Latest Odisha News

BREAKING NEWS

Browsing Category

ସାହିତ୍ୟ

ଲକ୍ଷ୍ମଣ ସାହୁଙ୍କୁ ‘ସାରସ୍ଵତ ପ୍ରତିଭା ସମ୍ମାନ’ ପ୍ରଦାନ

ବାରିପଦା : ବଡ଼ସାହି ବାଣୀ ପୀଠର ୪୨ତମ ବାର୍ଷିକଉତ୍ସବ ପାଳନ ଅବସରରେ କଟକ ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ସର୍ବୋଚ୍ଚ 'ଓଡ଼ିଆ ଭାଷା ସାହିତ୍ୟର ସ୍ରଷ୍ଟା ସୃଷ୍ଟି ଦ୍ରଷ୍ଟା' ପୁସ୍ତକର ପ୍ରାବନ୍ଧିକ ଲକ୍ଷ୍ମଣ ସାହୁଙ୍କୁ ୨୦୨୨ ପାଇଁ 'ସାରସ୍ଵତ ପ୍ରତିଭା ସମ୍ମାନ'ରେ…

ଶାସ୍ତ୍ରୀୟ ଓଡ଼ିଆ ଭାଷା

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ତାମିଲ୍‌, ସଂସ୍କୃତ, କନ୍ନଡ଼, ତେଲୁଗୁ ଓ ମାଲାୟାଲମ୍ ପରେ ଭାରତବର୍ଷର ଷଷ୍ଠ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିଲା ଆମ ଭାଷା, ଓଡ଼ିଆ ଭାଷା । ଆମ ଭାଷାର ଗୌରବ ଗାଥା ଗାନ କରୁଥିବା ଏହି ଦିନ ଆମକୁ ଆମର ଗୌରବମୟ ଅତୀତର କଥା ସ୍ମରଣ କରାଇଦିଏ ।…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪)

ଶକ୍ତିପ୍ରଦା ମହାପାତ୍ରଙ୍କ ଉପନ୍ୟାସ ‘ଦଗ୍ଧ ଉପବନ’ - ତେବେ ?? ଆଜି ପୁଣି କେମିତି ?? - ତୁମ ବାହାଘର ଠିକ୍ ହେବା କଥା ଶୁଣି ଖୁବ୍ କଷ୍ଟ ପାଇଥିଲି। ବହୁତ ଚେଷ୍ଟା କରି ବିଫଳ ହେଲି ତୁମକୁ କହିବାକୁ । କାଳେ ତୁମେ କଣ ଭାବିବ ? କାଳେ ଆମର ବନ୍ଧୁତା ଶେଷ ହୋଇଯିବ ! ତୁମର ସ୍ୱଚ୍ଛଳ…

ଗଳ୍ପ : କାଳିଆ ଭରସା

ଆୟୁଷ ବଢ଼ାଇ ନିକିତାର ଆଖିରେ ନିଦ ନାହିଁ । ଜେଜେମାର କଥା ମନେ ମନେ ଭାବୁଥାଏ ଯେ ଠାକୁରଙ୍କର ବିନା ଅନୁମତିରେ ପତ୍ରଟିଏ ମଧ୍ୟ ହଳେ ନାହିଁ । ତେବେ ପୁଣି ବଡଠାକୁରଙ୍କର ଡାକରା ନ ଥିଲେ କିଏ କଣ ଶ୍ରୀକ୍ଷେତ୍ରକୁ ଯାଇପାରିବ। ସବୁ ସେହି ଜଗା କାଳିଆ ଡୋରୀରେ ବନ୍ଧା। ସ୍ବାମୀ ଆରପାରିକୁ…

ଭାଷା ଭାଗବତ : ଭାବର ଜୀବନ୍ୟାସ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପ୍ରତ୍ୟେକ ଭାଷାଭାଷୀ ବ୍ୟକ୍ତି ଯୋଗାଂତି ସ୍ବଭାଷାକୁ ଶକ୍ତି ଆବଶ୍ୟକତା ଅନୁସାରେ ଭାଷା ବିବିଧ ରୂପ ଧରେ ମଣିଷ ସ୍ବରୁଚି ସଂଭାଳି କହେ ଓ ଲେଖେ ଭଳି ଭଳି କେହି ନୁହଂତି କାହା ପରି ସର୍ବେ ସମାନ ଅଧିକାରୀ ନିଜ…

