Latest Odisha News

BREAKING NEWS

Browsing Category

ସାହିତ୍ୟ

ଶ୍ରୀଜଗନ୍ନାଥ ଗବେଷଣା ଓ ଗବେଷକ ଜାତୀୟ ଆଲୋଚନା ଚକ୍ର

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ , ନୀଳାଦ୍ରି ଟ୍ରଷ୍ଟ ଓ ପୂର୍ଣ୍ଣଚନ୍ଦ୍ର ମିଶ୍ର ଫାଉଣ୍ଡେଶନର ମିଳିତ ପ୍ରୟାସରେ ଶ୍ରୀଜଗନ୍ନାଥ ଗବେଷଣା ଓ ଗବେଷକ ସମ୍ପର୍କୀୟ ଏକ ଆଲୋଚନା ଚକ୍ର ଉତ୍କଳ ବିଶ୍ୱ ବିଦ୍ୟାଳୟର ସ୍ନାତକୋତ୍ତର କାଉନସିଲ ହଲରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା…

ଧାରାବାହିକ ଉପନ୍ୟାସ : ଚୋରାବାଲି (୫୧)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୫୧  ଅସୁସ୍ଥତାରେ ଏଇମିତି ତା’ ହାତକୁ ବାରବାର୍ ମୁଠେଇ ଧରିଥିଲା ଆରାଧ୍ୟା । ସେଇ ଶିହରଣ । ସେଇ କମ୍ପନ । ସେଇ ଅନୁଭବ । କ'ଣ କରିବ ସେ? ଗାଁ ମୁଣ୍ଡ ବନଦେବୀ ମନ୍ଦିରରୁ ସନ୍ଧ୍ୟା ଆଳିତୀ ,ଘଣ୍ଟ ଘଣ୍ଟା…

କବିତା : ପ୍ରତିଦ୍ୱନ୍ଦୀ

ଦେବାଶିଷ ଦାଶ ମୁଁ ପ୍ରତିଥର ମୋର ଚରମ ବ୍ୟାପକତାକୁ ଛୁଇଁ ପାରିଥିବାର ବିଜୟୋଲ୍ଲାସ ସହ ତୁମଠୁ ହିଁ ଫେରୁଥିବାର ଅନୁଭବ ପ୍ରାୟ ସମସାମୟିକ । ତମେ ମୋର ଚିର ପ୍ରତିଦ୍ୱନ୍ଦୀ, ପଛେଇ ଯିବାର ଭୟରେ ମୋତେ ଆକ୍ରାନ୍ତ କରି ନୟାନ୍ତ କରୁଛ । ତମଠୁ ସ୍ବପ୍ନ ହରିନେଇ ରାତ୍ରୀଚର ହେଲି ,…

ଲୋକାର୍ପଣ ହେଲା ସାହିତ୍ୟ ମଞ୍ଚ ଲେଖନୀ ସ୍ଵର

ବାଙ୍ଗାଲୋର: ସାହିତ୍ୟ ମଞ୍ଚ ଲେଖନୀ ସ୍ଵର (ସୃଜନର ନବ ଦିଗନ୍ତ) ର ଶୁଭ ଲୋକାର୍ପଣ ଉତ୍ସବ ବାଙ୍ଗାଲୋରରୁ ଆଭାସି ମଞ୍ଚ ଦ୍ବାରା ରବିବାର ଏହାର ପ୍ରତିଷ୍ଠାତ୍ରୀ ତପସ୍ୱିନୀ ଦାଶ ଷଢ଼ଙ୍ଗୀ ଏବଂ ସମସ୍ତ କର୍ମକର୍ତ୍ତାଙ୍କ ପ୍ରଚେଷ୍ଟାରେ ଉଦଘାଟିତ ହୋଇଯାଇଛି । ମୂଖ୍ୟ ଅତିଥି ରୂପେ ସାହିତ୍ୟିକା ଡଃ…

ଓଡ଼ିଆ ସାହିତ୍ୟରେ କବିତାର ପ୍ରଭାବ ସୁଦୂରପ୍ରସାରୀ : ରଜୀତ୍ ଦାସ

ଓଡ଼ିଆ ସାହିତ୍ୟ ଜଗତର ଜଣେ ପ୍ରବୀଣ ଶିଳ୍ପୀ ରଜୀତ୍ ଦାସ। ତାଙ୍କର ପ୍ରତ୍ୟେକ ସୃଷ୍ଟିରେ ଥାଏ ଜୀବନ ଦର୍ଶନର ନିଖୁଣ ଛାପ । ଲେଖନୀ ଚାଳନାରେ ସେ ଫୁଟେଇ ପାରନ୍ତି ଜୀବନ୍ତ ବୃତ୍ତାନ୍ତ । ତାଙ୍କ ସାଧନାର କ୍ଷେତ୍ର ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ । ସେଇ ଗାଁକୁ ନେଇଯା, ଶ୍ଵେତପଦ୍ମା, ପିଲାବେଳ…

