Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ମଙ୍ଗଳ ଗୀତି

ଗଦାଧର ସାହୁ  ଶୁଭେଚ୍ଛୁ ମାନଙ୍କ ସ୍ନେହ ଶ୍ରଦ୍ଧା ପ୍ରେମ ଶ୍ରଦ୍ଧେୟ ମଙ୍ଗଳ ପାଇଁ, ଥାଉ ଚିରଦିନ ରହୁ ଅମଳିନ ଏତିକି ବିନତି ସାଇଁ । ଯେ ପଥେ ଚାଲିବୁ ତାଙ୍କରି ଆଶିଷେ ଆମରି ମଙ୍ଗଳ ପାଇଁ, ସେ ପଥ ତାଙ୍କରି ଆମେ ପଥଚାରି ଦି ଦିନ ପଥିକ ହୋଇ । ଏ ଜୀବନ କ୍ଷୀଣ ନୁହେଁ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୯)

ଶକ୍ତିପ୍ରଦା ମହାପାତ୍ରଙ୍କ ଉପନ୍ୟାସ ‘ଦଗ୍ଧ ଉପବନ’ ଡୋର୍ ଖୋଲି ଦେଖିଲା ବେଳକୁ .... . ତା ମୁଣ୍ଡ ବିନ୍ଧାର ମସ୍ତ ବଡ଼ କାରଣଟା ପୁଣି ଆସି ଉଭା ହୋଇ ଗଲା ,ମାୟା ନାଁ ରେ ! ଆସ୍ଥା ସାମାନ୍ୟ ବିରକ୍ତି ଭରା ସ୍ୱରରେ , "ମାୟା ତୁ ?!"ହଁ , କାଳେ ତମେ ହଇରାଣିଆ ହେବ ତ ସେଇଥି ପାଇଁ ବୋଲି…

ଭାଷା ଭାଗବତ : ପ୍ରତିଭା ନୁହେ ସ୍ମୃତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପ୍ରତିଭା ନୁହେ ପୂର୍ବ ସ୍ମୃତି ନୂତନ ଚିଂତାଶୀଳ ମତି ଧାରଣ କରେ ଯେଉଁ ବ୍ୟକ୍ତି ଘଟାଇପାରେ ସର୍ବୋନ୍ନତି ଗଚ୍ଛିତ ଜ୍ଞାନ ଅନୁଗତ ପ୍ରଚାର କରି ଅବିରତ ହୁଅଂତିନାହିଁ ଯଦି କ୍ଳାଂତ ନ ରହେ ଜ୍ଞାନର ମହତ୍ତ୍ୱ…

ଅନୁବାଦ ଗଳ୍ପ : ଆସ ଭଉଣୀ ଫତିମା

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୦ ମୂଳ ପଞ୍ଜାବୀ: ବଳଦେବ ସିଂହ ଦୀପାବଳି ପୂର୍ବରୁ ଫି’ବର୍ଷ ଘରର ସବୁ ଅଦରକାରୀ ଜିନିଷ ଓ ଅଳିଆ ଆବର୍ଜନା ସଫା କରିବା ମୋର ଅଭ୍ୟାସରେ ପଡ଼ି ସାରିଥିଲା । ପ୍ରତିବର୍ଷ ପରି ଏ ବର୍ଷ ବି ମୁଁ ସେଇ କାମରେ ଲାଗିପଡ଼ିଥିଲି । ଘରୁ ଅଦରକାରୀ…

କବିତା ହେଉଛି ସାହିତ୍ୟର ଆତ୍ମା : ପ୍ରହଲ୍ଲାଦ ଶତପଥି

ଓଡ଼ିଆ ସାହିତ୍ୟର ଏକ ସଶ୍ରଦ୍ଧ ଉଚ୍ଚାରଣ ପ୍ରହଲ୍ଲାଦ ଶତପଥି। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ ରଚିତ କବିତାର ଶବ୍ଦବିନ୍ୟାସ ଏବଂ ନିଖୁଣ ଉପସ୍ଥାପନା ତାଙ୍କ ସମାଲୋଚକଙ୍କୁ ମଧ୍ୟ ବାଧ୍ୟ କରିଦିଏ ତାଙ୍କ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୮)

