Latest Odisha News

BREAKING NEWS

Browsing Category

ସାହିତ୍ୟ

ସ୍ୱଳ୍ପ ଗଳ୍ପ : ହାମଲେଟର ପ୍ରେତ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୨୨ ସେମାନଙ୍କୁ କୁହାଯାଉଥିଲା "ଶେକସପିଅରର୍ସ ବୟଜ୍"। ସେମାନଙ୍କର କାମ କହିଲେ କେବଳ ଏତିକି । ଭିତରେ ପ୍ରେକ୍ଷାଳୟରେ ଯେଉଁ ଅଭିନେତାମାନେ ରିହର୍ସାଲ୍ ବା ଅଭିନୟ କରିବାକୁ ଯାଆନ୍ତି ସେମାନଙ୍କୁ ସେଇଠି ସେଇଥିପାଇଁ ଅନେକ ସମୟ…

ଭାଷା ଭାଗବତ : ଶିଶୁଂକୁ ଲୋଡ଼ା ବେଶି ଧ୍ୟାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୨୫  ଶିଶୁର ଦେହେ ନାହିଁ ବଳ ଗଚ୍ଛିତ ନ ଥାଏ ସଂବଳ କିଂତୁ ମନରେ କୌତୂହଳ ଥିବାରୁ ହୁଏ ସେ ଚଂଚଳ ତାହାକୁ କଲେ ଅବହେଳା ବୁଡ଼ିବ ପରିବାର ଭେଳା ବଡ଼ମାନଂକ ମନୋଭାବ ପକାଏ ପ୍ରବଳ ପ୍ରଭାବ ଶିଶୁଂକୁ ନ ଭାବିଲେ ସାନ କରେ ସେ ଆପେ…

ପ୍ରଭାତ ମହାନ୍ତିଙ୍କ ନାଟକ ‘ପାପ ପୃଥିବୀ’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ନାଟ୍ୟକାର ପ୍ରଭାତ ମହାନ୍ତିଙ୍କ ନାଟକ 'ପାପ ପୃଥିବୀ' ଏକ ହୋଟେଲରେ ଉନ୍ମୋଚିତ ହୋଇଯାଇଛି । ଏହି ଉନ୍ମୋଚନ ପର୍ବରେ ସଂଗ୍ରାମ କେଶରୀ ମହାପାତ୍ର , ଶ୍ରଦ୍ଧାଞ୍ଜଳି ପଟ୍ଟନାୟକ, ରାଜଶ୍ରୀ ମଲ୍ଲିକ ଏବଂ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ । ନାଟକ…

ସୁଷମା ପରିଜାଙ୍କ ‘ଗୋଟିଏ ଶୀତ ରାତିର ସ୍କେଚ୍’ ଉନ୍ମୋଚିତ

ଭୁବନେଶ୍ୱର : ସାହିତ୍ୟ ସଂସଦ ବିନ୍ଦୁ ସାହିତ୍ୟ ସମାଜର ବାର୍ଷିକ ଉତ୍ସବ ସ୍ଥାନୀୟ ରେଡ୍ କ୍ରସ୍ ଭବନଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ଗାଳ୍ପିକା ସୁଷମା ପରିଜାଙ୍କର ' ଗୋଟିଏ ଶୀତ ରାତିର ସ୍କେଚ୍ ' ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ନିତ୍ୟାନନ୍ଦ ମିଶ୍ର, ସାହିତ୍ୟିକ ପ୍ରସନ୍ନ…

ଭାଷା ଭାଗବତ : ଲୋକମତି, ସର୍ବୋନ୍ନତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୨୪  ପୁରୁଣା ଔଷଧ ସେବନ ତତ୍କାଳ ନେଇଯାଏ ପ୍ରାଣ ଏହା ତ ନୁହଇ ଅଜଣା ତେବେ ବି ଲୋକେ ବାଟବଣା ଅକାମୀ ଦ୍ରବ୍ୟଭରା ଘର କେବେ ତ ଦିଶେନି ସୁଂଦର ତେବେ ବି ରଖିଛୁଁ ସଜାଡ଼ି କିଛି ବି ପାରୁନୁ ଫୋପାଡ଼ି ଆମର ଘର ଆଉ ମନ ଅଲୋଡ଼ା…

