Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ଗ୍ରଂଥ ହେଲାଣି ବସ୍ତୁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୧ ଲିପିତ୍ୟାଗୀ ହେଲେ ଲେଖକ ରହେନାହିଁ ଭାଷାର ଟେକ ଦୃଶ୍ୟ, ଧ୍ବନି ମାୟାରେ ପଡ଼ି ଅଯଥା ଲିପି ଦେଲେଛାଡ଼ି ଅଦୃଶ୍ୟ ହୋଇବ ଅକ୍ଷର ହେବନାହିଁ ବ୍ୟାପକତର ଏ କାର୍ଯ ନୁହେ ହିତକର ଜାଣି କରୁଛୁଁ ବାରଂବାର କେଜାଣେ କିଏ କ'ଣ ଭାବି…

ଅନୁବାଦ କବିତା : ମୁଁ ଏକା ନୁହେଁ

ମୂଳ ରଚନା : ଗ୍ରାବିଏଲା ମିସ୍ତ୍ରାଲ  ଏଇ ରାତି ପରିତ୍ୟକ୍ତ ପାହାଡ଼ଠୁ ସମୁଦ୍ର ପର୍ଯ୍ୟନ୍ତ, କିନ୍ତୁ ମୁଁ ଯେ ତୁମକୁ ଦୋଳି କରି ଝୁଲାଉଛି, ମୁଁ ଏକା ନୁହେଁ! ଆକାଶ,ସେ ବି ପରିତ୍ୟକ୍ତ କାରଣ ଜହ୍ନ ଯାଇ ସମୁଦ୍ରରେ ପଡ଼ିଛି। କିନ୍ତୁ ମୁଁ, ଯେ ତୁମକୁ ଜାବୁଡ଼ି ଧରିଛି, ମୁଁ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୫୪)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ରାମ , ଲକ୍ଷ୍ମଣଙ୍କୁ ମୂର୍ଚ୍ଛିତ ଦେଖି କ୍ରୋଧରେ ଜର୍ଜରିତ ଜାମ୍ବବାନ ମେଘନାଦକୁ ଯୁଦ୍ଧ ପାଇଁ ଆମନ୍ତ୍ରଣ କଲେ। ମେଘନାଦ, ଜାମ୍ବବାନଙ୍କୁ ତ୍ରିଶୂଳରେ ଆଘାତ କରିବାକୁ ଆସିଲା। ବଳବାନ ଜାମ୍ବବାନ ତା' ହାତରୁ ତ୍ରିଶୂଳ ଛଡ଼ାଇ ନେଇ ତା'…

ଭାଷା ଭାଗବତ : ଭାଷାଂତର, ସ୍ତରାଂତର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୦  ତତ୍‌ସମ ଶବ୍ଦଭରା ଭାଷା ଉପରେ ନ କଲେ ଭରସା କରିପାରିବା ଭାଷାଂତର ଲାଗିବ ଏକାଂତ ନିଜର ଗୋଟେ ଭାଷାର ଦୁଇ ସ୍ତର ମଧ୍ୟରେ ପାତର ଅଂତର କିପରି ହୁଏ ହାନିକର ପ୍ରସଂଗ କରିବା ବିଚାର * ମସ୍ତକ ମଧ୍ୟସ୍ଥିତ ମନ ସଂଚୟ କରେ…

ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ୱନକ୍ଷତ୍ର ଦିବସ ପାଳିତ

ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ୱନକ୍ଷତ୍ର ଦିବସ ପାଳିତ ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ୱନକ୍ଷତ୍ର ଦିବସ ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଉଦ୍‌ଘାଟକ ଭାବେ…

କବିତା : ଶେଷ ଇଚ୍ଛା

ମହମ୍ମଦ ତଫିଜୁଲ ହୋସେନ ଥକି ପଡ଼ି କୋହ ଗୁଡିକ ବାଲିର ଚାଦର ଓଢି କେଉଁ କାଳରୁ ଶୋଇ ପଡିଲେଣି ବାଲିଝଡ଼ ଅସ୍ତବ୍ୟସ୍ତ କରିପାରିନି ଭାବନାର ଶେଷ ଯାତ୍ରାକୁ ମିଳେଇ ଗଲେଣି ଅସ୍ଥି ମଜ୍ଜା ସହ ରାତି ପରେ ରାତି ଅସରନ୍ତି ରାତି ଆକାଶରେ ଚମକୁଥିବା ତାରା ଆଉ ଜହ୍ନର ଶୀତଳତା ମଧ୍ୟ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୫୩)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ମେଘନଦାଙ୍କୁ ବିଜୟର ଟୀକା ପିନ୍ଧାଇ ଦେଇ ତାଙ୍କୁ ସମରଭୂମିକୁ ମେଲାଣି ଦେଇଛନ୍ତି ସୁଲୋଚନା। ସ୍ୱାମୀଙ୍କର ସୁରକ୍ଷା ନିମିତ୍ତ ନିର୍ଜଳ ବ୍ରତ ପୂଜା ରଖିଛନ୍ତି। ନିରନ୍ତର ଵିଷ୍ଣୁଙ୍କର ନାମ ଜପ କରୁଛନ୍ତି। କେବଳ ମନ୍ଦୋଦରୀ ଜାଣନ୍ତି ସେ…

କ୍ରିୟା

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଆମେ ବ୍ୟାକରଣ ବିଷୟରେ ଆଲୋଚନା କରୁଛେ। ଆଜି କ୍ରିୟା କଥା କହିବା। କ୍ରିୟାର ଅର୍ଥ କାମ। ଇଂରାଜୀ ବ୍ୟାକରଣରେ ଏହାକୁ ଭର୍ବ ( verb)କୁହାଯାଏ। ଏହାର ଭୂମିକା ବାକ୍ୟରେ ଓ ବ୍ୟାକରଣରେ ସବୁବେଳେ ଗୁରୁତ୍ୱପୂର୍ଣ୍ଣ । କ୍ରିୟା କଣ ଏହାକୁ ଟିକେ ସରଳ…

ଭାଷା ଭାଗବତ : ଗୋଷ୍ଠୀ କରେନି ସୃଷ୍ଟି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୯ ପାଠକ ପଢ଼ିସାରି ବହି ଦେଲେ ତା ମଥାରେ ଛୁଆଁଇ ସାହିତ୍ୟ ପାଇଲା ସମ୍ମାନ ବଢ଼ିଲା ପାଠକର ଜ୍ଞାନ ଅନ୍ୟତ୍ର ସଭା ଆୟୋଜନ କରି ସେଠାରେ ଗୁଣୀଜନ ମାରିଲେ ସୁଦ୍ଧା କରତାଳି ସମ୍ମାନ ହୁଏନି ସେଭଳି ସ୍ବଭାଷାପ୍ରୀତି ପ୍ରଦର୍ଶନ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୫୨)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ନବ ପ୍ରଭାତର ନଵ କିରଣ ରାମସେନାଙ୍କ ମନରେ ନଵ ଉନ୍ମାଦନା ଭରି ଦେଇଥିଲା। ଦ୍ଵିଗୁଣ ଉତ୍ସାହରେ ସେମାନେ ଯୁଦ୍ଧଭୁମିକୁ ଲମ୍ଫ ଦେଲେ। କୁମ୍ଭକର୍ଣ୍ଣଙ୍କୁ ରଣଭୂମିରେ ଦେଖି ବିଭୀଷଣ ତାଙ୍କ ଚରଣ ସ୍ପର୍ଶ କରି କହିଲେ, "ହେ ଜ୍ୟେଷ୍ଠ…