Latest Odisha News

BREAKING NEWS

Browsing Category

ସାହିତ୍ୟ

ଅନୁବାଦ କବିତା : ଏକା ହୋଇଯାଅ

ମୂଳ ରଚନା : ମହାଦେବ ସାହା ସଙ୍ଗହୀନ ଗଛ ପରି ଏକା ହୋଇଯାଅ ଠିକ ବ୍ୟଥାରେ ମଗ୍ନ କଏଦୀ ପରି ଅସହାୟ ନିର୍ଜନ ନଦୀ ସମ ହୋଇଯାଅ ତୁମେ ଆହୁରି ପୃଥକ, ବିଚ୍ଛିନ୍ନ ସ୍ୱତନ୍ତ୍ର, ସ୍ୱାଧୀନ, ଖଣ୍ଡ ଖଣ୍ଡ ୟୁରୋପର ମାନଚିତ୍ର ପରି; ଅଲଗା ହୋଇଯାଅ ସବୁ ସଙ୍ଘଠାରୁ…

ଭାଷା ଭାଗବତ : କଥିତ ଭାଷା ସ୍ବାଭାବିକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମନ ଗୋଟିଏ, ସ୍ଥାନ ଭିନ୍ନ ହେଲେ ବି ଭାଷା ଶ୍ରୀସଂପନ୍ନ କରଂତି ଯେଉଁଠି ସ୍ବଭାଷୀ କେହି ପାରେନି ଭାଷା ନାଶି ସ୍ବଭାଷା ଘର କୋଣେ ଛାଡ଼ି କେହି ଯାଏନି ଦୂରେ ଉଡ଼ି ଯେଉଁଠି ଥିଲେ ବି ସ୍ବଭାଷା ଜଗାଏ ସୁଦୃଢ଼ ଭରସା…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୨)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ନୂଆବର୍ଷରେ ଆଗ ଭଳି ଆଗ ଶୁଭେଚ୍ଛା ବାର୍ତ୍ତା ଆସୁନି ସ୍ୱପ୍ନିଲଙ୍କର ! ଅପେକ୍ଷା କରିବାକୁ ପଡୁଛି ଦି'ଚାରି ଦିନ ଯାଏଁ ! କି କୌଣସି ପର୍ବ ପର୍ବାଣୀରେ ବି ଶୁଭେଚ୍ଛା, ଶୁଭ କାମନା କି ଅଭିନନ୍ଦନର ବାର୍ତ୍ତା ବି ଆସୁନି ! ଜନ୍ମ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୧)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଏମିତି କିଛି କଥା ନଥିଲା ଯାହା ସେ ସ୍ୱପ୍ନିଲ ଙ୍କୁ ନକହି ରହି ପାରିଛି ! ଆସ୍ଥା ର ସବୁ ଦୁଃଖ ଯନ୍ତ୍ରଣା ,ଆଘାତର ଉପଚାର କେବଳ ହିଁ କେବଳ ସ୍ୱପ୍ନିଲ ଥିଲେ !ଆଶ୍ଚର୍ଯ୍ୟର କଥା , ତାକୁ ଜର ଥଣ୍ଡା କାଶ କୌଣସି ରୋଗ ସ୍ପର୍ଶ ବି…

ଭାଷା ଭାଗବତ : ଅଂତର୍ଗତ ଭାବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପ୍ରେରଣା ଉତ୍ସାହ ସଂକଳ୍ପ ଅଧିକ ହେଉ ଅବା ଅଳ୍ପ ନିଜ ମନରେ କଲେ ଜାତ ଯେ କେହି ହୁଏ ଉପକୃତ ଖୋଜିଲେ ଏ ସବୁ ବାହାରେ ମଣିଷ ବାରଂବାର ହାରେ ଯାହା ନିଜର ଅଂତର୍ଗତ ରହେନି ଅନ୍ୟର ସହିତ ଶୁଖିଲା ପ୍ରଶଂସା ନିମଂତେ…

