Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ସୁଲୋଚନା (୪୩)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ବୀର ହନୁମାନ ସେତେବେଳେ ମେଘନାଦ ସହ ପଶ୍ଚିମ ଦ୍ୱାରରେ ଯୁଦ୍ଧ କରୁଥାଆନ୍ତି। ପ୍ରାଚୀର ଦରଜା ଏତେ ମଜବୁତ ଥିଲା ଯେ ତାକୁ ଭାଙ୍ଗିବା କଷ୍ଟକର ହୋଇ ପଡୁଥିଲା। ଏପଟେ ବାନରସେନାଙ୍କର ଭୟାର୍ତ୍ତ ଚିତ୍କାର ଶୁଣି କ୍ରୋଧିତ ହନୁମାନ ହସ୍ତରେ ଏକ…

ଭାଷା ଭାଗବତ : ଭାଷା ଅବିନାଶୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୯ ଅତୀତ ଆଉ ବର୍ତମାନ ଭାଷାରେ ହୋଇଲେ ବିଲୀନ ସାହିତ୍ଯ ସାଗରେ ତରଂଗ ଦେଖାଏ ନିତି ନୂଆ ରଂଗ କାଳ ଓ ସ୍ଥଳର ବୃତ୍ତାଂତ ନୁହଇ ଚିରଂତନ ସତ ଯାହା ବି ଅଟେ ତତ୍କାଳୀନ ସେହି କାଳରେ ହୁଏ ଲୀନ ବ୍ୟକ୍ତି, ଅଂଚଳ ଘେନି ଭାଷା ହେଲେ…

ଅନୁବାଦ ଗଳ୍ପ : ପାକିସ୍ତାନୀ ଅତିଥି

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୨ ମୂଳ ହିନ୍ଦୀ: ରାମକୁମାର  ଅଗଣାସାରା ସୂର୍ଯ୍ୟକିରଣ ବିଛେଇ ହୋଇପଡ଼ିଥିଲା ଓ ସେଠାରେ ମୁନ୍ନୀ ଓ ମୀଶା ଦୁହେଁ ଖେଳୁଥିଲେ । ସରସ୍ୱତୀ ତରତର ହୋଇ କୁଣ୍ଡେ ଗରମପାଣି, ଖଣ୍ଡେ ଟାୱଲ, ସାବୁନ ଓ ଦି’ଖଣ୍ଡ ପ୍ୟାଣ୍ଟ ସାର୍ଟ ଧରି ସେମାନଙ୍କୁ…

ପଣ୍ଡିତ ଆର୍ତ୍ତତ୍ରାଣ ଦାଶଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଭୁବନେଶ୍ୱର : ଶିଶୁକିଶୋର ପତ୍ରିକା ସରଗଶଶୀ ପକ୍ଷରୁ କର୍ମକାଣ୍ଡ ସୁଧାକର ତଥା ପାଲାଗାୟକ ପଣ୍ଡିତ ଆର୍ତ୍ତତ୍ରାଣ ଦାଶଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପିପିଲିଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ଗାୟକ ମୃଗନାଭି ରବୀନ୍ଦ୍ର ପ୍ରଧାନ, ଗାୟକ ଭାସ୍କର ଦୁର୍ଯ୍ୟୋଧନ ନାୟକ, ବିଶିଷ୍ଟ …

ନରେନ୍ଦ୍ରନାଥ ମିଶ୍ର ସ୍ମୃତି ସନ୍ଧ୍ୟା ଆୟୋଜିତ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ନରେନ୍ଦ୍ରନାଥ ମିଶ୍ରଙ୍କ ଷଷ୍ଠ ପୁଣ୍ୟତିଥି ଅବସରରେ ଆଭାସୀ ମାଧ୍ୟମରେ 'ନରେନ୍ଦ୍ର ନାଥ ସ୍ମୃତି ସନ୍ଧ୍ୟା' ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବସନ୍ତ କୁମାର ପଣ୍ଡା, ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହୃଷୀକେଶ ମଲ୍ଲିକ, ଫକୀରମୋହନ…