‘ବିଶ୍ୱରଞ୍ଜନଙ୍କ ଚିଠି’ ଉତ୍ସବ ଆୟୋଜିତ

ଭୁବନେଶ୍ୱର : ଲକ୍ଷ୍ମୀ କ୍ରିଏଟିଭ ସେଣ୍ଟର ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ 'ବିଶ୍ୱରଞ୍ଜନଙ୍କ ଚିଠି' ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ଭାଷାବିତ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ 'ଚିଠି ଚିନ୍ମୟ' ଏବଂ ସହିତ୍ୟିକା ନିରୂପମା ଆଚାର୍ଯ୍ୟଙ୍କୁ 'ଚିଠି ଚିନ୍ମୟୀ' ଭାବରେ…

କବିତା : ମୋକ୍ଷ

ସୁବ୍ରତ ଜେନା  ଯେତେ ଯେତେ ଲୁହ ଲହୁ ଢାଳି, ଦିଅଁ ପୂଜିବାର ଏକି ପ୍ରସାଦ ! ଜୀବନ ତମାମ ମାନସିକ ଓ ଏକବ୍ରତୀ ବ୍ରତ ନିଷ୍ଠାର, କେବେପୁଣି ନିରଟା ନିଶ୍ଚଳା ଉପବାସ, ନିଜ ଲାଗି ନୁହଁମ ! ନିଜର ନିଜରଙ୍କ ଲାଗି, ଖାଲି ଟିକେ ସୁଖ ଓ ସମୃଦ୍ଧି ଆଉବା କଣ ? ନା ଜୀବନର ଶେଷେ ମୋକ୍ଷ…

ପୁସ୍ତକର ପ୍ରକୃତ ମୂଲ୍ୟାୟନ ପାଠକଙ୍କ ହାତରେ : ରାଜ କିଶୋର ଦାସ

ଲେଖକ ହୁଅନ୍ତୁ ବା କବି ଅବା ଆଲୋଚକ, ଯେକୌଣସି ପୁସ୍ତକ ପ୍ରକାଶନ ପଛରେ ପ୍ରକାଶକଙ୍କର ସବୁଠାରୁ ବଡ଼ ଦାୟିତ୍ୱ ରହିଥାଏ। ପ୍ରକାଶକ ହିଁ ପୁସ୍ତକ ଆଉ ଲେଖକର ମଧ୍ୟରେ ଯୋଗସୂତ୍ରର ଦାୟିତ୍ୱ ନିର୍ବାହ କରିଥାନ୍ତି। ତେବେ ପ୍ରକାଶକ ଯଦି ଜଣେ ଲେଖକ ହୋଇଥାନ୍ତି ତେବେ ତାହା ମଣିକାଞ୍ଚନର ସଂଯୋଗ ବୋଲି…

ସେମାନଙ୍କ ପାଇଁ, ଯେଉଁମାନେ ପଢ଼ନ୍ତି ନାହିଁ

ମୂଳ ଇଂରାଜୀ : ସତ୍ୟା ଶରଣ  ଆମେ କିଛି ମହଲରେ ଚର୍ଚ୍ଚା ହେବାର ଶୁଣୁ ଯେ ଆଜିକାଲି ବହି ପଢିବାର ଅଭ୍ଯାସ କମିଆସିଲାଣି। ଆମେମାନେ ହୁଏତ ବର୍ଷ ବର୍ଷ ଧରି ଅସରନ୍ତି ବହି ପଢି ଆସିଛେ; କିନ୍ତୁ ଆମ ପିଲାମାନେ ସେହି ଧାରାର ନୁହନ୍ତି। ଦିନ ଆସିବ, ଯେତେବେଳେ ସେମାନଙ୍କ ନିଜ ପିଲାମାନେ ବି ବଡ଼…

ଭାଷା ଭାଗବତ : ଅତୀତ ପାଇଁ ଅତ୍ୟାସକ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୨୩  ଅତୀତ ଏବେ ଲୋକସ୍ମୃତି ତା ପ୍ରତି ଆମ ଅତ୍ୟାସକ୍ତି କଲେ ହେଁ ଅବିରତ କ୍ଷତି ଜ୍ଞାନୀଏ ଜାଣି ନ ପାରଂତି କିଂବା ହୁଏତ ବୁଝି, ଜାଣି କହଂତି ଜଣାକଥା ପୁଣି ଏ କାମ ଅତ୍ୟଂତ ସହଜ ଖଟେନି କାହାର ମଗଜ ବୃତ୍ତ ପଥରେ ବୁଲି, ଘୂରି…