Latest Odisha News

BREAKING NEWS

Browsing Category

ସାହିତ୍ୟ

କୁଳାଙ୍ଗାର ଉବାଚ : ବଡ ପାଇଖାନା

ବଳିଆ ଭାଇ ପଚାରିଲେରେ ଜଗା ଆମର ତ ପାଇଖାନାର ଆବଶ୍ୟକତା ନାହିଁ; କଣ ପାଇଁ କରୁଛନ୍ତି ଗୋଟେ ଆମ ପାଇଁ ପୁଣି ଗୋଟେ ଭଉଣୀ ଓ ତୋ ସ୍ତ୍ରୀ ପାଇଁ? ଜଗା କହିଲେ - ଭାଇ ଆମେମାନେ ସିନା ମଣିଷ ପରି ନାନା ଅଭ୍ୟାସ କରିଛେ; ହେଲେ ଖାଇବା ଓ ମଳତ୍ୟାଗ କରିବା କାମଟିକୁ ତ ମଣିଷଙ୍କ ପାଇଁ…

ଭାଷା ଭାଗବତ : ଲିପି ପାଏ ଲୋପ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୨  ଭାଷୀଂକ ଶ୍ରମକାତରତା ଯୋଗୁଁ ଏ ଭାଷାର ଅବସ୍ଥା ହେଲାଣି ଅତି ଶୋଚନୀୟ ମିଳୁନି ସୁରକ୍ଷା ଉପାୟ ଉତ୍ସାହ ସଂଚାରକ ବାଣୀ ଯେତେ କହଂତି ଜ୍ଞାନୀ ଗୁଣୀ ଭାଷୀଏ ପାରଂତିନି ଶୁଣି ଶୁଣିଲେ ନିଅଂତିନି ମାନି କରି ଅତୀତ କୀର୍ତିଗାନ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୫୬)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୫୬ ହରିଶ୍ ଭାରି ମେଳାପି । କେଦାରକୁ କେମିତି ଉଦ୍ଧାର କରା ଯାଇଥିଲା, ତା ଜୀବନରେ କ'ଣ କ'ଣ ଘଟଣା ଘଟି ଯାଇଛି, ସବୁ ଗପିଛି । ତା' ପୁଅ କେଦାର ସହ ଖେଳି, ସାରା ଦିନ କେମିତି କଟିଗଲା ଆରାଧ୍ୟାକୁ ମାଲୁମ୍…

ରାଜ୍ୟ ଗ୍ରନ୍ଥାଗାରରେ ପୁସ୍ତକ ପ୍ରଦର୍ଶନୀ

ଭୁବନେଶ୍ୱର : ଉତ୍କଳ ଦିବସ ଅବସରରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ସପ୍ତାହବ୍ୟାପୀ ପୁସ୍ତକ ପ୍ରଦର୍ଶିନୀ ରଞ୍ଜନ କୁମାର ଦାସଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାଠାଗାରର କର୍ମଚାରୀ ଶତ୍ରୁଘ୍ନ ବେହେରାଙ୍କୁ…

ଭାଷା ଭାଗବତ : କଟୁବାଣୀ ହୁଏ ଜିଣି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୨  ଶୁଣି ଆକ୍ଷେପ ଦୋଷାରୋପ ମନରେ ଜାତ ହୁଏ କୋପ ହେଲେ ତାହାର ବଶୀଭୂତ ବ୍ୟକ୍ତି ଚେତନା ହୁଏ ମୃତ ବାଣୀରେ ଭରି ମଧୁରତା କହି ଜାଣିଲେ ନୂଆ କଥା ନିଶ୍ଚୟ ବୁଝଂତି ଜନତା ସଂଭବ ହୁଏ ଏକାତ୍ମତା ଲୋକଂକୁ କଲେ…

