Latest Odisha News

BREAKING NEWS

Browsing Category

ସାହିତ୍ୟ

‘ସାମ୍ପ୍ରତିକ ସାହିତ୍ୟର ବିବିଧ ଦିଗନ୍ତ’ ଶୀର୍ଷକରେ ଆନ୍ତର୍ଜାତୀୟ ଗବେଷଣା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : ଫକୀରମୋହନ ଫାଉଣ୍ଡେସନ, ନୂଆ ଦିଲ୍ଲୀ, ଓଡ଼ିଶା ଶାଖା ଓ କାନ୍ସ କଲଚରାଲ ସେଣ୍ଟର, ଟରୋଣ୍ଟୋ, କାନାଡ଼ାର ମିଳିତ ସହଯୋଗରେ "ସାମ୍ପ୍ରତିକ ସାହିତ୍ୟର ବିବିଧ ଦିଗନ୍ତ" ଶୀର୍ଷକରେ ଦଶଦିବସୀୟ ଆନ୍ତର୍ଜାତୀୟ ଗବେଷଣାର ଉଦଯାପନୀ ପର୍ବ ୱେବିନାର ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି ।…

କବିତା : ଗାନ୍ଧୀ

ଗଦାଧର ସାହୁ  ତୁମେ ତୁମ ଇଚ୍ଛାରେ ଆଖି ଖୋଲ କି ବନ୍ଦ କର ... ସବୁବେଳେ ଦେଖ ଗୋଟେ ଠେଙ୍ଗା ଅଣ୍ଟା ଓହଳା ଘଣ୍ଟା ଖଣ୍ଡେ ଖଦଡ ଗୋଟେ ବିଶ୍ଵାକୃତି ଚଷମା । ଆଚରଣ, ଉଚ୍ଚାରଣରେ ସତ୍ୟ ବଚନ ଅହିଂସା ନୀତି ଶାନ୍ତି ସହବସ୍ଥାନ ସ୍ଵଚ୍ଛ ପରିବେଷ । ଏବେ ସେ ନାହାଁନ୍ତି ଆମେ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୫୪)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୪ ଦିନ ଗଣିବନି....। ନିଜକୁ  ଜାହିର କରିବନି...। କେତେ ବର୍ଷ ବିତିବ ଏମିତି? ମନର ପ୍ରଶ୍ନ କାହାକୁ ନପଚାରି କେବଳ ଧନ୍ଦି ହେବ ନିଜେ ? ଇଏ ବି ଜୀବନ! ତିଥିର ସମୟ ଏଇଟା। ସନ୍ଧ୍ୟା ପାଞ୍ଚରୁ  ରାତି ଏଗାର। ହଜିହଜି…

ଚତୁର୍ଥୀ ଜହ୍ନ ଓ ଅପବାଦ

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ....  ନିକଟ ଅତୀତରେ ଫେସବୁକରେ ଜଣେ ସାହିତ୍ୟିକ ବନ୍ଧୁ ଶିବାଶିଷ ପାଢୀଙ୍କ ଚତୁର୍ଥୀ ଜହ୍ନ ସମ୍ବନ୍ଧୀୟ ଗଳ୍ପଟି ପଢୁ ପଢୁ ମୋ ଜୀବନରେ ଘଟି ଯାଇଥିବା ସେମିତି ଏକ ବିଚିତ୍ର ଘଟଣା ମନେ ପଡିଗଲା, ଯଦିଓ ଚତୁର୍ଥୀ ଚନ୍ଦ୍ର ଦର୍ଶନ ସହ ଏହା ବିଶୁଦ୍ଧ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୫୩)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୩ ଶୀତଦିନିଆ କାଲୁଆ ପବନକୁ ଖାତିର ନକରି ଆଖୁ ବୋଝେଇ ଶଗଡ ଗାଡି ନେଇ ଯାଉଥିବା ମଙ୍ଗଳୁ, ପରଭା, ଚଇତନ, ପରଶୁ ଇତ୍ୟାଦି ଛୋଟ ଅମୃତାକୁ ଗେଟ୍ ପାଖରେ ଦେଖିଲେ କିଛି ଆଖୁ ଗେଟ ଡିଆଁଇ ଭିତରକୁ ଫିଙ୍ଗି ଦିଅନ୍ତି। ସତେ ଯେମିତି…

