Latest Odisha News

BREAKING NEWS

Browsing Category

ସାହିତ୍ୟ

କୁଳାଙ୍ଗାର ଉବାଚ : ଛାଡ଼ ମ’ ଦିଅ ଖାଇ

ଛାଡଖାଇ ପର୍ବ ପାଳନ ପରେ ବଡ ବିଚିତ୍ର ଘଟଣା ଘଟିଥାଏ, ସହର ବଜାରେ ବୁଲା କୁକୁରଙ୍କ ସଂଖ୍ୟା ସାଂଘାତିକ ଭାବେ କମିଯାଏ! ଦେଖିବାକୁ ମିଳନ୍ତିନି ଆକାଶରେ ଆଉ ସେତେ କାଉ ପାରା ବଣି; ମିଳୁଥାଏ ଯଥେଷ୍ଟ ମଟନ ଚିକେନ ଲୋକେ ନିଅନ୍ତି ଆନନ୍ଦେ କିଣି! ଏଇକଥା ମୁଁ ଯେବେ ପ୍ରିୟ ବାବା…

ଗଳ୍ପ : ଅତୁଟ ବିଶ୍ୱାସ

ଶିବାଶିଷ ପାଢ଼ୀ  "ସାନ ଆସୁଛି " ଫୋନକୁ ମୁଣ୍ଡ ପାଖରେ ରଖି ଦେଇ କହିଲେ ବିଜୟ । ଚା ନେଇ ଆସିଥିଲେ ଲଳିତା । ଶୁଣୁ ଶୁଣୁ ଖୁସି ହୋଇ କହିଲେ କହିଲେ "ଯା ହେଉ " ! ହେଲେ ସେ ଜାଣି ନ ଥିଲେ ତାଙ୍କର" ଯା ହେଉ" କହିବା ଏମିତି ଉତକ୍ଷିପ୍ତ କରିଦେବ ବିଜୟଙ୍କୁ । ସାଙ୍ଗେ ସାଙ୍ଗେ ବିଛଣାରୁ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୩)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୩ ଶ୍ରୀମନ୍ତର ଇଚ୍ଛା ସିଗମଣ୍ଡ ଫ୍ରୟେଡଙ୍କ ମାଟି ଅଷ୍ଟ୍ରିଆରେ ରହି ଗବେଷଣା କରିବ .. ଡକ୍ଟର ବେଞ୍ଜାମିନ ରସ୍ ହୋଇଯିବକି ସେ... ସଂହିତା ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞା ହେବ... 'ଦେବୀ ଭବନ'ର ଭାବି ଉତ୍ତରାଧିକାରୀ ଏ…

ବାଘ ନ ଦେଖିଲେ ବିରାଡ଼ି ଦେଖ

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ ……  ନିକଟରେ ଭଉଣୀର ପୁଅର ବାହାଘର। ସୁନା ଦାମ ତ ଅକାଶଛୁଆଁ, ଭାବିଲି ନୂଆ କିଣିବା ଅପେକ୍ଷା ଘରେ ଥିବା ପୁରୁଣା ସୁନା ଅଳଙ୍କାରରୁ ଗୋଟେ ବଦଳେଇ ନୂଆ ଚେନଟିଏ କିଣିଦେଲେ ଭଲ ହେବ। ବାହାଘର ବେଳେ ମା ଦେଇଥିବା ସୀତାହାର ଯାହାକୁ ମୋ ନିଜ ବାହାଘର…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୨)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୨ ସବୁ ଦୋଷ ଜଣକର ନୁହେଁ ତ କେବେ, ହୋଇ ନପାରେ ବି।କାହାର କମ କାହାର ବେଶି ଥାଇପାରେ। କୁଆଁରୀ ଝିଅଟି ମାଆ ହୋଇଯାଏ ..ମାଂସର ଡାକ ଘାରିଯାଏ।ନେପଥ୍ୟରେ ରହିଯାଆନ୍ତି ଯେଉଁମାନେ ତାଙ୍କୁ କେଉଁ ଶବ୍ଦରେ ବା କହିହେବ। ଦୋଷ…

