Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ଚୋରାବାଲି (୪୩)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୪୨ ଦେ ତ ଫୋନଟା । ସେବେଠୁ ଫୋନ୍ ଦେଖିନି । ସତରେ ବୈଭବଙ୍କର ଦୁଇଟି ମେସେଜ୍ ଅଛି । ଗେଟ୍‌ୱଲ୍ ସୁନ୍‌, ଟେକ୍‌ କେୟାର । ସେ ଆହୁରି ଗମ୍ଭୀର ହେଇଗଲା । ସମ୍ପର୍କମାନେ ପ୍ରକୃତରେ କ'ଣ? ଯେଉଁ ମାନେ ତା’ର…

ଅନୁବାଦ ଗଳ୍ପ : ଚେର

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୮   ମୂଳ ଉର୍ଦ୍ଦୁ: ଇସମତ୍ ଚୁଘତାଇ  ଆମ ସମସ୍ତଙ୍କ ମୁହଁରୁ ରଙ୍ଗ ହଜି ଯାଇଥିଲା । ଗଲା ଛଅଦିନ ଧରି ଘରେ ଚୁଲି ଉପରେ ହାଣ୍ଡି ସୁଦ୍ଧା ବସି ନ ଥିଲା । ପିଲାମାନେ ସ୍କୁଲକୁ ବି ଯାଇ ନ ଥିଲେ ଓ ଘରେ ପାଟିତୁଣ୍ଡ କରି ସମସ୍ତଙ୍କୁ ବ୍ୟସ୍ତ…

କୁଳାଙ୍ଗାର ଉବାଚ : ହୋଲି ବୋଲି

ରଙ୍ଗର ପର୍ବ ହୋଲିରେ ରଙ୍ଗ ଖେଳିବା, ବୋଳିବା, ଢାଳିବା ଓ ଢଳିବା ତ ବାହାନା କେବଳ; ଏଇଦିନରେ ଅନେକ ରଙ୍ଗ ଖେଳିବା ବାହାନାରେ ଅନେକଙ୍କ ଅନେକ ସ୍ଥାନକୁ ସ୍ପର୍ଶ କରିବାକୁ ବିକଳ! ଦଳେ ଅତିଭଦ୍ର ଥାଆନ୍ତି ଯିଏ ରଙ୍ଗ ଦେଖିଲେ ଫଁ ଫଁ ହୁଅନ୍ତି, ଯାଣନ୍ତିନି କଣ ରଙ୍ଗ ଖେଳର ଖୁସି;…

ତିନି ଶହ ରାମାୟଣ (୩)

ମୂଳ ରଚନା  : ଏ. କେ. ରାମାନୁଜନ୍  ରାମଙ୍କର କୃପାରୁ ରାମ ନାମ ବିନା ଆନ ବିଦ୍ୟା କାହିଁକି ସାଧିବ ? ଦୁବ ପିପିଲିକା ଆଦି ଯେତେ ସ୍ଥାବର ଜଙ୍ଗମ; ଚତୁର୍ମୁଖ ଶିଷି ସବୁ ଘେନିଲେ ଶ୍ରୀରାମ, କରୁଣାସାଗର ଦେଲେ ତାଙ୍କୁ ପରମ ବୈଭବ । ନମ୍ମାଲୱାର ୭.୫.୧ (ରାମାନୁଜନ ୧୯୮୧, ୪୭)…

ଧାରାବାହିକ ଉପନ୍ୟାସ : ଚୋରାବାଲି (୪୨)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୪୨ ସୁକାନ୍ତି ତୁ’ ମତେ ୠଣୀ କରିଦେଲୁ । ମୋ’ର ମନେ ଅଛି, ଏମିତି ସେବା ଯତ୍ନ ପିଲାଦିନେ ମୋ’ ବୋଉ ନେଉଥିଲା । ଯେବେ ବି’ ମୋ ଦେହ ଖରାପ ହୁଏ, ସେ ମୋ’ ପାଖଛାଡି କୁଆଡେ ଯାଏନା । ମା' ଏଇ ତ’ ମୋ…