ଭାଷା ଭାଗବତ : ସାର୍ଥକ ଜୀବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୮  ତୁଂଡରୁ ଶୁଭୁ ଶୁଦ୍ଧ ସତ୍ୟ ଚିତ୍ତରେ ଥାଉ ଆନୁଗତ୍ୟ ହୃଦୟେ ପୂରିଥାଉ ପ୍ରୀତି ମତିରେ ରହୁ ସ୍ଥିର ସ୍ଥିତି ହାତ ବି କରୁଥାଉ ଦାନ କାନ ନ ଶୁଣୁ ବିଜ୍ଞାପନ ଆଖି ଆଗରେ ରହୁ ଲକ୍ଷ୍ୟ କେ ନୋହୁଁ କାହାର ବିପକ୍ଷ କରିଲେ ଏ ସବୁ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୪୨)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଶ୍ରୀରାମ ଓ ରାବଣ ମଧ୍ୟରେ ଯୁଦ୍ଧର ଅୟମାରମ୍ଭ ହୋଇସାରିଥିଲା। କୈଳାଶପତିଙ୍କୁ ଦେବୀ ପାର୍ବତୀ ପଚାରିଲେ, " ପ୍ରଭୁ ! ସମସ୍ତ ଦେବତାଗଣ ଅତ୍ୟନ୍ତ ଉତ୍ସୁକତାର ସହ ଏହି ଦିନଟିର ଅପେକ୍ଷା କରିଛନ୍ତି। କୈଳାଶପତିଙ୍କୁ ଦେବୀ ପାର୍ବତୀ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୪୧)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଅତ୍ୟନ୍ତ ବିନୟ ସହକାରେ ସେ ରାବଣକୁ କହିଲେ , " ହେ ଉତ୍ତମ କୁଳଜ , ପୁଲସ୍ତ୍ୟ ଋଷିଙ୍କର ପୌତ୍ର ,ଵିଶ୍ରବାନନ୍ଦନ ଲଙ୍କେଶ୍ୱର ରାବଣ ! ମୋହବଶତଃ ଜଗତଜନନୀ ସୀତାଙ୍କୁ ତୁମେ ହରଣ କରି ନେଇ ଆସିଛ। ତାଙ୍କୁ ଫେରାଇ ଦିଆ। ପରମ କୃପାଳୁ…

ଭାଷା ଭାଗବତ : ସ୍ବହସ୍ତେ ସ୍ବଭାଷା ଟେକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୭ ଲଢ଼ିବାକୁ ପୋଷୁଁ ସାହସ ମୁହଁରେ ଚହଟାଉଁ ହସ ହସ କରେନାହିଁ ନିରାଶ କରିବା ଏ କଥା ବିଶ୍ବାସ ଆଶା ଥିଲେ, ଥାଏ ପ୍ରୟାସ ଆସ୍ଥା ଥିଲେ, ଥାଏ ବିଶ୍ବାସ କାର୍ଯସାଧନ ଅନାୟାସ କରଇ ଆପଣା ସାହସ ହୋଇଲେ ସଂସ୍କାର ବିମୁଖ…

କବିତା : ଲହର

ମାନସ ରଞ୍ଜନ ମହାପାତ୍ର ତାରାର ଆକାଶ ନୁହେଁ ଦିଅ ଗୋଟେ ମାଟିର ଆକାଶ ପବନର ଶ୍ଵାସ ନୁହେଁ ଦିଅ ମୁଠେ ଫୁଲର ବିଶ୍ଵାସ ସମୁଦ୍ରରେ ଭେଳା ବାନ୍ଧି ଦିଗବିଜୟର ସ୍ଵପ୍ନ ସରିଯିବା ଆରମ୍ଭୁ ଏଇଠୁ ନାବିକର ଫେରନ୍ତା ସଙ୍ଗୀତ ପର୍ବତର ପାଦତଳେ ଠିଆ ହୋଇ ଆକାଶ ଆରୋହିବାର ବିନୀତ ଆବେଗ…