ଶକ୍ତିପ୍ରଦା ମହାପାତ୍ରଙ୍କ ଉପନ୍ୟାସ ‘ଦଗ୍ଧ ଉପବନ’ ମାୟା ଦେଖିବାକୁ ଶ୍ୟାମଳ କିନ୍ତୁ ସୁନ୍ଦର ଚେହେରା । କିନ୍ତୁ , ବହୁତ ଦିନ ପରେ ସେ ଜାଣିବାକୁ ପାଇଲା ମାୟା ଆଉ ସମ୍ଭବ ଦୁହେଁ ପରସ୍ପରକୁ ....!! ସୌଖିନ୍ ଜିନିଷଠାରୁ ଆରମ୍ଭ କରି ସୁନା ଜିନିଷ ସବୁ ମାୟା ହିଁ ଚୋରି କରିବା କଥା ମଧ୍ୟ…

କବିତା : ଲକ୍ଷ୍ମୀ ଶୋଇଲେଣି

ଦେବଜ୍ୟୋତି ଅବିନାଶ ଠିକ୍ ମାଣବସା ପରଦିନ, ଥଣ୍ଡା ପଡ଼ି ଯାଇଥାଏ ଲକ୍ଷ୍ମୀଙ୍କ ପାଦ। ହାତରେ ଆଉ ନଥାଏ ସେ ସେନେହ ପରଶ। ପରଷି ଦିଅନ୍ତିନି ଆଉ ସେ ଷାଠିଏ ପଉଟି। ଉଠାଇ ନିଅନ୍ତିନି ତଳେ ପଡିଥିବା ଅଇଁଠା। ପିନ୍ଧା ଶାଢ଼ୀର ନାଲି ପଣତରୁ ଲିଭି ସାରିଥାଏ ମମତା। ରୋଷ ଘର ଏବେ ଖାଲି।…

ଇଣ୍ଟ୍ରୋଡକସନ ଟୁ ସାଇକୋଲୋଜି ଅଫ ଡିଜାବିଲିଟି’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ବିଜୟିନୀ ସ୍ମୃତି ଟ୍ରଷ୍ଟ ପକ୍ଷରୁ ବିଜୟିନୀ ସ୍ମୃତି ସଭା- ୨୦୨୨ ଓଡ଼ିଶୀ ରିସର୍ଚ୍ଚ ସେଣ୍ଟର ପରିସରରେ ଆୟୋଜିତ ହୋଇ ଯାଇଛି । ଏହି ଅବସରରେ ଗୋପାଳ କୃଷ୍ଣ ନନ୍ଦ, ବିନୟ ଭୂଷଣ ମହାପାତ୍ର, ଭାଗିରଥି ମହାପାତ୍ର, ଭାଗିରଥି ମହାପାତ୍ର, ଇନ୍ଦ୍ରମଣି ଜେନାଙ୍କ ଲିଖିତ 'ଇଣ୍ଟ୍ରୋଡକସନ ଟୁ…

ବଳରାମ ପୁଜାରୀଙ୍କ କବିତା ସଙ୍କଳନ ‘ଶ୍ବେତପତ୍ର’ ଉନ୍ମୋଚିତ

ଭୁବନେଶ୍ବର : ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ପ୍ରକାଶିତ କବି ବଳରାମ ପୁଜାରୀଙ୍କ ପଞ୍ଚମ କବିତା ସଙ୍କଳନ 'ଶ୍ବେତପତ୍ର' ସ୍ଥାନୀୟ ବିହାର ସ୍ଥିତ ପେନ୍‌ ଇନ୍‌ ବୁକ୍ସ କାର୍ଯ୍ୟାଳୟ ପରିସରରେ ଉନ୍ମୋଚିତ ହୋଇଯାଇଛି। ଏହି ଉନ୍ମୋଚନ ଉତ୍ସବରେ ସୁଦୂର ମାଲକାନଗିରିରୁ…

ଭାଷା ଭାଗବତ : ଅଯଥା ଚିଂତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଆମ୍ଭର ଆମର ଓ ଆମ ତୁମ୍ଭର ତୁମର ଓ ତୁମ ଏପରି ହେଲେ ଧ୍ବନି କ୍ଷୟ ଭାଷା ତ ଲଭେନି ବିଲୟ! ସଙ୍ଖ୍ୟା ଦିଶୁ ଅଥବା ସଂଖ୍ୟା ଅସଂଖ୍ୟ ଲୋକ ପାଇ ଶିକ୍ଷା କରଂତି ସ୍ବଭାଷାକୁ ରକ୍ଷା ମନରୁ ହଟାଇ ଆଶଂକା ସରଳୀକୃତ ଭାଷା…