Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ଦେବୀ (୪୯)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୯ ଆଠ ଦିନ ପରେ ଦେବ ଭାଇ ଫେରିଲେ। ସେଇ ଆଠ ଦିନର ପ୍ରତିଟି ପଲକ ଦେବୀ ଜୀବନରେ ଏକ ପ୍ରକାର ତପସ୍ୟାର ମୁହୂର୍ତ୍ତ। ଏକାଗ୍ର ଚିତ୍ତରେ ସେ ନିଜକୁ ହଜେଇଦେଇଥିଲା ପାଠ ପଢାରେ। ଦେବ ଭାଇ ନଥିଲେ ବି ତାକୁ ଲାଗୁଥିଲା ଯେମିତି କେହିଜଣେ…

ଭାଷା ଭାଗବତ : ତ୍ରୁଟି ବିଚ୍ୟୁତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୬  ଲେଖାରେ ତ୍ରୁଟି ଓ ବିଚ୍ୟୁତି କରେ ଭାଷାର ଖୁବ୍‌ କ୍ଷତି ଲେଖାଳି ପାଇପାରେ ଖ୍ଯାତି ବୁଝେନି ପାଠକର ମତି ଲେଖକ ହେଲେ ପ୍ରତିଷ୍ଠିତ ଯଦି ହୁଏନି ଭାଷା ହିତ ସାହିତ୍ୟ ହୁଏ ମୂଲ୍ୟହୀନ ପାଠକେ ଦିଅଂତିନି…

ସ୍ୱଳ୍ପ ଗଳ୍ପ : ସେ ଜଣେ ଶିକ୍ଷକ ଥିଲେ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫ ସେ ଜଣେ ଶିକ୍ଷକ ଥିଲେ । ମାତ୍ର ତାଙ୍କର ସମକାଳର କି ଏବେକାର କୌଣସି ଶିକ୍ଷକ କେବେହେଲେ ଶ୍ରଦ୍ଧାର ସହିତ ସେ ଜଣେ ଶିକ୍ଷକ ଥିଲେ ବୋଲି କେବେ କହିବ ନାହିଁ ଏବଂ ଯେଉଁମାନେ ଏ ପ୍ରସଙ୍ଗଟି ଜାଣନ୍ତି ସେମାନେ ବି ସେ ଜଣେ ଶିକ୍ଷକ…

କବିତା : ପ୍ରତାରଣା

ମିନାକ୍ଷୀ ଦ୍ବିବେଦୀ  ଘର ଭିତରେ ଶୂନ୍ଯତା ହିଁ ଶୂନ୍ଯତା କାହାର ସୋର ଶଦ୍ଦ ଟିକେ ବୋଲି ନାହିଁ ଏମିତିକି ଘର ଚଟିଆ ସବୁ ଚୁପଚାପ ।। ଶୁଭୁଛି ଘଡିର ଖାଲି ଟିକ୍ ଟିକ୍ ଶବ୍ଦ । ପରିବ୍ୟାପ୍ତ ମୋ ଛାଇ ସତେ ଯେମିତି ଅନୁସରଣ କରୁଛି ... ହସୁଛି, କାନ୍ଦୁଛି, ନାଚୁଛି.... ପୁଣି....…

ଧାରାବାହିକ ଉପନ୍ୟାସ : ଦେବୀ (୪୮)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୮ ଦେବୀର ନିରବତା ଆସ୍ତେ ଆସ୍ତେ ସଚଳ ହେଲା। ସେ ଖୁବ୍ ଧିରେ ଦେବକୁ କହିଲା ହଁ ହଁ ପ୍ରେମରେ ଅଛି। ତା ପରେ ଫିକ୍ କରି ହସିଦେଲା। ଦେବ ଭିତରେ ଏକ ବିଚିତ୍ର ଅନୁଭବ ତାକୁ ଜୀବନର ଏକ ସ୍ମରଣୀୟ ମୁହୂର୍ତ୍ତର ସାକ୍ଷୀ ହୋଇ ରହିବାରେ।…

