Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ସହିଦଙ୍କ ସ୍ମୃତିରେ

ପ୍ରସେନଜିତ ସେଠୀ ଫେବୃୟାରୀ ମାସ ଚଉଦ ତାରିଖେ ଠିକ୍ ତିନି ବର୍ଷ ତଳେ ପୁଲୱାମାଠାରେ ଯାଉଥିଲେ ମିଶି ସେନାର ଯବାନ ଦଳେ। ଆସିଥିଲେ ସବୁ ଘରଦ୍ବାର ଛାଡ଼ି ସୁଖ ଓ ସ୍ୱାଚ୍ଛନ୍ଦ୍ୟ ଭୁଲି ଏକ ମାତ୍ର ଲକ୍ଷ୍ୟ ଦେଶ ଅସ୍ମିତାର ସୁରକ୍ଷା କରିବେ ବୋଲି। ଘରେ ଥିଲେ କାର ବୃଦ୍ଧ…

ଗଳ୍ପ : କେବଳ ତୁମର

ଶ୍ବେତପଦ୍ମା ପାଢ଼ୀ  ଆଜି ନବବର୍ଷର ପହିଲା ଦିନ । ସଞ୍ଜ ନଇଁ ଆସୁଥାଏ । ପୂରା ସୋସାଇଟି ରଙ୍ଗୀନ ଲିଚୁ ଲାଇଟରେ ଝଲସି ଉଠୁଥାଏ । ଝରକା ପାଖରେ ବସି ନିରେଖି ଦେଖି ମୁଗ୍ଧ ବିଭୋର ହେଉଥିଲେ ପ୍ରତିମା । ପ୍ରତିମା ଅନୁଭବ କରୁଥିଲେ ପ୍ରକୃତରେ ସୋସାଇଟିରେ ଶାନ୍ତି ଅଛି । ଏଇ ସୋସାଇଟିରେ ଏଇଟା…

କବିତା : ଫେରିଆସ ସନାତନ

ମାନସ ରଞ୍ଜନ ମହାପାତ୍ର  କେଉଁ ଟ୍ରକ୍ ଡାଲାରେ ହଜିଲ କେଉଁ ଜଙ୍ଗଲ ରେ, ପାହାଡ଼ରେ ତୁମେ ହଠାତ୍ ଓହ୍ଲାଇଗଲ ଓ ହଜିଗଲ ପ୍ରିୟ ସନାତନ ! ସେଦିନ ଗଲ ଯେ ଗଲ ଓ ମୁଁ ଖୋଜିଲି ସାରା ପୃଥିବୀ, ମହାଦେଶ, ମହାନଗରୀ, ମହାସାଗର କେଉଁ ଯୋଗୀ ବେଶରେ, କେଉଁ ହିମାଳୟ କି ଆଲପସ୍ କି କେଉଁ…

ଭାଷା ପ୍ରତି ଆନ୍ତରିକତା ଓ ମାନବୀୟ ସମ୍ବେଦନା ହିଁ ସାହିତ୍ୟ : ମିରିନା ମହାନ୍ତି

ଓଡ଼ିଆ ଭାଷା ସାହିତ୍ୟ ଜଗତରେ କଥା ଓ କବିତାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ମିରିନା ମହାନ୍ତି । ତାଙ୍କର ପ୍ରତ୍ୟେକଟି ଲେଖାରେ ସ୍ପଷ୍ଟ ବାରିହୁଏ ଜୀବନର ଦର୍ଶନ । ଅତିସାଧାରଣ ଘଟଣା ଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ ପରିବେଶ ସୃଷ୍ଟି ହିଁ ତାଙ୍କ ଗଳ୍ପର ବିଭବ…

କବିତା : ମୋ ଜୀବନ

ଆଶୁତୋଷ ସ୍ୱାଇଁ  ଯେତେ ନିଜର ଥିଲେ ସବୁ ପର ଥିଲେ। ମୁଁ ବୋଧେ ପବନକୁ ଆଲିଙ୍ଗନ କରିଥିଲି ଯେତେ ରାଣଥିଲା ସବୁ ନିନ୍ଦିତ ଥିଲା ଯେତେ ପ୍ରତିଜ୍ଞା ସବୁ ମୁଣ୍ଡ ନୁଆଁଇଥିଲା । ଯେତେ ଲୁହ ଥିଲା ସବୁ ମୂଲ୍ୟହୀନ ଥିଲା । ଯେତେ ଆସିଥିଲେ ସବୁ ଅତିଥି ଥିଲେ। ସବୁ ଯେମିତି ବହିରୁ ପଢିଥିଲି…

