Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୨)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୨ ପାଦ ଆଉଁସୁ ଆଉଁସୁ ଅନେକ ସାହସଠୁଳକରି ଜବା ପଚାରିଦେଲା ମିଠାଗଳାରେ ଦାଦାଭାଇଙ୍କୁ ତାଙ୍କ ଅତୀତର କଥା। ଆଃ ,ବିଦ୍ୟୁତ ଆଘାତ ପାଇଲେକି ଆଉ! ରହିଗଲେ ଟିକିଏ। ପଲଙ୍କ ଉପରେ ଆଉଜି ବସିଲେ ନରମ ତକିଆ ଓ କୁସନର ମେଳରେ। ହସିଲେ…

ଅନୁବାଦ କବିତା : କଲିକତାର ଯୀଶୁ

ମୂଳ ବଙ୍ଗଳା : ନୀରେନ୍ଦ୍ରନାଥ ଚକ୍ରବର୍ତ୍ତୀ  ଲାଲବତିର ନିଷେଧ ନ ଥିଲା, ତଥାପି ଝଡ ବେଗରେ ଧାବମାନ କଲିକତା ସହର ଅତର୍କିତ ଭାବେ ଅଟକିଗଲା, ଭୟଙ୍କର ଭାବେ ସମ୍ଭାଳି ନେଇ ଠିଆ ହୋଇ ରହିଲା ଟ୍ୟାକ୍ସି ଓ ପ୍ରାଇଭେଟ, ଟେମ୍ପୋ, ବାଘମାର୍କା ଡବଲ-ଡେକର । ‘ଗଲା ଗଲା’ ଆର୍ତ୍ତନାଦରେ…

କୁଳାଙ୍ଗାର ଉବାଚ : ଦୁର୍ଗାସ୍ତୁତି ୨୦୨୧

ଆସ ମାଆ ଏ ଧରାକୁ ଭଗବତୀ କାଳାଭ୍ୟାବାଂ ଆସ ପୁଣିଥରେ ; ଛୋଟମନେ ଗଢିଅଛୁ ପ୍ରକଟିତ ହୁଅ ମାହେଶ୍ବରୀ ଛୋଟ ପ୍ରତିମାରେ! ଆସ ମାଆ ଲହ ଲହ ଜିହ୍ବା ଧରି ଖଣ୍ଡା ଖର୍ପର ଧାରଣୀ ସଂହାରିଣୀ ବେଶ ; ବହୁକାଳ ଘାଣ୍ଟିଲାଣି କୋଭିଡ ୧୯ ତାକୁ ନିଶ୍ଚେ କରିଦେବ ଧ୍ବଂସ! ଆସ ମାଆ ସର୍ବଶକ୍ତି…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୧)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୧  ବାହାପିଆ ମଣିଷ  ସବୁକରିପାରିବାର ଆସ୍ପର୍ଦ୍ଧା ନେଇ ହେୟଜ୍ଞାନ କରେ ଯାହାକୁ, ତା'କୁଇ ସେ ଖୋଜୁଥାଏ ତମାମ ଜୀବନ। ପାଏ କି ନାହିଁ କେଜାଣି, କହିପାରେନା କାହାକୁ କିଛି, ଏକା ଏକା ଭିତରେ ଭିତରେ ଗୁମୁରୁ ଥାଏ। ଚକ୍ର ଭଳି…

କବିତା : ଜୀବନ

ବଳରାମ ପୂଜାରୀ ଆଞୁଳାଏ ଆୟୁଷରୁ ଉଧାର ଆଣିଥିବା ବୁନ୍ଦାଏ ଅତଏବ, ଗାଁରୁ ମଶାଣୀ ମୁହାଁ ସରୁ ପାଦଚଲା ରାସ୍ତାରୁ ଦୁଇ ପାଦ ଭୂମି , ସବୁ ମୋହମାୟାର ଉର୍ଦ୍ଧ୍ବମୁଖୀ ଅଣଚାଷ ଅବଶୋଷ ମାନେ , ସନ୍ଧାନର ସନ୍ଧିରେ ସମାଧିସ୍ଥ ପାଣି ଫୋଟକା ମାନେ ହିଁ ତ ଜୀବନ ।। ସବୁ ନିର୍ଣ୍ଣୟମାନଙ୍କୁ…

କବିତା : ଗୀତ ଯାଏ ଗାଇ

ମାନସ ରଞ୍ଜନ ମହାପାତ୍ର ସକାଳ ଖୋଜିବି ବୋଲି ସେଦିନ ମୁଁ ଚାଲିଲି ଏକାକୀ ବାଟ ସବୁ ଲମ୍ବିଗଲା, ଜୀବନ ବି ରହିଗଲା ବାକି ଏ ଜୀବନ ପୂର୍ଣ୍ଣ କର ମାଗିଲି ମୁଁ ତୁମରି ଦୁଆରେ ତୁମେ ରହିଲ ଅଜଣା କେଉଁ ଏକ ନିଭୃତ ମନ୍ଦିରେ ଚାଲିଲାନି ଗୋଡ଼ ହାତ ମଥା ମୋର ହୋଇଲା ଅବଶ ଯେତେ ସବୁ ଚିହ୍ନା…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୦)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୦ ଆବରଣରେ ଢାଙ୍କି ଦେଇଥାଏ କିଏ ଶହେରୁ ଶହେ ନିଜକୁ। ସତ୍ତା ତା' ତଳେ ଥାଇ ଥରେ ଜାଗ୍ରତ ହେଲେ ଅନାବରଣ ହୁଏ ପରସ୍ତ ପରସ୍ତ ଅନ୍ଧକାର। ମାତୃଗର୍ଭରେ ପିଣ୍ଡରହେ ଯେତେବେଳେ ସେ ଆଲୋକ ଆଡକୁ ସମ୍ପ୍ରସାରିତ ହୁଏ।ଏଇ ଗତିଶୀଳ…

ବିପଦରେ ଶିକ୍ଷା

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ " ଅଲ ଅଫ ଲାଇଫ ଇଜ ଏଡୁକେସନ ଆଣ୍ଡ ଏଭରିବଡି ଇଜ ଏ ଟିଚର ଆଣ୍ଡ ଏଭରିବଡି ଇଜ ଫରଏଭର ଏ ପିଉପିଲ : ଆବ୍ରହାମ ମାସଲୋ ଶିକ୍ଷା ଯେ କେବଳ ବିଦ୍ୟାଳୟର ଚାରିକାନ୍ଥ ଭିତରେ ସୀମିତ ତାହା ନୁହେଁ ଜୀଵନ ରୂପକ ଏଇ ବିରାଟ ଶିକ୍ଷାନୁଷ୍ଠାନର ପ୍ରତି ପାଦରେ…

ଅନୁବାଦ କବିତା : ବନଲତା ସେନ

ମୂଳ ବଙ୍ଗଳା : ଜୀବନାନନ୍ଦ ଦାଶ  ହଜାର ବରଷ ଧରି ଚାଲିଛି ଅନେକ ପଥ ଏଇ ପୃଥିବୀରେ ସିଂହଳ ର ଦ୍ବୀପଠାରୁ ନିଶୀଥର ଅନ୍ଧକାରେ , ମଳୟ ସାଗରେ ବୁଲିଛି ଅନେକ ବାଟ , ବିମ୍ବିସାର, ଅଶୋକଙ୍କ , ଧୂସର ଜଗତେ ଥିଲି ମୁହିଁ , ଆହୁରିବି ଦୂର ଅନ୍ଧକାରେ ,ବିଦର୍ଭ ନଗରେ ମୁଁ ଏକ କ୍ଲାନ୍ତ ପ୍ରାଣ ,…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୫୯)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୯ ଆରେ ଆମକୁ ସାଧାରଣ ଭାବୁଛ କାହିଁକି ....ଟିକିଏ ଆଦର ଦେଇ ଦେଖ,ଆମେ ମହକେଇଦେବୁ ତୁମ ପୃଥିବୀକୁ। ପରସ୍ତ ପରସ୍ତ କ୍ଷୋଭ ଆମର ତରଳିଯାଏ ସାମାନ୍ୟ ଆଦରର ଉଷ୍ଣ ପରଶରେ । ଅଥଚ , ତୁମେସବୁ କ୍ଷତାକ୍ତ କରିପାର ଅନେକ ପ୍ରକାରେ।…