Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ତୁ ସେଇ ସଜ ସ୍ବପ୍ନ

ସୁବ୍ରତ ଜେନା  ତୁ ସେଇ ସଜ ସ୍ବପ୍ନ, ତତେ ବାରମ୍ବାର ଦେଖିଲା ପରେ ଲାଗୁ ନୂଆ, କେମିତିକା ସେ ପୁଲକ, ପ୍ରତି ରାତିର କୋଳରେ ଆସି ଦେଉ ତୋ ଛୁଆଁ, ହସି ହସାଉ କାନ୍ଦି କନ୍ଦାଉ, ଜା ତୁ ସେମିତିକା... ଗୋଟେ ଅବୁଝା ଚିତ୍ରକରର ଚିତ୍ର, ସତେ ଯେମିତି ଖାଲି ତୁ , ଗୋଟେ ଜଟିଳ ଗଣିତର ଜଟିଳ…

ଗଗନେନ୍ଦ୍ର ନାଥ ଦାଶଙ୍କ ‘ଓଡ଼ିଶାର ସାହିତ୍ୟ ଓ ସଂସ୍କୃତି’ ପୁସ୍ତକ ପ୍ରକାଶିତ

ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନ ସଂସ୍ଥା ଫ୍ରେଣ୍ଡସ୍ ପବ୍ଲିଶର୍ସ, କଟକ ପକ୍ଷରୁ ସାହିତ୍ୟ ସମାଲୋଚକ ଓ ଭାଷାବିଜ୍ଞାନୀ ପ୍ରଫେସର ଗଗନେନ୍ଦ୍ର ନାଥ ଦାଶଙ୍କ ସମାଲୋଚନାମୂଳକ ପୁସ୍ତକ 'ଓଡ଼ିଶାର ସାହିତ୍ୟ ଓ ସଂସ୍କୃତି : ବୀକ୍ଷା ଓ ସମୀକ୍ଷା' ପୁସ୍ତକ ପ୍ରକାଶ ପାଇଛି । ଓଡ଼ିଆ ଅସ୍ମିତା ବିଚାର,…

ଅନୁବାଦ କବିତା : ସ୍ୱପ୍ନ

ମୂଳ ରଚନା : ଫ୍ରେଡେରିକା ଗାର୍ସିଆ ଲୋରକା ମୁଁ ଏକ ବୋଦା ଉପରେ ସବାର ହୋଇଥିଲି । ମୋ ଜେଜେ ମତେ କହିଲେ "ସେଇଟା ହିଁ ତୋ ଭବିଷ୍ୟତର ପଥ।" ଭିକାରୀ ପରି ବେଶରେ ଥିବା ମୋର ଛାୟା କହିଲା "ହଁ ଠିକ କଥା ।" ମୋର ପୋଷାକ ମାନେ କହିଲେ , "ଏ ରାସ୍ତା ପରା ସୁନାରେ ଛାଇ ହୋଇଛି…

ଧାରାବାହିକ ଉପନ୍ୟାସ : ଚୋରାବାଲି (୬୮)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୬୮  ଆଜି ବୈଭବ ୱାସ୍‌ରୁମ୍‌ରେ ଥିଲା ବେଳେ ତାଙ୍କ ଫୋନ ରିଙ୍ଗ୍‌ ହେଲା । ହୋଉ । ସେ ଆସିଲେ ରିସିଭ୍ କରିବେ । ପୁଣି ରିଙ୍ଗ୍ । କଣ୍ଟିନ୍ୟୁସଲି କିଏ ଫୋନ୍ କରୁଛି । ଯଦି ଜଣେ ରିସିଭ୍ କରୁନାହିଁ ତ ସେ…

ଭାଷା ଭାଗବତ : ପ୍ରାଚୀନ, ନୂତନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୫ ଭାଷାରେ ଯାହା ବି ପ୍ରାଚୀନ ସେ ସବୁ କରିବା ବର୍ଜନ ... ଏ ମତ ନୁହେ ଗ୍ରହଣୀୟ ସମନ୍ବୟ ହିଁ ସ୍ପୃହଣୀୟ ଯାହା ବି ଦେଇଛି ପ୍ରାଚୀନ ତହିଁରେ ନୂଆ ସଂଯୋଜନ ଅଥବା କିଛି ସଂଶୋଧନ କରିବା ଭାଷାଭାଷୀଗଣ ଦ୍ବିମୁଖୀ…