ଧାରାବାହିକ ଉପନ୍ୟାସ : ଚୋରାବାଲି ( ୮)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮ ଶୁଣିକି ତ’ ଯା...ଏତେ ବର୍ଷ ପରେ କାହିଁକି ଏ କଥା ଜଣେଇବାକୁ ଚାହିଁଲି ? ଶୁଣ୍ ତ ଟିକେ...ଏ ସବୁ କହି ତୋ’ ଘର ଭାଙ୍ଗିବା ମୋ’ ଉଦ୍ଦେଶ୍ୟ ନୁହେଁ । କିନ୍ତୁ ମୁଁ ଏତେ କଥା ଭିତରେ ରଖି ପାରିବିନି । ବୈଭବଙ୍କୁ…

ଅନୁବାଦ ଗଳ୍ପ : ପାଲି

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୩  ମୂଳ ହିନ୍ଦୀ : ଭୀଷ୍ମ ସାହାନୀ  ଜୀବନର ସୁଅ ଗଡ଼ି ଚାଲିଥାଏ ଯେ ଚାଲିଥାଏ । ତା’ର ଅନ୍ତ କେଉଁଠି ସେକଥା କାହାକୁ ଜଣା ନ ଥାଏ । ନିତିଦିନିଆ ସଂସାର ଜଞ୍ଜାଳ ଭିତରେ ହେଉ ଅବା କବି ଲେଖକଙ୍କ ବର୍ଣ୍ଣନାରେ ହେଉ । ଆମେ ଖାଲି ଯାହା…

ଭାଷା ଭାଗବତ : ବୁଢ଼ା ଓ ପିଲାଂକ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୫  ଯେତେ ଶିକ୍ଷିତ ବୁଢ଼ା ବୁଢ଼ୀ ମନରୁ ସ୍ବଭାଷା ଘଉଡ଼ି ଅନ୍ୟ କାମରେ ସଦା ବ୍ୟସ୍ତ ପୋଡ଼ୁଛି ଭାଷାର ବନସ୍ତ ତାଂକର ପିଲାଝିଲା ଦଳ ଖେଳଂତୁ ଭାଷା ସହ ଖେଳ କରଂତୁ ସ୍ବଇଚ୍ଛା ପ୍ରକାଶ ଘଟାଂତୁ ଲିପିର ବିନ୍ୟାସ…

କୁଳାଙ୍ଗାର ଉବାଚ : ପ୍ରେମ ପେଷ୍ଟ୍ରି

କେହି ମରନା ମୁଁ ଚାହେଁ ପ୍ରେମ କରି ଏ ଦେଶରେ ଏ ପ୍ରାନ୍ତରେ ଆଉ କେହି ଆତ୍ମହତ୍ୟା ପଥବାଛି ଆଜିଠୁ ନ ମରୁ; ଯା ମନରେ ଆସୁଛି ସେ କଥା ପଢୁ ସିଏ ମୋ ପୁରୁଣା ପ୍ରେମିକାମାନଙ୍କ ପତ୍ର ମୋ ଧର୍ମପତ୍ନୀଠାରୁ! ପ୍ରେମ ସଦା ମୃତ୍ୟୁର ବିରୋଧି, ସେ ଅଟଇ ନିର୍ଘାତିଆ ଆଇଁଷିଆ ସାମ୍ନାରେ ବଢା…

ପରଲୋକରେ ପଞ୍ଚାନନ ମିଶ୍ର

ସମ୍ବଲପୁର : ବିଶିଷ୍ଟ ସାହିତ୍ୟିକ ପଞ୍ଚାନନ ମିଶ୍ରଙ୍କର ପରଲୋକ ଘଟିଛି । କିଛିଦିନ ଧରି ସେ ହୃଦ ରୋଗରେ ପୀଡ଼ିତ ଥିଲେ । ଜଣେ ଛାତ୍ରବତ୍ସଳ ଅଧ୍ୟାପକ ଭାବରେ ମଧ୍ୟ ସେ ପରିଚିତ ଥିଲେ । ହେ ମୋର ଅନୁଚ୍ଚାରିତ ଶବ୍ଦମାନେ, ସୀତାଙ୍କ ଶେଷରାତି, ସବ୍ୟସାଚୀର ଶୋକ, ଅନ୍ଧାରେ ଆଲୋକ ରାସ, ଲବଙ୍ଗ…