Latest Odisha News

BREAKING NEWS

Browsing Category

ସାହିତ୍ୟ

ସ୍ୱଳ୍ପ ଗଳ୍ପ : ଆଲେଜାଣ୍ଡ୍ରିଆର ହାଇପେସିଆ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୧୩ ଆଉ ଯାହା ହେଉନା କାହିଁକି ହାଇପେସିଆଙ୍କ ମରଣଟି ଅତ୍ୟନ୍ତ ବିଭତ୍ସ ଥିଲା । ଅନିନ୍ଦ୍ୟ ଅପରୂପା ତଥା ସମକାଳର ସମାଜରେ ସୁପରିଚିତ ଜଣେ ବିଦୂଷୀର ସେହି ଭଳି ଗୋଟିଏ ଅନ୍ତକୁ ଅନେକେ ଏଯାଏଁ ବି ସେମିତି ଗ୍ରହଣ କରି ଆସିନାହାଁନ୍ତି ।…

ଧାରାବାହିକ ଉପନ୍ୟାସ : ଚୋରାବାଲି (୪୫)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୪୫ ମୁଁ ଭାବୁଛି ସୁକାନ୍ତି ସହ ମୁଁ ନିଜେ ଯିବି । ତାକୁ ନେଇ ଛାଡ଼ି ଆସିବି ତା’ ବାପଘରେ । ଏ ଭିତରେ ସେ ମୋ ସହ ବହୁତ କ୍ଲୋଜ ହେଇସାରିଲାଣି । ସେ ଗଲେ ତ’ ଭଲ ଲାଗିବନି , କିନ୍ତୁ ତା’ ସୁରକ୍ଷା ଆଗ । ଯିବା ଆସିବା…

ଭାଷା ଭାଗବତ : ନୂତନ ଲିଖନ ପଦ୍ଧତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୬୨ ସବୁ ତ ହେଲାଣି ନୂତନ କିଛି ବି ନାହିଁ ତତ୍କାଳୀନ ଇଂଧନ ରଂଧନ ଭୋଜନ ପରିଧାନ ଓ ପ୍ରସାଧନ ଲୋକଂକ ଗମନାଗମନ ନିମଂତେ କେତେ ଭଳି ଯାନ ଗାୟନ ନର୍ତନ ଭଜନ କୀର୍ତନ ପରି କାର୍ଯମାନ କେଉଁଟି ନାହିଁ ପୂର୍ବ ଭଳି ସବୁ ତ ଗଲାଣି…

ବରେନ୍ଦ୍ରକୃଷ୍ଣ ଧଳଙ୍କ ତୈଳଚିତ୍ର ଉନ୍ମୋଚିତ

କଟକ : ଉତ୍କଳ ସାହିତ୍ୟ ସମାଜ ଓ ବରେନ୍ଦ୍ରକୃଷ୍ଣ ଧଳ ସ୍ମୃତିନ୍ୟାସ ପକ୍ଷରୁ କଟକ ଶ୍ରୀରାମଚନ୍ଦ୍ର ଭବନରେ ବିଶିଷ୍ଟ ସାହିତ୍ୟିକ ତଥା ସାମ୍ବାଦିକ ବରେନ୍ଦ୍ର କୃଷ୍ଣ ଧଳଙ୍କ ତୈଳ ଚିତ୍ର ଉନ୍ମୋଚିତ ହୋଇ ଯାଇଛି । ଏହି ଅବସରରେ ଚିତ୍ରଶିଳ୍ପୀ ରବି ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୪୪)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୪୪ କାଉସିଲିଂରୁ ଯାହା ଜାଣିଲେ ଡ଼କ୍ଟର କର , ଗୋଟିଗୋଟି କରି କୁମାରକୁ ଜଣେଇ ଦେଲେ ଅଲଗାରେ । ଯାହା ବୈଭବ ଜାଣିବା କଥା ଓ ବୁଝିବା କଥା, ତା’ ବି ଜାଣିଲା । କିଛି କଥାକୁ ଲୁଚାଇ ଦିଆଗଲ ଆରାଧ୍ୟାକୁ । ପ୍ରଥମେ…