ଅଶୋକ କୁମାର ବଳଙ୍କ ‘ଗଜପତି ଏ କିଙ୍ଗ ଉଇଥଆଉଟ ଏ କିଙ୍ଗଡମ’ ପୁସ୍ତକ ଉନ୍ମୋଚିତ

ନୁଆଦିଲ୍ଲୀ : କୋଣାର୍କ ପବ୍ଲିସର୍ସ ଓ ଓଡ଼ିଶା ଫୋରମ ଦ୍ବାରା ଆନୁକୂଲ୍ୟରେ ଅଶୋକ କୁମାର ବଳଙ୍କ 'ଗଜପତି ଏ କିଙ୍ଗ ଉଇଥାଉଟ ଏ କିଙ୍ଗଡମ' ପୁସ୍ତକ  ଉନ୍ମୋଚିତ ହୋଇଯାଇଛି । ଏହି ଉତ୍ସବରେ କରଣ ସିଂହ ମୁଖ୍ୟ ଅତିଥିଭାବରେ ଏବଂ ସମ୍ମାନିତ ଅତିଥିଭାବେ ସାମିଲ ହୋଇ ଗଜପତି ମହାରାଜା ଦିବ୍ୟସିଂହ ଦେବ…

ସ୍ୱଳ୍ପ ଗଳ୍ପ : ଜଣେ ମୂକ କିଶୋରୀ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩୫ ଜଣେ ରାଜା ଥିଲେ। ବେଲଜିଅମ ଦେଶରେ । ବେଲଜିଅମରେ ବ୍ରସେଲସ୍ ବୋଲି ଗୋଟିଏ ସହର ଅଛି ,ସେଇଟି ଥିଲା ତାଙ୍କର ରାଜଧାନୀ। ରାଜାଙ୍କର ନାଆଁ ? ସତ କହିବ । ଇଙ୍ଗିତ ନୁହଁ। ରାଜା ଉଇଲିଅମ ପ୍ରଥମ। ରାଜାଙ୍କର ଜନ୍ମଦିନ…

ଭାଷା ଭାଗବତ : ବାସ୍ତବ କାହାଣୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମନୋଭାବ ଓ ଆଚରଣ ଧାରଣା, ମତ ଉଚ୍ଚାରଣ କରଂତି ସହଜେ ପ୍ରମାଣ କି ଶିକ୍ଷା କରିଛୁଁ ଗ୍ରହଣ ପ୍ରାପ୍ତ ଜ୍ଞାନରେ ସ୍ବାନୁଭୂତି ମିଶାଇ ନ ପାରିଲେ ବ୍ୟକ୍ତି ଗାଇ ପୁରୁଣା ପଦାବଳି ଯାଏ ଏହି ସଂସାରେ ଚଳି ହେଲେ ହେଁ…

ସନେଟ : ଗାଁରୁ କହୁଛି

ରବି ପଣ୍ଡା ଘରବାଡ଼ି ସୀମା ଧାରେ ଧାଡି ଧାଡି ସିଜୁ ଆଉ କଣ୍ଟାଝଣ୍ଟା ବାଡ଼ ତାକୁ ଧରି ରଖିବାକୁ କଣି ଆଉ ପାତିଆର କାମଡା ଲାଗିଛି ବାଡ଼କୁ ଆବୋରି ଧରି ଅପରାଜିତାର ଲତା ସେସବୁକୁ କରିଛି ଉହାଡ଼ ଏଠି ସେଠି କୃଷ୍ଣ ରଙ୍ଗୀଫୁଲ ଫୁଟି, ଦେଖ ତା'ର ମୁହଁ ଦେଖାଉଛି । କୁଆଡ଼େ ହଜିଛି କାଇଁ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୦)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ବହୁତ ଦିନ ପରେ କିଏ ଜଣେ ତାକୁ ତା' କଥା ପଚାରିଛି ,ତା ଭଲ ମନ୍ଦ କଥା ପଚାରିଛି ! ଖୁସିରେ ଆଖି ଦୁଇଟି ଛଳ ଛଳେଇ ଉଠିଲା ଆସ୍ଥାର । କଥା ଦିଆ ନିଆ ଭିତରେ ବଞ୍ଚିବାର ଖିଅ ଟିକକ କେଉଁଠି ନା କେଉଁଠି ଲୁଚିରହି ଥିଲା; ଏକଥା…