କବିତା : ଆ, ଗୋଟେ କବିତା ଲେଖିବା

ସୁମିତା ଚାରୁଦର୍ଶିନୀ ବେହେରା  ଆ, ଗୋଟେ କବିତା ଲେଖିବା ଯେଉଁଠି ନ ଥିବ ଜହ୍ନଦାହର କଥା ବେଳାତଟେ ବିବଶତା ମଥା ପିଟିବାର କଥା ଅବା ଟୁକୁଡା ହୃଦୟର ବ୍ୟଞ୍ଜନା ଘନଘୋର କଳାବାଦଲର ଚଞ୍ଚକତା ଅବା ପ୍ରାଚୁର୍ଯ୍ୟ ର ପୋଷାକରେ ଅନାହାରୀ ପ୍ରେମର ଗାଥା ବରଂ ଥିବ ସେଠି ଫୁଲ ପାଖୁଡ଼ା ର…

ଅନୁବାଦ କବିତା : ଛାଡ଼ପତ୍ର

ବିଶ୍ୱ ଅନୁବାଦ ଦିବସ ଉପଲକ୍ଷେ..... ମୂଳ ବଙ୍ଗଳା : ସୁକାନ୍ତ ଭଟ୍ଟାଚାର୍ଯ୍ୟ  ଭୁମିଷ୍ଠ ହେଲା ଯେ ଶିଶୁ ଆଜି ଏ ରାତିରେ ତା ମୁହଁରୁ ପାଇଲି ଖବର ସେ ପାଇଛି ଏକ ଛାଡ଼ପତ୍ର ନୂଆ ବିଶ୍ୱ ଦରବାରେ କରେ ତେଣୁ ଜାହିର ସେ ଅଧିକାର ତା'ର ଜନ୍ମହେଲା ମାତ୍ରେ ଏକ ତୀବ୍ର ଚିତ୍କାରରେ ।…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୫୨ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୨  ମୌଖିକ ପରୀକ୍ଷା ଭାରି ମଜାଦାର। ପାଠ ସହ ଟିକିଏ ହସଖୁସି ରହିବା ବାଞ୍ଛନୀୟ। ପଢାବହିରୁ  ସାଧାରଣ ଜ୍ଞାନ ମିଶେଇ ପ୍ରଶ୍ନ ପଚରାଯାଏ।ଓରାଲ ମ । ସବୁ ଉତ୍ତର କ'ଣ ଠିକ୍ ଥାଏ ? କିଛି ଉତ୍ତର  ଅବାନ୍ତର ଥାଏ।ଆଉ କିଛି …

ଓଡ଼ିଆ ଭାଷା ସାହିତ୍ୟକୁ ଗୌରୀ କୁମାରଙ୍କ ଦାନ ଅତୁଳନୀୟ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ , ସଭାପତି ହୃଷିକେଶ ମଲ୍ଲିକଙ୍କ ପୋୖରହିତ୍ୟରେ , ସ୍ଥାନୀୟ ସଂସ୍କୃତି ଭବନରେ ବାଗ୍ମୀ ଗୌରୀ କୁମାର ବ୍ରହ୍ମାଙ୍କର ରାଜ୍ୟସ୍ତରୀୟ ଶ୍ରଦ୍ଧୋତ୍ସବ ପାଳନ ଉପଲକ୍ଷେ, ଏକ ସାରସ୍ୱତ ସଭା ଆୟୋଜିତ ହୋଇଯାଇଛି। ଏହି ସଭାରେ ବିବେକାନନ୍ଦ ପାଣିଗ୍ରାହୀ…

କବିତା : ନାୟକ

ଗଦାଧର ସାହୁ  ମୁଁ ତମେ ସେମାନେ ମିଳିମିଶି ପରସ୍ପରର ଭୁଲ୍ ଠିକ୍ ବୁଝୁ । ସମସ୍ୟା ବାହାରିଲେ ସମାଧାନ କରିଥାଉ । ସଫଳତାର ଶ୍ରେୟ ସମସ୍ତେ ଚାହାଁନ୍ତି । ବିଫଳ ହେଲେ ଦାୟୀ ନୁହଁ ଜଣେ ବି ନା ସେ ମୁଁ ।