Latest Odisha News

BREAKING NEWS

Browsing Category

ସାହିତ୍ୟ

ରାଜ୍ୟ ପୁସ୍ତକ ମହୋତ୍ସବରେ ଆଧୁନିକ କବିତାରେ ଜୀବନର ସ୍ୱର ଓ ସ୍ଵାକ୍ଷର” ସମ୍ପର୍କରେ ଆଲୋଚନା

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ଚତୁର୍ଥ ଦିନରେ "ଆଧୁନିକ କବିତାରେ ଜୀବନର ସ୍ୱର ଓ ସ୍ଵାକ୍ଷର" ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି I ଏହି ଆଲୋଚନାରେ ପ୍ରସିଦ୍ଧ ଗୁଜୁରାଟୀ କବି ସୀତାଂଶୁ ୟାଶଚନ୍ଦ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ I ତାଙ୍କ ସହ ଓଡ଼ିଆ…

ସ୍ୱଳ୍ପ ଗଳ୍ପ : ଅର୍ଥ ସହ ଏକ ରିଭଲଭର୍

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୭ ଛବିଟି ସ୍ୱତନ୍ତ୍ର। ପାବଲୋ ପିକାଶୋଙ୍କର ଛବି। ଗୋଟିଏ ଫଟୋଗ୍ରାଫ୍ । ପିକାସୋଙ୍କର ସେହି ଫଟୋଗ୍ରାଫର ଆଢୁଆଳରେ ଥିବା କାହାଣୀଟି କିନ୍ତୁ ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ। ପିକାସୋ ସବୁବେଳେ ତାଙ୍କର ଜଣେ ପୂର୍ବସୂରୀ ତଥା…

ପୁସ୍ତକ ପରିଚୟ : ନଟର ଡାଏରୀ

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା  ବହି : ନଟର ଡାଏରୀ କଥାକାର : ପ୍ରକାଶ ମହାପାତ୍ର ପ୍ରକାଶକ : ଇଭେଣ୍ଟସ୍ ପୃଷ୍ଠା ସଂଖ୍ୟା : ୨୧୬ ମୂଲ୍ୟ : ୨୫୦ ଟଙ୍କା ମାତ୍ର ଅନେକ ଅନୁଭବର ଚିତ୍ରିତ ବ୍ୟାଖ୍ୟା ନିଜ ସହ ନିଜର କଥା ଆପଣ କେବେ ନିଜ ସହ ନିଜେ କଥା ହୋଇଛନ୍ତି ? କେବେ ଚେଷ୍ଟା…

ସଂଗ୍ରାମ ମିଶ୍ରଙ୍କ କବିତା ସଙ୍କଳନ ‘ପ୍ରତିଫଳନ’ ସଂସ୍କୃତି ମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ଅପୂର୍ବା ପ୍ରକାଶନୀ ପକ୍ଷରୁ ବିଶିଷ୍ଟ କବି ସଂଗ୍ରାମ ମିଶ୍ରଙ୍କ କବିତା ପୁସ୍ତକ “ପ୍ରତିଫଳନ” ୪ର୍ଥ ଓଡ଼ିଶା ରାଜଧାନୀ ପୁସ୍ତକ ମହୋତ୍ସବ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। କବି…

ଅନୁବାଦ ଗଳ୍ପ : ବ୍ୟଥାର ସାରେଗାମା

ମୂଳ ହିନ୍ଦୀ : ଅମୃତ ରାୟ ଗଭୀର ଅନ୍ଧାର...ନୀରବ ନିସ୍ତବ୍ଧ ! କେବଳ ଦୂରରୁ କିଛି କୁକୁର ଓ ବିଲୁଆଙ୍କ ଭୁକିବାର ଶବ୍ଦ । ମନୁଷ୍ୟର ସ୍ଵର ତ ଗୀତର ଗୋଟେ ଅଧେ ପଦ ପରି, କେବେକେବେ କାନରେ ପଡିଯାଏ କୌଣସି ରିକ୍ସାବାଲାର କେଉଁ ଏକ ରୋମାଣ୍ଟିକ ଫିଲ୍ମିଗୀତର ଏକ ଧାଡି...ନହେଲେ ପୁରା ଶୂନଶାନ୍ ।…