କବିତା : ହୋଲି

ଶୁଭ୍ରାଂଶୁ ଶେଖର ମାହୁନ୍ତ  ଗତ ଦୁଇବର୍ଷ ଫିକା ହେଲା ହୋଲି କରୋନା ବ୍ୟାପିଲା ବୋଲି, ଅବିର ଦେହରେ ବୋଳି ପାରିଲିନି ସଂକ୍ରମିତ ହେବ ବୋଲି । କରୋନା ରାକ୍ଷସ ଛାଡି ତ ଗଲାନି ଛୁଇଁବାକୁ ହେଲା ମନା, ସବୁ ଆଶା ମୋର ମିଳେଇ ତ ଗଲା ମନ ହୋଇଗଲା ଚୁନା । ଏସନ ହୋଲିରେ ଫଗୁ ଅବିରରେ…

ଭାଷା ଭାଗବତ : ଲେଖା କେତେ ଭଳି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୬୦  ଲେଖା ତ ବିବିଧ ପ୍ରକାର ସବୁ ଅକ୍ଷର ସମାହାର କେଉଁଟି ପ୍ରଶ୍ନର ଉତ୍ତର ଅଥବା ପ୍ରେମର ପତର କେଉଁଟି ସ୍ଥାନୀୟ ଖବର ଅଥବା ମତ କି ବିଚାର କେ ଲେଖେ କାର୍ଯ ବିବରଣୀ ଅଥବା ଭ୍ରମଣ କାହାଣୀ କେ ଲେଖେ ଗଳ୍ପ ଉପନ୍ୟାସ ଆଉ କେ…

ସାହିତ୍ୟର ସମସ୍ତ ବିଭାଗକୁ ସମୃଦ୍ଧ କରି ଉଦାହରଣ ସୃଷ୍ଟି କରିଛନ୍ତି କବି ପ୍ରସନ୍ନ ମିଶ୍ର

କଟକ : ଉତ୍କଳ ସାହିତ୍ୟ ସମାଜ, କଟକ ପକ୍ଷରୁ ଶ୍ରୀରାମଚନ୍ଦ୍ର ଭବନରେ, ବିଶିଷ୍ଟ କବି ପ୍ରସନ୍ନ କୁମାର ମିଶ୍ରଙ୍କ ତୈଳଚିତ୍ର ଉନ୍ମୋଚିତ ହୋଇଯାଇଛି। ଉତ୍କଳ ସାହିତ୍ୟ ସମାଜର ସଭାପତି ତରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉନ୍ମୋଚନ ପର୍ବରେ ବିଶିଷ୍ଟ କବି ଅମରେଶ ପଟ୍ଟନାୟକ ମୁଖ୍ୟ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୪୧)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ 'ଚୋରାବାଲି' ଭାଗ ୪୧  ଓଃ...କି ଅଡ଼ୁଆ ପରିସ୍ଥିତି!nସୁକାନ୍ତି ଆସିଯାଆନ୍ତା କି.. । ସେ ମୁକ୍ତ ହୁଅନ୍ତା! ରଘୁବୀର ଓ ସୁକାନ୍ତିର ଫେରି ଆସିବା ଦେଖି ଆଶ୍ୱସ୍ତ ହେଲା । କେୟାର ନେଉଥା କହି ଫେରି ଆସିଲା କୁମାର । ସାର୍‌ଙ୍କୁ…

କବିତା : ଫଗୁଣର ଦୁଇଟି ସ୍କେଚ୍

ରାଜଲକ୍ଷ୍ମୀ ତ୍ରିପାଠୀ  କିଛି ଦୃଶ୍ୟ: ଆକାଶକୁ ବେଢାଇଛି ଅସଂଖ୍ୟ ବର୍ଣ୍ଣାଳୀ ରଙ୍ଗର ଏ ଯେତେ ସବୁ ମାୟା କିଏ ସେହି ମାୟାଧର ! ବଡ଼ ଧୁରନ୍ଧର ଯିଏ ମାୟା ରଚିବାରେ , କ୍ଷଣିକ ଚପଳଛନ୍ଦ ତା' ବିଦ୍ୟୁତ ରଙ୍ଗ ର ସ୍ବଚ୍ଛ ହେଉ କି ଅନଳ ନୀଳ ଅବା ଲୋହିତ ଏତେ ସବୁ ରଙ୍ଗରେ ବି ଥାଏ…