Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ଦେବୀ (୫୦)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୫୦ ଆଠ ଦିନ ପରେ ଦେବ ଭାଇ ଗାଆଁ କୁ ଫେରି ସେ ଟେଷ୍ଟ ପରୀକ୍ଷାରେ ଭଲ କରିଛି ଜାଣି ଖୁବ୍ ଖୁସି ହେଲେ। ସେ ଏତେ ଖୁସି ହେବା କେବେ ଦେଖିନଥିଲା ଦେବୀ। ସେ ଆହୁରି ଆଶ୍ଚର୍ଯ୍ୟ ହେଲା ଯେତେବେଳେ ଦେବ ଭାଇ କହିଲେ - ତୁ ଯଦି ଏମିତି ମାର୍କ…

ଅନୁବାଦ କବିତା : ପ୍ରେମିକ

ମୂଳ ବଙ୍ଗଳା : ଜୟ ଗୋସ୍ୱାମୀ  ତୁମେ ଦିନେ ମେଘକୁ ଡାକିବା ପାଇଁ ମୋତେ ଯେଉଁ ବହିଟି ଦେଇଥିଲ ଆଜି ଖୋଲି ଦେଖିଲା ବେଳକୁ ତା ମଝିରେ ଆଣ୍ଠୁଏ ପାଣି, ପର ପୃଷ୍ଠା ଖୋଲି ଦେଖିଲି ସେ ଏକ ନଦୀର ଅଂଶ ପାଲଟି ଦୂରକୁ ଯାଉଛି ବହି ଅଙ୍କା ବଙ୍କା ହୋଇ। ମୋତେ ଗଛଲତା ଭରା ଯେଉଁ ବହିଟା…

ଭାଷା ଭାଗବତ : ଅନନ୍ୟ ବ୍ୟକ୍ତିଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୮ ସର୍ବକ୍ଷମ କି ସର୍ବସମ ଭାଷାଟେ ହୁଏ ଅନୁତ୍ତମ ଭାଷାରେ ବ୍ୟକ୍ତିର ବ୍ୟକ୍ତିତ୍ବ ସ୍ବତଃ ହୁଅଇ ପ୍ରକଟିତ ଭାଷାରେ ସର୍ଜନଶୀଳତା ଭରି ମଣିଷ କହେ କଥା ତାର ଅନନ୍ୟ ବ୍ୟକ୍ତିସତ୍ତା ବଢ଼ାଏ ଭାଷା ଗୁଣବତ୍ତା…

ବ୍ୟଙ୍ଗ : ଉପଲବ୍ଧି

ମୋ ଜୀବନର ଯଦି ସବୁଠୁ ପ୍ରମୁଖ ଉପଲବ୍ଧି କଣ ବୋଲି ପଚରାଯାଏ ତେବେ ନିଃସନ୍ଦେହରେ ମୁଁ କହିବି ମୋ ଫେସବୁକ ବନ୍ଧୁତା । ମୋର ଫେସବୁକରେ ପୁଲିଙ୍ଗ ସ୍ତ୍ରୀଲିଙ୍ଗ ମିଶେଇ ପ୍ରାୟ ପାଞ୍ଚ ହଜାର ସରିକି ବନ୍ଧୁ ଅଛନ୍ତି । ସବୁଠୁ ମହତ କଥା ହେଲା କେହି ଜଣେ ବି ଅନ୍ୟାୟ କି ଦୁର୍ନୀତିକୁ ଭଲ ପାଆନ୍ତି…

ଭାଷା ଭାଗବତ :  ଶବ୍ଦ ଯାଏ ବ୍ୟାପି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୭ ଶବ୍ଦର ଶକ୍ତି ପରଖିବା ମନର ଭାବନା ଲେଖିବା ହୁଏତ ଅନ୍ୟ କେହି ପଢ଼ି ପାରିବ ମନୋଭାବ ଗଢ଼ି ଶବ୍ଦ ତ ଅଟେ ମଂଜି ପରି କାହାର ମନରେ ଅଂକୁରି ହୁଏ ଗୋଟିଏ ଶବ୍ଦତରୁ ଆଶ୍ରୟ ମିଳେ ତାହାଠାରୁ ଏହି ପ୍ରତ୍ୟୟ…

