Latest Odisha News

BREAKING NEWS

Browsing Category

ସାହିତ୍ୟ

ଅନୁବାଦ କବିତା : ତାହାରି ପାଇଁ

ମୂଳ ରଚନା : ଗ୍ରାବିଏଲା ମିସ୍ତ୍ରାଲ  କେବଳ ତାହାରି ପାଇଁ ଯିଏ ଏଇଠି ଶୋଇଛି ଘାସର ଗାଲିଚା ପରେ ଏକ ସୂକ୍ଷ୍ମ ସୂତାଖିଅ ପରି, ଖାଲି ତା'ରି ଲାଗି ମତେ ଆଘାତ ଦିଅନା ମତେ କିଛି କରିବାକୁ କୁହନା । ମତେ ଆଜି ତାହାରି ପାଇଁ କ୍ଷମାକର କ୍ଷମାକର ମୋର କ୍ରୋଧ ( ଯଦି ମୁଁ ଆଜି ଚିଡ଼ି…

ଭାଷା ଭାଗବତ : କିପରି ଲିଖନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୧୪ ଶଂକର ଶୃଂଖଳା ସଂଗୀତ ଶଙ୍କର ଶୃଙ୍ଖଳା ସଙ୍ଗୀତ ସଂଘର୍ଷ ସଂଚିତ ବାଂଛିତ ସଙ୍ଘର୍ଷ ସଞ୍ଚିତ ବାଞ୍ଛିତ ସଂଜୀବ ବିଂଝାଲ କୁଂଠିତ ସଞ୍ଜୀବ ବିଞ୍ଝାଲ କୁଣ୍ଠିତ କଂଟକ କଂଢେଇ ମଂଡିତ କଣ୍ଟକ କଣ୍ଢେଇ…

ପୁସ୍ତକ ପରିଚୟ : ଧାନ ସାଉଁଟା ଝିଅ

ଧାନ ସାଉଁଟା ଝିଅ କବି : ହୃଷିକେଶ ମଲ୍ଲିକ ପ୍ରକାଶକ : ବ୍ଲାକ ଇଗଲ ପବ୍ଲିକେସନ ପୃଷ୍ଠା : ୯୨ ମୂଲ୍ୟ : ୧୪୫ ଓଡ଼ିଆ ସାହିତ୍ୟର ଯୁଗାନ୍ତକାରୀ ସ୍ରଷ୍ଟା, ଓଡ଼ିଆ ଗଦ୍ୟ, ପଦ୍ୟ, ସମାଲୋଚନାରେ ଦକ୍ଷ, ଅଧ୍ୟାପନା ଓ ସମ୍ପାଦନାରେ ପାରଙ୍ଗମ,  ଆଧୁନିକ ଓଡ଼ିଆ ସାହିତ୍ୟର ପଞ୍ଚ ସଖାଙ୍କ…

କବିତା : କିଛି କହୁନା ଯେ

ସତ୍ୟନାରାୟଣ ଗନ୍ତାୟତ  ଭଲ ଲାଗୁଚି ଘରେ ବି ସବୁ ଭଲ ! ତ' କ'ଣ ଭାବୁଚ ନିଜ ଭିତରେ ଇ ହଜାଇ ଦେଇଥିବ ନିଜକୁ ? ନା ଥରୁଟେ ନିଘା କରିବ ତମ ଚଉପାଶର ନାଇଁ ନଥିବା 'ନାଇଁ ନାଇଁ'ର ଘେରକୁ ? କାଇଁ କିଛି କହୁନା ଯେ ! ସୁହାସିତମ୍",କସ୍ତୁରୀ ନଗର, ରାୟଗଡା: ୭୬୫୦୦୧.…

ସ୍ୱଳ୍ପ ଗଳ୍ପ : ଲୁଟ୍ ଅଥବା ଏକ ବିଶେଷ ସ୍ମାରକୀର କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬  ୧୮୫୭ ଖ୍ରୀଷ୍ଟାବ୍ଦ।ଭାରତରେ ସେତେବେଳେ ସିପାହୀ ବିଦ୍ରୋହର ସମୟ। ଏହି ବିଦ୍ରୋହକୁ ପରେ ଆମେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି କହିଲୁ। ଏଥିରେ ଭାରତୀୟ ସିପାହୀମାନେ ବ୍ରିଟିଶମାନଙ୍କ ବିରୁଦ୍ଧରେ ସଶସ୍ତ୍ର ବିଦ୍ରୋହ…