ଭାଷା ଭାଗବତ : ଶୂନ୍‌ର ସ୍ବରୂପ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୬୧ O o ° ଏପରି ବୃତ୍ତ ହିଁ ଆଧାର ସ୍ବଭାଷା ଲିପିର ଅକ୍ଷର ଲକ୍ଷ୍ୟ କରଂତୁ ବଂଧୁଗଣ ନାହିଁ ଏହାର ନିବାରଣ ୦ ... ଚ ଟ ଗ ର ଛ ଝ ଖ ଶ ଥ ଋ ବ କ ଏହି ବାରଟି ବର୍ଣ ଶିକ୍ଷା ଦିଏ ଶବ୍ଦ ଗଠନ ଦୀକ୍ଷା ... ଚକ ରଥ ଓ ଝର ଶର ବକ ବଟ…

କବିତା : ମହମବତୀ

ଗଦାଧର ସାହୁ ଜଳୁଛି ସେ କେଉଁ କାଳୁ ଜଳୁଥିବ ଆହୁରି, ଅନ୍ଧକାର ସରେ ନାହିଁ କେତେ ଅଛି ଜାଣେନି । କାହାର କେତେ ଆୟୁଷ କିଏ ଅବା କଳିବ, ଜଳି ଜଳି ଲିଭିଯିବ ଏ ଜୀବନ ପ୍ରଦୀପ ବ୍ରହ୍ମଗିରି,  ପୁରୀ

ନାଟକ ସାହିତ୍ୟର ଏକ ରମଣୀୟ ଅଂଶ : ମେଜର ରମା ରମଣ ପାଢ଼ୀ

ପୃଥିବୀର ସବୁ ଭାଷାର ସାହିତ୍ୟ ସହିତ ନାଟକ ଏକ  ଅବିଚ୍ଛେଦ୍ୟ ଅଙ୍ଗ। ଜୀବନ ସହିତ ସାହିତ୍ୟ ଯେମିତି ଯୋଡ଼ି ହୋଇ ରହିଛି,  ସାହିତ୍ୟ ସହିତ ନାଟକ ମଧ୍ୟ ଅଙ୍ଗାଙ୍ଗୀ ଭାବେ ଜଡିତ । ନାଟକ ଜୀବନର କଥା କହେ। ଦୀର୍ଘ ପାଞ୍ଚ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ଓଡ଼ିଆ ନାଟକ ଜଗତରେ ଜଣେ ଅବିଶ୍ରାନ୍ତ…

ଭାଷା ଭାଗବତ : ଲିପି ପ୍ରତି ଭୀତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୬୦  ଭାଷାରେ ଯାହା ବି ଜଟିଳ ସେ ସବୁ କରିବା ସରଳ ଯାହା ବି ରହିଛି ବିସ୍ତୃତ ସେ ସବୁ କରିବା ସଂକ୍ଷିପ୍ତ ଶିକ୍ଷଣ ଗତି ହେଲେ ଦ୍ରୁତ ଶିକ୍ଷାର୍ଥୀ ହେବେ ଉପକୃତ ବଢ଼ିବ ଭାଷାର ମହତ୍ତ୍ବ ଗୁରୁତ୍ବ ହେବ ପ୍ରତିଷ୍ଠିତ ଲିପି ପ୍ରତି…

କବିତା : ଦିନିକିଆ ପଖାଳ

ଶ୍ରୀମାନ ସର୍ବଗିଳା  ଯେବେଠାରୁ ଯୁଗ ଆଗେଇଲା ଓଡ଼ିଆଙ୍କ ପଖାଳ କଂସା ପ୍ରମୋସନ ପାଇ ଢ଼ାବା, ଷ୍ଟାର ହୋଟେଲରେ ପଶିଲା ଏବେ ବରଷକେ ଏଇ ଦିନ ଆସୁଛି ଚାର୍ଟ ଚାଉମିନ ହଟ ପିଜାଖିଆ ପାଟି ପଖାଳ କଂସାକୁ ଖୋଜୁଛି ଚୁନା ମାଛ ବଡି ଚୁରାକୁ ଶାଗ ଭଜା ଘରଣୀ ଭାଜୁଛି ଯେବେ ଏଇ ପଖାଳ ଦିବସ…