ଭାଷା ଭାଗବତ : ଭାଷାର ପ୍ରବାହ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୫  ନଦୀ ମାତ୍ରକେ ବଂକାରେଖା ନୂତନ ଜଳ ନେଇ ଏକା ଉପରୁ ତଳକୁ ଖସଇ ସମୁଦ୍ର ସହିତ ମିଶଇ ସିଧା ଅଥବା ଗୋଲାକାର ନ ହୋଇପାରେ ଜଳଧାର ସେମିତି ଜ୍ଞାନର ପ୍ରବାହ ସଂସାରେ ବହେ ଅହରହଃ ଜ୍ଞାନକୁ କରିଲେ ଆବଦ୍ଧ…

ପୁସ୍ତକ ପରିଚୟ : କବିତା ସାରା ଜୀବନ

କବିତା ସାରା ଜୀବନ କବି : ସମରେନ୍ଦ୍ରନାଥ ମହାପାତ୍ର ପ୍ରକାଶକ : ଶ୍ରଦ୍ଧା ପବ୍ଲିକେସନ " କବିତା ପାଇଁ ସହିଲି ସବୁକିଛି ।ତଥାପି ଲେଖି ପାରିଲି ନାହିଁ କବିତାଟିଏ ଏଯାଏଁ ଠିକ୍ ସେ ଠିକ୍ ବାଗରେ ।ହୃଦୟରୁ ଚିପୁଡା , ରକ୍ତରେ ନିଗିଡା , ହାଡରେ ଗହୀରା ଶବ୍ଦ ମାନେ ଯେ ବହିଯାଆନ୍ତି ନିବିଡ…

ଭାଷା ଭାଗବତ : ଏକବିଂଶ > ଏକୋଇଶ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୪ ' ଏକବିଂଶ ଶତାବ୍ଦୀ ' ନାମ ଶବ୍ଦରେ ନାହିଁ କିଛି ଭ୍ରମ ଆମ ଭାଷାରେ 'ଏକୋଇଶ' କଲାଣି ଦୀର୍ଘକାଳ ବାସ ଏକୋଇଶ ' କୁ ' ଏକୋଇଶି ' ଲେଖଂତି କେତେକ ସ୍ବଭାଷୀ ଇ-କାର କେଉଁଠାରୁ ଆସି 'ଶ'ର ମଥାରେ ଥାଏ ବସି?…

ଧାରାବାହିକ ଉପନ୍ୟାସ : ଦେବୀ (୪୭)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୭ ଆଉ କେଇ ମୁହୂର୍ତ୍ତ ପରେ ସକାଳ ହେବ।ଆଲୋକର ମହୋତ୍ସବରେ ପୁରିଉଠିବ ପୃଥିବୀ । ହେଲେ ଦେବୀ ପାଇଁ ସକାଳ ମନା। ଆଲୁଅ ମନା। ମନା ଫୁଟନ୍ତା ଫୁଲକୁ ଛୁଇଁବା। ପ୍ରଜାପତି ଦେହରୁ ରଙ୍ଗ ଆଣିବା ବି ମନା। ସକାଳ ହେବାର ପ୍ରକ୍ରିୟା…

‘ଘୁମୁସରର ସ୍ବର’ ପକ୍ଷରୁ ୧୦୫ତମ ସାହିତ୍ୟ ଆସର ଓ ସମ୍ବର୍ଦ୍ଧନା ସଭା

ଭଞ୍ଜନଗର : ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ "ଘୁମୁସରର ସ୍ବର" ବାଲିପଦର ପକ୍ଷରୁ ପୈାଷ ପୂର୍ଣ୍ଣିମା ଅବସରରେ କେନ୍ଦୁପଦର ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟଠାରେ ପ୍ରତିଷ୍ଠାନର ସଭାପତି ତଥା ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ବି.ପ୍ରକାଶ…