ଭାଷା ଭାଗବତ : ଭାଷା ସତର୍କତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଶିକ୍ଷା ଓ ଶାସନ, ସଂସ୍କାର ବେପାର, ଧର୍ମ ଓ ପ୍ରଚାର କଳହ, ବିବାଦ, ବିଚାର ସବୁଠି ଭାଷା ଦରକାର ପିଲା, ଯୁବକ ଆଉ ବୁଢ଼ା ସଭିଂକୁ ଭାଷା ପଡ଼େ ଲୋଡ଼ା ସଂସାରେ ନିର୍ଭାଷୀ ଜୀବନ ଯାପନ କରେ କେଉଁ ଜନ ? ଭାଷା ବ୍ୟତୀତ…

ସୂକ୍ଷ୍ମ ଅନୁଭବ ଓ ଲାଳିତ୍ୟର ସମାହାର କବିତା, ପୃଥିବୀର ଶ୍ରେଷ୍ଠତମ ସୌନ୍ଦର୍ଯ୍ୟ : ପ୍ରବୀଣ କୁମାର କବି

ସମକାଳର ଜଣେ ନିଆରା ଶବ୍ଦଶିଳ୍ପୀ ପ୍ରବୀଣ କୁମାର କବି । ଓଡ଼ିଆ କବିତା ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ , ସେ ସୃଷ୍ଟି କରି ଚାଲିଛନ୍ତି ଅନେକ କବିତା। ସେ କବିତା ମାଧ୍ୟମରେ ଏକ ଅନ୍ତର୍ଯାତ୍ରାରେ ବିଶ୍ୱାସ ରଖନ୍ତି। ସରଳତା ଭିତରେ ତୀକ୍ଷ୍ମତା ଓ ସ୍ୱାଭାବିକତା ଭିତରେ ଆସାଧାରଣତା, ତାଙ୍କ…

କବିତା : ମାୟାମୃଗ ଗପ

ବିଶ୍ବରଂଜନ ଦାଶ  ମୁଁ ଏକା ନାହିଁ ସହରେ ହେଇନି କାହାର ସଞ୍ଜ ନଇଁ ଗଲେ ରାତି ସକାଳକୁ ଭୁଲେ, ଅପାଶୋରା ଗୀତଟେ ମୁଁ ଭାବ ଯା ଅଭାବ ଥରେ ଗଡି ଗଲେ ଲୁହ ଆଖି କଥା ଭୁଲେ ।। ଛୋଟ ଏଇ ଜୀବନରେ ବଡ କିଛି ନାହିଁ ସମ୍ପର୍କ ବି ବେଳେ ବେଳେ ବୋଝ ଲାଗି ଯାଏ ଏ କାନ୍ଧର ଦୁଃଖ ଏଠି ସେ କାନ୍ଧ…

ଭାଷା ଭାଗବତ : ଶବ୍ଦର ଆଦାନ ପ୍ରଦାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଶବ୍ଦର ଆଦାନ ପ୍ରଦାନ ଭାଷାରେ ହୁଏ ପ୍ରତିକ୍ଷଣ ବହୁ ଭାଷାରୁ ଶବ୍ଦ ନେଇ ଭାଷାଟେ ସମୃଦ୍ଧ ହୁଅଇ ଭାଷାରେ ଥିଲେ ବ୍ୟତିକ୍ରମ ସୁଦ୍ଧା ହୋଇଲେ ବୋଧଗମ୍ୟ ଭାଷୀଏ ପାରଂତି ସଂଭାଳି ତେଣୁ ଭାଷାଟେ ପାରେ ଚଳି କୌଣସି ଭାଷା…