ଭାଷା ଭାଗବତ : ବ୍ୟକ୍ତିତ୍ବ ବିକାଶ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୧୩  କଳ୍ପନା ସଂଭୂତ ବିଷୟ ଯାହାକୁ କରଇ ଅଥୟ କରି ଅଯଥା ବାକ୍ୟ ବ୍ୟୟ ଘଟାଏ ମନଶାଂତି କ୍ଷୟ ନିଜ ଧାରଣା ପ୍ରଚାରକ ନିଜେ ହିଁ ହୁଏ ଯେଉଁ ଲୋକ ତାହାର ଲେଖା କିଂବା କଥା ସହଜେ ଉପୁଜାଏ ବ୍ୟଥା ନ କରି ଆତ୍ମ…

କବିତା : ଶବ୍ଦ ସୈାଦା

ବିଦ୍ୟାଧର ପଣ୍ଡା ଶବ୍ଦ ସବୁ ଏଇ ତ ଏମିତି ଥାଆନ୍ତି ପଡୋଶୀ ସାଜି ଆମ ଆଖ ପାଖରେ ଅବେଳରେ କରୁଥାନ୍ତି କିଚିରି ମିଚିରି। ଆମର ତ ମୋଟାମୋଟି ଯନ୍ତ୍ର ଜୀବନ ସ୍ନେହ ସମ୍ବେଦନା ସୂକ୍ଷ୍ମ-ଅନୁଭବ ଶୂନ୍ୟ ତେଣୁ କଳ୍ପନା ଜାଲରେ ହୁଏନାହିଁ ଧରି। ସେମାନେ ତ ଏମିତି ଓଳିଆରୁ ଗଜା ସହଜରେ…

ଭାଷା ଭାଗବତ : ପରଂପରାର ସଂରକ୍ଷଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୧୨ ଯେ ପଢ଼େ, ଶୁଣେ ଭାଗବତ ସ୍ବତଃ ହୁଏ ସେ ଶୃଂଖଳିତ ଏହାର ପ୍ରଭାବ ଅଦ୍‌ଭୁତ ମର୍ମରେ ହୁଏ ଅନୁଭୂତ ଧାଡ଼ିକ ନଅଟି ଅକ୍ଷର ବହନ କରେ ଭାବଭାର ସରଳ ଶବ୍ଦ ସମାବେଶ ଭାଷାରେ ଭରିଦିଏ ରସ ଏହାର ପଠନ ବ୍ୟାଖ୍ୟାନ…

କବିତାର ଭାବ ଓ ଗଳ୍ପର ଆବେଗ ହିଁ ଗୋଟିଏ ସାର୍ଥକ ପ୍ରବନ୍ଧ ସୃଷ୍ଟି କରିଥାଏ : ବେଣୁଧର ପାଢ଼ୀ

ସମକାଳୀନ ଓଡ଼ିଆ ସାହିତ୍ୟରେ ଏକ ଶ୍ରସଦ୍ଧ ଉଚ୍ଚାରଣ ବେଣୁଧର ପାଢ଼ୀ । ତାଙ୍କର ପ୍ରତ୍ୟେକ ସୃଷ୍ଟିରେ ଥାଏ ଅନେକ ସାହିତ୍ୟର ଅନେକ ଅନାଲୋଚିତ ଦିଗ ଓ ପୁଣି ତାର ଆଲୋଚନା । କବିତା ଓ ଗଳ୍ପରୁ ତାଙ୍କ ସାହିତ୍ୟିକ ଜୀବନ ଆରମ୍ଭ ହୋଇଥିଲେ ମଧ୍ୟ ପ୍ରବନ୍ଧ ରଚନାରେ ସେ ସିଦ୍ଧହସ୍ତ । ପ୍ରବନ୍ଧର…

ଭାଷା ଭାଗବତ : ନିଜର ମୂଳ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୧୧  ଭାଷାର ସବୁ ଭାବଭଂଗି ପୂରିତ ଏ ସାହିତ୍ୟ ଟୁଂଗି ଏଠି ଅନେକ ଅଂଶଭାଗୀ କେହି ନୁହଂତି ଭାଷାତ୍ୟାଗୀ ସ୍ବଭାଷା ଉନ୍ନୟନ ଲାଗି ଆମେ ସଭିଏଁ ଜ୍ଞାନମାର୍ଗୀ ବିଶ୍ବାସଧାରୀ କର୍ମଯୋଗୀ ହୋଇବା ପ୍ରେମାନଂଦ ଭୋଗୀ…