Latest Odisha News
Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ଚୋରାବାଲି ( ୮)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮ ଶୁଣିକି ତ’ ଯା...ଏତେ ବର୍ଷ ପରେ କାହିଁକି ଏ କଥା ଜଣେଇବାକୁ ଚାହିଁଲି ? ଶୁଣ୍ ତ ଟିକେ...ଏ ସବୁ କହି ତୋ’ ଘର ଭାଙ୍ଗିବା ମୋ’ ଉଦ୍ଦେଶ୍ୟ ନୁହେଁ । କିନ୍ତୁ ମୁଁ ଏତେ କଥା ଭିତରେ ରଖି ପାରିବିନି । ବୈଭବଙ୍କୁ…

ଅନୁବାଦ ଗଳ୍ପ : ପାଲି

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୩  ମୂଳ ହିନ୍ଦୀ : ଭୀଷ୍ମ ସାହାନୀ  ଜୀବନର ସୁଅ ଗଡ଼ି ଚାଲିଥାଏ ଯେ ଚାଲିଥାଏ । ତା’ର ଅନ୍ତ କେଉଁଠି ସେକଥା କାହାକୁ ଜଣା ନ ଥାଏ । ନିତିଦିନିଆ ସଂସାର ଜଞ୍ଜାଳ ଭିତରେ ହେଉ ଅବା କବି ଲେଖକଙ୍କ ବର୍ଣ୍ଣନାରେ ହେଉ । ଆମେ ଖାଲି ଯାହା…

ଭାଷା ଭାଗବତ : ବୁଢ଼ା ଓ ପିଲାଂକ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୫  ଯେତେ ଶିକ୍ଷିତ ବୁଢ଼ା ବୁଢ଼ୀ ମନରୁ ସ୍ବଭାଷା ଘଉଡ଼ି ଅନ୍ୟ କାମରେ ସଦା ବ୍ୟସ୍ତ ପୋଡ଼ୁଛି ଭାଷାର ବନସ୍ତ ତାଂକର ପିଲାଝିଲା ଦଳ ଖେଳଂତୁ ଭାଷା ସହ ଖେଳ କରଂତୁ ସ୍ବଇଚ୍ଛା ପ୍ରକାଶ ଘଟାଂତୁ ଲିପିର ବିନ୍ୟାସ…

କୁଳାଙ୍ଗାର ଉବାଚ : ପ୍ରେମ ପେଷ୍ଟ୍ରି

କେହି ମରନା ମୁଁ ଚାହେଁ ପ୍ରେମ କରି ଏ ଦେଶରେ ଏ ପ୍ରାନ୍ତରେ ଆଉ କେହି ଆତ୍ମହତ୍ୟା ପଥବାଛି ଆଜିଠୁ ନ ମରୁ; ଯା ମନରେ ଆସୁଛି ସେ କଥା ପଢୁ ସିଏ ମୋ ପୁରୁଣା ପ୍ରେମିକାମାନଙ୍କ ପତ୍ର ମୋ ଧର୍ମପତ୍ନୀଠାରୁ! ପ୍ରେମ ସଦା ମୃତ୍ୟୁର ବିରୋଧି, ସେ ଅଟଇ ନିର୍ଘାତିଆ ଆଇଁଷିଆ ସାମ୍ନାରେ ବଢା…

ପରଲୋକରେ ପଞ୍ଚାନନ ମିଶ୍ର

ସମ୍ବଲପୁର : ବିଶିଷ୍ଟ ସାହିତ୍ୟିକ ପଞ୍ଚାନନ ମିଶ୍ରଙ୍କର ପରଲୋକ ଘଟିଛି । କିଛିଦିନ ଧରି ସେ ହୃଦ ରୋଗରେ ପୀଡ଼ିତ ଥିଲେ । ଜଣେ ଛାତ୍ରବତ୍ସଳ ଅଧ୍ୟାପକ ଭାବରେ ମଧ୍ୟ ସେ ପରିଚିତ ଥିଲେ । ହେ ମୋର ଅନୁଚ୍ଚାରିତ ଶବ୍ଦମାନେ, ସୀତାଙ୍କ ଶେଷରାତି, ସବ୍ୟସାଚୀର ଶୋକ, ଅନ୍ଧାରେ ଆଲୋକ ରାସ, ଲବଙ୍ଗ…

