Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ପଦସ୍ଥ କିଂବା ଦିବଂଗତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୮ ପଦସ୍ଥ କିଂବା ଦିବଂଗତ ଲେଖକ ଏଠି ସମାଦୃତ ଜୀବିତ ହୋଇ ସୃଷ୍ଟିରତ ପ୍ରାୟତଃ ହୁଏ ଉପେକ୍ଷିତ ଏହି ପ୍ରଥାର ଅବସାନ ସତେ ଘଟିବ କେଉଁ ଦିନ କରିହୁଏନି ଅନୁମାନ ଶଂକାପୀଡ଼ିତ ସବୁ ମନ ଯାହା ଭୋଗଂତି ନିଜ ଅଂଗେ ରହଂତିନାହିଁ…

କବିତା : ଯାହା ମୁଁ ଦେଖୁଛି

ଅନସୂୟା ମଲ୍ଲିକ ଯାହା ମୁଁ ଦେଖୁଛି ଏଇ ସମାଜର ଚିତ୍ର, ଅସହାୟ ମାଆ ଟିର ଆକୁଳ ଚିତ୍କାର । କାରୁଣ୍ୟ ଭରା ସେ ହୃଦୟ ଅନ୍ତରୁ, ଉଛୁଳି ପଡ଼ୁଥିବା ଅନ୍ତର୍ଭେଦି ସ୍ୱର । ଯାହା ମୁଁ ଦେଖୁଛି ଏଇ ସମାଜର ଚିତ୍ର, ମୁର୍ଖ ପାଷଣ୍ଡ ପୁଅର ବର୍ବର ଅତ୍ୟାଚାର । ଦିନ ଥିଲା ସେଇ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୫୧)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ସଂଜୀବନୀ ବୁଟିର ପ୍ରଭାବରେ ଲକ୍ଷ୍ମଣ ଆରୋଗ୍ୟ ଲାଭ କରିବା କ୍ଷଣି ରାମଙ୍କ ଶିବିରରେ ରାମ ଓ ଲକ୍ଷ୍ମଣଙ୍କର ଜୟ ଜୟକାରରେ ଲଙ୍କାଭୂମି କମ୍ପି ଉଠିଲା। ଅଶୋକବାଟିକାରେ ଥାଇ ସୀତା ସାମାନ୍ୟ ଅଶ୍ୱସ୍ତା ହେଲେ। ନିକଟରେ ବସିଥିଲେ ସୁଲୋଚନା।…

ଭାଷା ଭାଗବତ : ମୃତାରାଧନା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୭  ମରଣ ଉତ୍ତାରୁ ସ୍ମରଣ କରି ବ୍ୟକ୍ତିର କୀର୍ତିଗାନ ଜଣାଂତି ଏଠି ବିଜ୍ଞଜନ ତତ୍କାଳ ନିଜର ସମ୍ମାନ ' ହେଲା ଅପୂରଣୀୟ କ୍ଷତି ' ପ୍ରାୟତଃ ସଭିଏଁ କହଂତି ପାରଂପରିକ ଏହି ଶୋକ ବ୍ୟକ୍ତ କରଂତି ବହୁ ଲୋକ ବ୍ୟକ୍ତି ନ ମରିବା…

ଲେଖକର ସୃଷ୍ଟି-ସମ୍ଭାର, ମଣିଷର ସାମଜିକ ଜୀବନର ପ୍ରତିଫଳନ : ନନ୍ଦିତା ମହାନ୍ତି

ସମକାଳୀନ ଓଡ଼ିଆ ସାହିତ୍ୟରେ ନନ୍ଦିତା ମହାନ୍ତି ଏକ ସଶ୍ରଦ୍ଧ ଉଚ୍ଚାରଣ । ତାଙ୍କ ଲେଖନୀ ନିଃସୃତ ପ୍ରତିଟି ସୃଜନ ତଥା ଅନୁସୃଜନରେ ବିଭୋର ହୁଅନ୍ତି ପାଠକ। ଭାବ ଓ ଭାଷାର ଚମତ୍କାରିତାକୁ ତାଙ୍କର ପ୍ରତିଟି ରଚନାରେ ଅନୁଭବ କରିହୁଏ ।ଜୀବନ୍ତ ଲାଗେ ପ୍ରତିଟି ଶବ୍ଦ ,ବିଭୋର ହୋଇଯାଏ ମନ ଓ ପ୍ରାଣ ।…