 ଭାଷା ଭାଗବତ : ଜଟିଳ ଲିଖନ ପ୍ରୀତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୬୭  ଜଟିଳ ଲିଖନ ରକ୍ଷଣ ସକାଶେ ଲିପି ପ୍ରଚଳନ ହୋଇଛି ଭାଷାରେ ସ୍ଥଗିତ ବୁଝଂତୁ ସୁଜ୍ଞାନୀ ପଂଡିତ ଚଳୁଛୁଁ କଥାବାର୍ତା କରି ଲେଖିବା ପାଇଁ ଥାଉଁ ଡରି କାଳେ କି ହୋଇଯିବ ତ୍ରୁଟି ଏ ଚିଂତା ମନ ଦିଏ ଘାଂଟି ଆମ ଭାଷାର ବର୍ଣମାଳା…

ଧାରାବାହିକ ଉପନ୍ୟାସ : ଚୋରାବାଲି (୫୦)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୫୦  ଆଗକୁ ଝୁଙ୍କି ପଡ଼ିଲା ଆରାଧ୍ୟା । ତାଙ୍କ ଶବ୍ଦଟା ଛୋଟ ଘୂର୍ଣ୍ଣିଝଡ଼ଟେ ସୃଷ୍ଟି କରି ନାକ ବାଟଦେଇ ବୋହିଗଲା । ଏ କ’ଣ କହୁଛନ୍ତି । ଏହା କିପରି ସମ୍ଭବ! କାଇଁ, ଅସୁବିଧା କୋଉଠି? ନାଁ ଧରି କେମିତି ଡାକିବି?…

କବିତା : ପାଗଳ ଗାରଦ

ମାନସ ରଞ୍ଜନ ମହାପାତ୍ର ଏଠି କେହି ରହୁନାହାନ୍ତି ଏବେ ସାରା କୋଠାରେ ବଖରା ପଡ଼ିଛି ସବୁ ଖାଲି କିଛି ପ୍ରଚାରପତ୍ର, କିଛି ମୁଖା କିଛି ବୋମା, କିଛି ଭାଷଣ ଫୁଲ, ନଈ, ଆକାଶ, ମେଘ-କିଛି କଙ୍କାଳ ଚିତ୍ର ବିଚିତ୍ର ଚିତ୍ର ଚରିତ୍ର ତତଲା ପବନ, କେତେ ଡହଳ ବିକଳ ସବୁ ଦିନ ! ଆସିବ?…

ପାଣ୍ଡବ ବେହେରାଙ୍କ ଇଂରାଜୀ ପୁସ୍ତକ ‘ଜର୍ଣ୍ଣିଇଙ୍ଗ ଇନ୍ ଏ ଗ୍ରୀନ ଫ୍ଲାଇଟ’ ଉନ୍ମୋଚିତ

ଭୁବନେଶ୍ୱର : ଶିକ୍ଷାସନ୍ଧାନ ଆନୁକୂଲ୍ୟରେ ଅବସର ପ୍ରାପ୍ତ ଅତିରିକ୍ତ ଅଧ୍ୟକ୍ଷ ପାଣ୍ଡବ ବେହେରାଙ୍କ ଇଂରାଜୀ ପୁସ୍ତକ 'ଜର୍ଣ୍ଣିଇଙ୍ଗ ଇନ୍ ଏ ଗ୍ରୀନ ଫ୍ଲାଇଟ' ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଉନ୍ମୋଚିତ ହୋଇଯାଇଛି। ସରୋଜ ମିଶ୍ରଙ୍କ ପ୍ରାରମ୍ଭିକ ସୂଚନାରୁ ଆରମ୍ଭ ହୋଇଥିବା ଏହି…

ନାଟ୍ୟକାର ବ୍ୟୋମକେଶ ତ୍ରିପାଠୀଙ୍କ ତୈଳଚିତ୍ର ଉନ୍ମୋଚିତ

କଟକ : ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ କଟକସ୍ଥିତ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ ବିଶିଷ୍ଟ ନାଟ୍ୟକାର ତଥା କଥାକାର ବ୍ୟୋମକେଶ ତ୍ରିପାଠୀଙ୍କ ତୈଳଚିତ୍ର ଉନ୍ମୋଚିତ ହୋଇଯାଇଛି । ଏହି ଉତ୍ସବରେ ବିଶିଷ୍ଟ ନାଟ୍ୟକାର ଶ୍ରୀ ଶଙ୍କର ତ୍ରିପାଠୀ ମୁଖ୍ୟଅତିଥି , ସୂର୍ଯ୍ୟ ଦେଓ ସମ୍ମାନିତ ଅତିଥି ,…