Latest Odisha News

BREAKING NEWS

Browsing Category

ସାହିତ୍ୟ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ଗାନ୍ଧିଜୀ ଇନ୍ ଓଡ଼ିଶା’ ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନ ସମୟର କୃତି ଓ କୀର୍ତ୍ତିର ସ୍ମୃତିରେ ଇଂରାଜୀ ଭାଷାରେ ରଚିତ ପୁସ୍ତକ "ଗାନ୍ଧିଜୀ ଇନ୍ ଓଡ଼ିଶା " ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇ ଯାଇଛି। ଏହି…

କେଦାର ମିଶ ଓ ସଞ୍ଜୟ କୁମାର ବାଗ ପାଇବେ ଡ. ପ୍ରଫେସର ଭୁବନେଶ୍ୱର ବେହେରା ସାହିତ୍ୟ ସମ୍ମାନ

ଭବାନୀପାଟଣା : ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ୨୦୨୦ ପାଇଁ କେଦାର ମିଶ୍ର ଏବଂ ୨୦୨୧ ପାଇଁ ସଞ୍ଜୟ କୁମାର ବାଗ, ରାଜ୍ୟସ୍ତରୀୟ ଡ. ପ୍ରଫେସର ଭୁବନେଶ୍ୱର ବେହେରା ସାହିତ୍ୟ ସମ୍ମାନ ପାଇବେ ବୋଲି ସୂଚନା ଦିଆଯାଇଛି। ଡ. ପ୍ରଫେସର ଭୁବନେଶ୍ୱର ବେହେରା ସାହିତ୍ୟ ସମ୍ମାନ ