Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୫୮)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୮ ପାଠ କଥା କିଏ ପଚାରେ।କେତେ ପଢିଚି,ଆଉ ଆଗକୁ କ'ଣ ପଢିବ, ଏକଥା ଆମ ସମସ୍ତଙ୍କର ଏକ ମାନସିକତା କେବଳ। କ୍ୟାରିୟର ଆମ ବିଳସିତ ଅୟମାରମ୍ଭ କହିଲେ ଭୁଲ ହବନି ବୋଧହୁଏ। ଚମ୍ପା,ବୁଲି, ରାଧା, ମାଳ, ବାସ, ଗେହ୍ଲୀ, ଶାରୀ…

ବ୍ୟଙ୍ଗ : ଖାଣ୍ଟି ଓଡ଼ିଆ

ଜାପାନ ଗୋଟେ ଛୁଞ୍ଚି ବନେଇଲା । ଆମେରିକା ତାକୁ ଖୁବ ସୁନ୍ଦର ଖୋଳରେ ପୂରେଇ ଭାରତକୁ ପଠେଇଲା । ଭାରତ ତା ଉପରେ 'ମେଡ ଇନ୍ ଇଣ୍ଡିଆ ' ଲେଖି ଆତ୍ମନିର୍ଭରଶୀଳ ଦୋକାନରେ ବିକ୍ରି କଲା । ଏହିପରି ସୂକ୍ଷ୍ମ ବୁଦ୍ଧି ରଖୁଥିବା ଭାରତ ଭିତରେ ସବୁଠୁ ଚମକପ୍ରଦ ରାଜ୍ୟଟି ହେଲା ଉତ୍କଳ । ଉତ୍କୃଷ୍ଟ କଳାର…

କବିତା : ସିନ୍ଦୂରୀ

ସଙ୍ଘମିତ୍ରା ରାଏଗୁରୁ  ତୁମେ ସୂର୍ଯ୍ୟ ହୋଇ ଆସ ଧାରେ ନଦୀ ପରି ମୁଁ ବିଛେଇଛି ଛାତି ଅପେକ୍ଷା ର ଫୁଲ ଯେତେ ମଉଳି ଗଲେଣି ଚାରିଆଡେ ରାତି ଖାଲି ରାତି ରାତି ଫରୁଆରେ କେତେ କେତେ ସ୍ୱପ୍ନର ଶାମୁକା ଶାମୁକା ରେ ସଂସାରେ ମୋତି ମୋତି କଥା ପଚାରନା , ଥାଉ! ନୀରବତା ପିନ୍ଧିଥାଉ ଆଖି…

ପୁସ୍ତକ ପରିଚୟ : ବିବାକ ବସୁଧା

ବିବାକ ବସୁଧା କବି : ଭରତ ବେହେରା ପ୍ରକାଶକ : ଏଥେନା ବୁକସ ଭୁବନେଶ୍ୱର- ୨ ପୃଷ୍ଠା : ୯୬ ମୂଲ୍ୟ : ୧୧୦ କବିତାରେ କେବଳ ଲାଳିତ୍ୟର ସ୍ୱର ନ ଖୋଜି ଜୀବନ ଯନ୍ତ୍ରଣାର ସ୍ୱର ଖୋଜୁଥିବା କବି ଭରତ ବେହେରାଙ୍କ କବିତା ସଙ୍କଳନ "ବିବାକ ବସୁଧା" ଏକ ସ୍ୱତନ୍ତ୍ର ସୃଷ୍ଟି । ଏଠାରେ କବି…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୫୭)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୭ ନିଜ ସହ ଯୁଦ୍ଧ, ଆଶ୍ଚର୍ଯ୍ୟ ହେଲେବି ସତ। ଯୁଝିପାରେ ବୋଲି ବୁଝିପାରେ ନିଜକୁ, ପରଖି ପାରେ ଅନ୍ୟକୁ। ଫର୍ଚ୍ଚା ହେଉଣୁ ନହେଉଣୁ ପକ୍ଷୀସବୁ ଆଲର୍ମ ଲଗେଇ ଉଠେଇଦିଅନ୍ତି।ନିତ୍ୟକର୍ମ ପରେ ନିଜପାଇଁ କାମର ସମୟ। ଚାରିହାତ…