ଧାରାବାହିକ ଉପନ୍ୟାସ : ଦେବୀ (୪୯)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୯ ଆଠ ଦିନ ପରେ ଦେବ ଭାଇ ଫେରିଲେ। ସେଇ ଆଠ ଦିନର ପ୍ରତିଟି ପଲକ ଦେବୀ ଜୀବନରେ ଏକ ପ୍ରକାର ତପସ୍ୟାର ମୁହୂର୍ତ୍ତ। ଏକାଗ୍ର ଚିତ୍ତରେ ସେ ନିଜକୁ ହଜେଇଦେଇଥିଲା ପାଠ ପଢାରେ। ଦେବ ଭାଇ ନଥିଲେ ବି ତାକୁ ଲାଗୁଥିଲା ଯେମିତି କେହିଜଣେ…

ଭାଷା ଭାଗବତ : ତ୍ରୁଟି ବିଚ୍ୟୁତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୬  ଲେଖାରେ ତ୍ରୁଟି ଓ ବିଚ୍ୟୁତି କରେ ଭାଷାର ଖୁବ୍‌ କ୍ଷତି ଲେଖାଳି ପାଇପାରେ ଖ୍ଯାତି ବୁଝେନି ପାଠକର ମତି ଲେଖକ ହେଲେ ପ୍ରତିଷ୍ଠିତ ଯଦି ହୁଏନି ଭାଷା ହିତ ସାହିତ୍ୟ ହୁଏ ମୂଲ୍ୟହୀନ ପାଠକେ ଦିଅଂତିନି…

ସ୍ୱଳ୍ପ ଗଳ୍ପ : ସେ ଜଣେ ଶିକ୍ଷକ ଥିଲେ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫ ସେ ଜଣେ ଶିକ୍ଷକ ଥିଲେ । ମାତ୍ର ତାଙ୍କର ସମକାଳର କି ଏବେକାର କୌଣସି ଶିକ୍ଷକ କେବେହେଲେ ଶ୍ରଦ୍ଧାର ସହିତ ସେ ଜଣେ ଶିକ୍ଷକ ଥିଲେ ବୋଲି କେବେ କହିବ ନାହିଁ ଏବଂ ଯେଉଁମାନେ ଏ ପ୍ରସଙ୍ଗଟି ଜାଣନ୍ତି ସେମାନେ ବି ସେ ଜଣେ ଶିକ୍ଷକ…

କବିତା : ପ୍ରତାରଣା

ମିନାକ୍ଷୀ ଦ୍ବିବେଦୀ  ଘର ଭିତରେ ଶୂନ୍ଯତା ହିଁ ଶୂନ୍ଯତା କାହାର ସୋର ଶଦ୍ଦ ଟିକେ ବୋଲି ନାହିଁ ଏମିତିକି ଘର ଚଟିଆ ସବୁ ଚୁପଚାପ ।। ଶୁଭୁଛି ଘଡିର ଖାଲି ଟିକ୍ ଟିକ୍ ଶବ୍ଦ । ପରିବ୍ୟାପ୍ତ ମୋ ଛାଇ ସତେ ଯେମିତି ଅନୁସରଣ କରୁଛି ... ହସୁଛି, କାନ୍ଦୁଛି, ନାଚୁଛି.... ପୁଣି....…

ଧାରାବାହିକ ଉପନ୍ୟାସ : ଦେବୀ (୪୮)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୮ ଦେବୀର ନିରବତା ଆସ୍ତେ ଆସ୍ତେ ସଚଳ ହେଲା। ସେ ଖୁବ୍ ଧିରେ ଦେବକୁ କହିଲା ହଁ ହଁ ପ୍ରେମରେ ଅଛି। ତା ପରେ ଫିକ୍ କରି ହସିଦେଲା। ଦେବ ଭିତରେ ଏକ ବିଚିତ୍ର ଅନୁଭବ ତାକୁ ଜୀବନର ଏକ ସ୍ମରଣୀୟ ମୁହୂର୍ତ୍ତର ସାକ୍ଷୀ ହୋଇ ରହିବାରେ।…