ଅନୁବାଦ କବିତା : ଆଶା

ମୂଳ ରଚନା : ଚେଜଲୋ ମିଲସ  ତୁମ ମନେ ଅଛି ଆଶା ଯଦି ତୁମେ କରୁଛ ବିଶ୍ୱାସ ପୃଥିବୀଟା ସ୍ୱପ୍ନ ନୁହେଁ ଏହା ଏକ ଜୀବନ୍ତ ଅସ୍ତିତ୍ୱ ।ଦେଖିବା , ଛୁଇଁବା ଅବା ଶୁଣିବାଟା ନୁହେଁ କେବେ ମିଛ ଏତେ ଦିନ ଧରି ଯାହା ଯେତେବି ଦେଖିଛ ସବୁ ଯେମିତି ଫାଟକରୁ ଦିଶୁଥିବା ବଗିଚାର ଦୃଶ୍ୟ। ତୁମ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୧)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୧  ନୂଆ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିଭିନ୍ନ କାର୍ଯ୍ୟକ୍ରମରେ ମୁଁ ଯୋଗଦେଉଥିଲି। ବଦଳୁଥିଲା ଆମ ଗାଁର ଭୂଗୋଳ ଓ ଭାଗ୍ୟ। ନାଗଲୁ, ସୌରୀ, ରତିଆ, ପଦୁଅଁ, କାଳୀଇତ୍ୟାଦିଙ୍କୁ ନେଇ ମୋ' ପରିବାର ପୁଷ୍ଟ ହେଉଥିଲା।ପୁରୁଖା…

ବ୍ୟଙ୍ଗ : ପାହାରର ଇତିବୃତ୍ତ

ଯାହା ହେଉ ଫେସବୁକରେ ଲେଖିବା ଦ୍ୱାରା ଅନେକ କିଛି ପାଇଛି ତା ଭିତରୁ ପ୍ରମୁଖ ହେଲା ଅନେକ ସ୍ନେହୀ ବନ୍ଧୁ ଓ କିଛି ଉପାଧି ବା ଉପନାମ । ଅନେକ ସମୟରେ ଲେଖାଟିଏ ପୋଷ୍ଟ କରିସାରିବାର ଅଳ୍ପ ସମୟ ପରେ କିଛି ସ୍ନେହୀ ନାଗୁଆ ଗରାଖ(ନିୟମିତ ପାଠକ)ଙ୍କ ଠାରୁ ଭଲ ଭଲ କମେଣ୍ଟ ସବୁ ମେସେଞ୍ଜର କିମ୍ବା…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୦)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୦ ଏକା ସହିତ ସମସ୍ତେ ରୋଗୀ ହୋଇଗଲେ ଦୁନିଆ ଚଳିବ କିପରି ...ହୁଁ । ବୟସ ହେଲା,ଦେହ ପା' ହବ। ଏତେ ଭାବିଲେ ହବକି ...ଥରଥରକରି ମନ୍ତ୍ର ପଢଉଛନ୍ତି। ଶୁଣିବିନି କହିଲେ ବି ଶୁଣଉଛନ୍ତି। ମୋ' ସହିତ ତାଙ୍କ ଦେଖା ... ସେଦିନ…

ଉନ୍ମୋଚିତ ହେବ ସୂର୍ଯ୍ୟମଣି ମିଶ୍ରଙ୍କ ‘କ୍ଷମତାର ଚରିତ୍ର’

ଭୁବନେଶ୍ୱର : ପେନ ଇନ୍ ବୁକ୍ସ ଆନୁକୂଲ୍ୟରେ ଆସନ୍ତା ୨୦ ନଭେମ୍ବରରେ ସ୍ଥାନୀୟ ଏକ ହୋଟେଲରେ ପ୍ରାବନ୍ଧିକ ସୂର୍ଯ୍ୟମଣି ମିଶ୍ରଙ୍କ ପ୍ରବନ୍ଧ ସଙ୍କଳନ "କ୍ଷମତାର ଚରିତ୍ର" ଉନ୍ମୋଚିତ ହେବ ବୋଲି ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ କବି ହର ପ୍ରସାଦ ଦାସ, କଥାଶିଳ୍ପୀ ଦାଶ…