କବିତା : ବନ୍ଦେ ଉତ୍କଳ ଜନନୀ

ଅଚ୍ୟୁତାନନ୍ଦ ଧଳ ପାଦକୁ ଧୋଉଛି ବିଶାଳ ଦରିଆ ଶୀତଳ ପରଶ ଦେଇ, ଶରୀରେ ରହିଛି ସବୁଜ ବନାନୀ ସେହି ମୋ ଉତ୍କଳ ଭୁଇଁ। ଓଢଣୀ ଯାହାର ଗିରି ଶୃଙ୍ଗମାଳ ନୀଳଗିରି କପିଳାସ, ଖଣ୍ଡଗିରି ଆଉ ଧଉଳି ପାହାଡ ରଚିଅଛି ଇତିହାସ। ଯା'ବକ୍ଷେ ଖେଳୁଛି ସବୁଜ ଫସଲ ଚୀର ପ୍ରସବିନି ନଦୀ, କଟକ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୫୫)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୫୫ ସକାଳୁ ଉଠି କୁମାର ରେଡି ହେଇ ବାହାରି ପଡିଲା । ହରିଶ୍ ଚା ଜଳଖିଆ ପ୍ରସ୍ତୁତ କରିସାରିଥାଏ । ସେ ଚାଲିଲା ଆରାଧ୍ୟା ରୁମ୍‌ ଆଡ଼କୁ । ଦୁଇ ତିନି ଥର କବାଟ ବାଡେଇଲା । ବୋଧହୁଏ ଏ ଯାଏ ଶୋଇଛନ୍ତି ।…

‘ଶ୍ରୀଜଗନ୍ନାଥ କଥା ବିଚିତ୍ରା’ ଉନ୍ମୋଚିତ

ଭୁବନେଶ୍ୱର : ମୁକ୍ତ ଚିନ୍ତନ ମଞ୍ଚ ଆନୁକୂଲ୍ୟରେ ସ୍ଥାନୀୟ ଭାରତୀୟ ବିଦ୍ୟା ଭବନରେ 'କଥା କଥାରେ ଜଗନ୍ନାଥ' ଶୀର୍ଷକ ୧୭୭ତମ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶାର ପ୍ରତିଷ୍ଠିତ ଗାଳ୍ପିକ ଓ ଗାଳ୍ପିକାଙ୍କ ୨୨ ଟି ଗଳ୍ପକୁ ନେଇ ପୀତବାସ ରାଉତରାୟଙ୍କ ସଙ୍କଳିତ, ବିଶିଷ୍ଟ…

ଅନୁବାଦ କବିତା : ସ୍ମୃତି

ମୂଳ ରଚନା : ଉଆନ ରମୋନ ହିମେନେଜ ମୋ ଆତ୍ମାର ନିଭୃତରେ ଏକ କ୍ଷୁଦ୍ର ଝରଣାର ଧାରା ମତେ ଛୋଟ କରିଦିଏ। ମୁଁ ପ୍ରାୟ ମୋର ଶକ୍ତି ହରାଇ ବସେ। ଆକାଶ ବି ମତେ ସାହାଯ୍ୟ କରେନି ଏପରିକି ତାରାମାନେ ବି ମତେ ପ୍ରତାରିତ କରନ୍ତି। ମୋ ଉପରେ କେହି ହେଲେ ନାହିଁ ସବୁ ଖାଲି ତଳେ ମୋର ଅତଳ…

ଭାଷା ଭାଗବତ : ଲିପି ଅବସ୍ଥାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୧  ଭାଷାର ଅଗଣିତ ବର୍ଣ କଂପ୍ୟୁଟର୍‌ରେ ନେଲେ ସ୍ଥାନ ଅପରିମିତ ସ୍ମୃତିକୋଷ ହେବନି ଧ୍ବଂସ କିଂବା ଶେଷ ଅକ୍ଷର ବସ୍ତୁତ୍ବ ହରାଇ ଚିତ୍ର ରୂପରେ ଅଛି ରହି ତେଣୁ ଗଣନା ମୂଲ୍ୟହୀନ ରହିପାରିବେ ସବୁ ବର୍ଣ କିଂତୁ ତହିଁର ବ୍ୟବହାର…