ଭାଷା ଭାଗବତ : ଭାଷା ତ ସ୍ବଭାବେ ସୀମିତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୬ ମାପନୀୟ ଓ ଗଣନୀୟ ହେଲେ ଘଟଇ ବୃଦ୍ଧି, କ୍ଷୟ ତଥ୍ଯ, ସୂଚନା ହୁଏ ମାପି ଜ୍ଞାନ ଓ ଭାବ ସର୍ବବ୍ୟାପୀ ପୃଷ୍ଠାରେ ଶବ୍ଦ, ବର୍ଣ ଗଣି ଆକାର ପାରୁଁ ସିନା ଜାଣି ତହିଁରେ ନିହିତ ଭାବାର୍ଥ ବୁଝିବା ପାଇଁ ଅସମର୍ଥ ସ୍ଥୂଳ ଶରୀର,…

ଧାରାବାହିକ ଉପନ୍ୟାସ : ସୁଲୋଚନା (୫୦)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ନନ୍ଦିଗ୍ରାମରେ ଖୋଲା ଆକାଶ ତଳେ ଅସ୍ଥିର ଭାବରେ ପଦଚାରଣ କରୁଥାନ୍ତି ଭରତ। କେତେ ବର୍ଷ ବିତିଗଲାଣି, ଜ୍ୟେଷ୍ଠଭ୍ରାତା ଶ୍ରୀରାମ, ଅନୁଜ ଲକ୍ଷ୍ମଣ ଓ ସୀତା ମାତାଙ୍କର କୌଣସି ଖବର ପାଇ ପାରିନାହାଁନ୍ତି। ସେ ଘୋଷଣା କରି ସାରିଛନ୍ତି…

କବିତା : ବର୍ଷା ଗୋ ତୁମେ

ମାନଗୋବିନ୍ଦ ବାରିକ୍ ବର୍ଷାଗୋ ତୁମେ ବୈଶାଖୀ ଆଖିରେ ଅନ୍ତରଙ୍ଗ-ଅନୁବନ୍ଧ, ବର୍ଷାଗୋ ତୁମେ ଜ୍ୟେଷ୍ଠ-ଡହକରେ ସୁଶୀତଳ ପ୍ରୀତି-ଛନ୍ଦ। ବର୍ଷାଗୋ ତୁମେ ଆଦ୍ୟ-ଆଷାଢ଼ରେ ମେଘ-ମହ୍ଲାରର ରାସ , ବର୍ଷାଗୋ ତୁମେ ଶ୍ରାବଣୀ ଓଠରେ ଚାନ୍ଦିନୀ-ପଖଳା ହସ। ବର୍ଷାଗୋ ତୁମେ ଭୋଦୁଅ ସଞ୍ଜର…

ଅନୁବାଦ ଗଳ୍ପ : ଝରା ପତ୍ରର ଝଙ୍କାର

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୩ ମୂଳ ଉର୍ଦ୍ଦୁ: କୁର୍ତ୍ତୁଲ ଆଏନ ହାଇଦର ଆଜି ସକାଳେ ମୁଁ ଆମ ଘର ପଛପଟ ଦରଜା ପାଖରେ ଠିଆହୋଇ ପରିବାବାଲାଠାରୁ ଫୁଲକୋବି କିଣିଲାବେଳେ ଦର ଛିଣ୍ଡଉଥିଲି । ଉପର ମହଲାରେ ରୋଷେଇଘରେ ଷ୍ଟୋଭରେ ଭାତ ଓ ଡାଲି ବସିଥିଲା । ଚାକର ପିଲାଟା…

ଭାଷା ଭାଗବତ : ତ୍ର, ତଂତ୍ର, ଯଂତ୍ର ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୫  ମଂତ୍ରରୁ ପରିଶୁଦ୍ଧ ଜ୍ଞାନ ତଂତ୍ରରୁ ଜ୍ଞାନ ସଂଚାଳନ ଯଂତ୍ରରୁ ଦକ୍ଷତା ବର୍ଧନ ଭାଷାରେ ସବୁ ବିଦ୍ୟମାନ ଭାଷାର ସୁପରିଚାଳନା ସହିତ ନୂତନ ଭାବନା ମିଶିଲେ ହୁଏ ହିତକର ଉନ୍ନତ ହୁଏ ଏ ସଂସାର ଧ୍ବନି ଓ ଲିପି ମାଧ୍ୟମରେ…