କବିତା : ଶୁନ୍ୟତା

ସ୍ମୃତି ରଞ୍ଜନ ତ୍ରିପାଠୀ  ଆ! ଗୋଟେ ଶୁନ୍ୟତାକୁ ପୁର୍ଣ୍ଣ ନାମ ଦେବା ସେ ଶେଯରେ ଆଉ କୋଉ ଜହ୍ନ ବିଛଣା ପାରୁ କିନ୍ତୁ ସ୍ବପ୍ନ ସବୁକୁ ତୋର ମୋର କହିବା, ଡରି ଯିବୁନି ମିତ ସକାଳର ଫର୍ଚ୍ଚା କବାଟ ଶବ୍ଦରେ ବୋଧେ ଅବୋଧ ପ୍ରେମଟେ କିଏ ଅଳସ ଭାଙ୍ଗୁଥିବ।। ହଁ, ଗୋଟେ କବିତା ଲେଖିବା…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ସ୍ୱପ୍ନପୁରୀ ତତେ କିଏ କାନ୍ଥ ବାଡର ଅନୁଷ୍ଠାନ କହିପାରେ , କେଉଁ ଦପ୍ତରରେ ଫାଇଲ ଭିତରେ ପଡିଥିବା କାଗଜ ଦେହର ନାଁ । କେତେ ଏକର ଜାଗାରେ କେତେଟା ଶ୍ରେଣୀଗୃହ , ଯାନବାହନ କି ଶିକ୍ଷକ ଶିକ୍ଷାର୍ଥୀଙ୍କୁ ନେଇ ତୋର ପରିଚୟ କାହା ପାଇଁ ତିଆରି ହୋଇ ଥାଇପାରେ ତ କାହା ପାଇଁ ତୁ ଆଶ୍ରୟସ୍ଥଳୀ ।…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୫୬)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୬ ଗତିଶୀଳତା  ରହିଛି, ରହିବ। ବୁଝି ପାରିଲେ  ଜୀବନ  ଅତିକ୍ରମ ହୁଏ ସୋପାନ ପରେ ସୋପାନ। ଜଡ ହେଉ ବା ଚେତନ ସବୁଠି ରହୁଛି  ଏକ  ଭିନ୍ନଧରଣର ଆକର୍ଷଣ। ବାଧ୍ୟତାମୂଳକ ଭାବେ ଜାଗା ବଦଳାଇବାକୁ ପଡିଲା।  ସହରର ସବାଶେଷ…

ଉନ୍ମୋଚିତ ହେଲା ‘ଅଫେରା ବସନ୍ତ’

ଭୁବନେଶ୍ୱର : ବର୍ଷା ପବ୍ଲିକେଶନ ଦ୍ୱାରା ପ୍ରକାଶିତ କବୀ ମମତା ରାଣୀ ନାୟକଙ୍କ ଗୀତି କବିତା ପୁସ୍ତକ "ଅଫେରା ବସନ୍ତ ",ସ୍ଥାନୀୟ ଓଡ଼ିଶା ସାମ୍ବାଦିକ ୟୁନିୟନ ପରିସରରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ପ୍ରସନ୍ନ କୁମାର ଜେନା, କୃପାସିନ୍ଧୁ ମିଶ୍ର, ସଙ୍ଘମିତ୍ରା ମିଶ୍ର, ପ୍ରଣବ ଜ୍ୟୋତି…

ଦାସିଆ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ

ଉମରକୋଟ : ରାଜ୍ୟର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ " ଦାସିଆ ସାଂସ୍କୃତିକ ପରିଷଦ"ର ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ, ସ୍ଥାନୀୟ ଏସ. ଏସ. ଇଣ୍ଟରନ୍ୟାସନାଲଠାରେ ଅନୁଷ୍ଠିତ ହୋଇଯାଇଛି ଲ ଏହି ଅବସରରେ ପରିଷଦର ମୁଖପତ୍ର " ପ୍ରେରଣା " ଓ ବାସନ୍ତୀ ଲତା ଜେନାଙ୍କ କବିତା ସଙ୍କଳନ…