଂପରା ଅନ୍ୟ ଭାଷାରୁ ଶବ୍ଦ ନେଇ…

ଭାଷା ଭାଗବତ : ଧନ ଓ ଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ହାତରେ ଥିଲେ ସୁଦ୍ଧା ଧନ ମୁଡରେ ନ ସଂଚିଲେ ଜ୍ଞାନ ଧନର ଶୀଘ୍ର ବିଲୋପନ ସଂଭବ ବୋଲି ବୁଝ, ଜାଣ ଅଜ୍ଞାନ ପାଶେ ଥିଲେ ଧନ ଉଚ୍ଛନ୍ନ ହୁଏ ତା'ର ମନ ବୁଝେନି ଆଗ ଅବା ପଛ ଅଯଥା କରିଚାଲେ ଖର୍ଚ ଯେତେ ବି କରିଲେ ଅର୍ଜନ…