ଭାଷା ଭାଗବତ :ତ-ଅଂତ୍ୟ ଶବ୍ଦରାଜି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୪  ତ-ଅଂତ୍ୟ ଶବ୍ଦରାଜି ଦେଖି ବର୍ଣଭେଦ ପାରିବା ଶିଖି କରିବା ଯଥାର୍ଥ ବନାନ ଯାହା ଯେଉଁଠି ସମୀଚୀନ ଅମତ ସ୍ବମତ ଦ୍ବିମତ ଶ୍ରୀମଂତ ସାମଂତ ହେମଂତ ସମ୍ମତ ଆଉ ଅସମ୍ମତ ଉନ୍ମତ୍ତ ଏବଂ ଗର୍ବୋନ୍ମତ୍ତ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୭)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ 'ଚୋରାବାଲି' ଭାଗ : ୭ ତୋ’ର ମନେଥିବ, ସେତେବେଳେ ସେ କଥାକୁ ନେଇ ହଷ୍ଟେଲରେ ଖୁବ ଚର୍ଚ୍ଚା ହେଇଥିଲା । ସୁଇସାଇଡ଼୍‌କୁ ଯେତେ ଦୁର୍ଘଟଣାର ରୂପ ଦେଇ ଲୁଚେଇବାକୁ ଚେଷ୍ଟା କଲେ ବି, କିଛି ଜଣ ସହଜରେ ଗ୍ରହଣ କରି ନଥିଲେ । ସାମ୍ନାରେ କିଛି ନ’…

କବିତା : ଦାୟୀ

ଗଦାଧର ସାହୁ ମୋତେ ଯିଏ ଭଲ ପାଉଥିଲେ ସେ କାଲି ଚାଲିଗଲେ , ଯିଏ ଘୃଣା କରୁଥିଲେ ସେ ଆଜି ଚାଲିଗଲେ । ହେଲେ ଏଇଠି ଏତିକିରେ ସରିଲାନି ଘୃଣା କରିବା ଭଲ ପାଇବା । ଅତଏବ ମୁଁ ଖୋଜି ଚାଲିଲି ମୁଁ ଘୃଣାରେ ଦାୟୀ ନା’ ଭଲ ପାଇବାରେ ?

ଧାରାବାହିକ ଉପନ୍ୟାସ : ଚୋରାବାଲି (୬)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ଚୋରାବାଲି ଭାଗ :  ୬ ଦୁଇ ବାନ୍ଧବୀ ବସି ଅନେକ ଗପିଲେ । ଏତେ ବର୍ଷର ବ୍ୟବଧାନ ପରେ ଦେଖା ଯେତେବେଳେ, ଗପ ସରିବାର ନାଁ ହିଁ ଉଠୁନି । ଇଏ ବି ଅଭିମାନ କଲା । ଏମିତି ଘରକୁ ନ’ ଆସି, ବାହାରୁ ବାହାରୁ ଦେଖା କରିବା କ'ଣ ଠିକ? କଫିର ଶେଷ…

ଭାଷା ଭାଗବତ : ତ୍ରୁଟି ବିଚ୍ୟୁତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୧ ଲେଖାରେ ତ୍ରୁଟି ଓ ବିଚ୍ୟୁତି କରେ ଭାଷାର ଖୁବ୍‌ କ୍ଷତି ଲେଖାଳି ପାଇପାରେ ଖ୍ଯାତି ବୁଝେନି ପାଠକର ମତି ଲେଖକ ହେଲେ ପ୍ରତିଷ୍ଠିତ ଯଦି ହୁଏନି ଭାଷା ହିତ ସାହିତ୍ୟ ହୁଏ ମୂଲ୍ୟହୀନ ପାଠକେ ଦିଅଂତିନି…