ସନେଟ : ଗୁରୁ ହେ ଈଶ୍ବର ମୋର

ଅନୀତା ପାଣି  ସମୟ ସ୍ରୋତରେ ଜୀବନ ବହୁଛି ଗଲାଣି ଅନେକ ଦିନ, ଆଜି ବି ଜୀବନ୍ତ ଗୁରୁ ତୁମ ଛବି ଖୋଜେ ସେହି ପିଲା ମନ। ଚରଣେ ତୁମର କୋଟି ପ୍ରଣିପାତ ଗୁରୁ ହେ ଈଶ୍ବର ମୋର, ତୁମେତ ଖୋଲିଛ ତୃତୀୟ ନୟନ ଅଜ୍ଞାନୁ କରିଛ ଦୂର । ମାତା ପିତା ମୋତେ ସଂସାରେ ଆଣିଲେ ଗେହ୍ଲାରେ କଲେ ପାଳନ,…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ ( ୩ )

ଶକ୍ତିପ୍ରଦା ମହାପାତ୍ରଙ୍କ ଉପନ୍ୟାସ ‘ଦଗ୍ଧ ଉପବନ’ ଆସ୍ଥାର ବାହାଘର ହୋଇଯାଏ ରାଉରକେଲାର ଜଣେ ଜଣାଶୁଣା ଯୁବ ଓକିଲ ସମ୍ଭବଙ୍କ ସହିତ । ଜଣେ ମଣିଷ ହିସାବରେ ଖୁବ୍ ଭଲ ଥିଲେ ସମ୍ଭବ । ଆସ୍ଥାର ଛୋଟଛୋଟ ଖୁସିକୁ ନେଇ ଯତ୍ନଶୀଳ ଥିଲେ । ଆସ୍ଥାର ବ୍ୟବହାର, ଚାଲିଚଳଣୀ ,ସଂସାର ଓ ସମ୍ଭବମନସ୍କ…

ସ୍ୱଳ୍ପ ଗଳ୍ପ : ମାଇକ୍ , ଏକ ମସ୍ତକହୀନର ବୃତ୍ତାନ୍ତ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩୪ ନିହାତି ପରିତାପର କଥା ,ଜଣେ ଯେତେବେଳେ ଆଉ କିଛି ନପାଇ ଇତିହାସରୁ ଗୋଟିଏ କୁକୁଡା ବାହାର କରି ଆଣିବ ଆଉ କହିବ,ବନ୍ଧୁଗଣ ଦେଖନ୍ତୁ,ଏଇ କୁକୁଡାକୁ ଦେଖନ୍ତୁ ଆଉ ତାହାପରେ ସେ  ସେହି କୁକୁଡା ବିଷୟରେ ସାତକାହାଣ କରି…

ଭାଷା ଭାଗବତ : ସରଳ ବନାନ ଧାରା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବିଶ୍ଳେଷିତ ରୂପ ଶଙ୍‌କର ସଂଶ୍ଳେଷିତ ରୂପ ଶଙ୍କର ସାଂକେତିକ ରୂପ ଶଂକର ପ୍ରତି ରୂପରେ ଅନୁସ୍ବାର କେଉଁ ରୂପର ବ୍ୟବହାର କରିବା, ନିଜେ କରୁଁ ସ୍ଥିର ହଳଂତ ଆଉ ଅନୁସ୍ବାର କରଂତି ଲେଖାକୁ ସୁଂଦର ମୁଗ୍‌ଧ ଓ ମୁଗ୍ଧ…

କବିତା : ମତେ ମୋ ପରି

ସାଗରିକା ଦାସ ଅଦୃଶ୍ଯ ମୋ ଇଛାର ପରିଧିରେ ମୋତେ ମୋ ପରି ରହିବାକୁ ଦିଅ , ଯେମିତି ମୁଁ ମୋତେ ବୁଝାଇ ନେଇଛି ଥାପୁଡାଇ ମନକୁ ଫୁସଲେଇ ଦେଇଛି ଯାହା ନଥିଲା ମୋର , ନପାଇବାର ହିଁ ଥିଲା...... ସବୁ ପାଇଲେ ଅବା ଜୀବନ ନଷ୍ଟ ! ତୁମ ଦୁନିଆର ଝାପସା ଆଲୋକ ସଞୁଆ ପବନରେ କିଛି ମହକ…