ଅସିତ ମହାନ୍ତିଙ୍କୁ ପଣ୍ଡିତ ନୀଳମଣି ସ୍ମୃତି ସମ୍ମାନ ପ୍ରଦାନ

ଭୁବନେଶ୍ୱର : ପ୍ରଖ୍ୟାତ ଲେଖକ, ଅନୁବାଦକ ତଥା ପୋଥିନାଥ ଭାବେ ପରିଚିତ ପଣ୍ଡିତ ନୀଳମଣି ମିଶ୍ରଙ୍କ ୯୩ ତମ ଜୟନ୍ତୀ କେଦାରନାଥ ଗବେଷଣା ପ୍ରତିଷ୍ଠାନ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ଅନୁବାଦକ ଅସିତ ମହାନ୍ତିଙ୍କୁ 'ପଣ୍ଡିତ ନୀଳମଣି ସ୍ମୃତି ସମ୍ମାନ' ପ୍ରଦାନ କରାଯାଇଥିଲା।…

ପରଲୋକରେ ସାହିତ୍ୟିକ ଅବଦୁଲ ଓସିଦ ଖାଁ

ବାଲିପାଟଣା : ବରିଷ୍ଠ ସାହିତ୍ୟିକ , କବି, ସମ୍ଭକାର , ସମାଲୋଚକ ତଥା ଜଗନ୍ନାଥ ସଂସ୍କୃତିର ଗବେଷକ ଅବଦୁଲ ଓସିଦ ଖାଁଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ଗତ ଦୁଇଦିନ ତଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।…

ବ୍ୟଙ୍ଗ : ହାପି ସଣ୍ଡେ

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ବିଭାଗ ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ବିଭାଗ  ଆଜିକାଲି ହ୍ଵାଟ୍ସଆପରେ 'ସୁଖୀ ରବିବାର'ର ଶୁଭକାମନା ସବୁ ଶୁଭସକାଳ ସହିତ ଆସିବା ଆରମ୍ଭ ହେଲାଣି । କେବଳ ଜଣେ ସଂସାରୀ ଜାଣିପାରିବ ଏହି ରବିବାରିଆ ଖୁସିଟା କେତେ ପ୍ରଭାବୀ । ସପ୍ତାହ ଯାକର କାମ ଏହି ଦିନକୁ…

ଆଧୁନିକତାର କାବ୍ୟ ପରମ୍ପରା ଓ କବି ଭୋଇ

ପଞ୍ଚାନନ ମିଶ୍ରଙ୍କ ସ୍ୱତନ୍ତ୍ର ପ୍ରବନ୍ଧ ‘ ପଞ୍ଚମ ଭାଗ’ କବି ଭୀମ ଭୋଇଙ୍କର ମୌଳିକତା ସମ୍ପର୍କରେ ଯୁକ୍ତି କଲାବେଳେ ହର ପ୍ରସାଦ ଉଲ୍ଲେଖ କରନ୍ତି କେତେ ମାତ୍ରାରେ ଆଧୁନିକତାର କାବ୍ୟ ପରମ୍ପରା ସହ ଭୀମ ଭୋଇ ସମ୍ପର୍କିତ । ଏ ପ୍ରସଙ୍ଗରେ ଆଲୋଚନା କଲା ବେଳେ ସେ କବିବର ରାଧାନାଥ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୬୭ )

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୬୭  ଚିତ୍ର ଭିତରେ ଆରାଧ୍ୟା ଜୀବନ ଦେଖେ । ଅନୁଭବ କରେ । ଭୋଗେ । ବୈଭବଙ୍କୁ ବୁଝେଇ ପାରେନା ତା'ର ମାନେ କ'ଣ, ବା ବୁଝେଇବା ଆଉ ଜରୁରୀ ଭବେନା । କୁମାର କିନ୍ତୁ ସେ ବାବଦରେ ଟିକେ ଅଲଗା । ସେ ଦିନ ଫେରିବା ବେଳେ,…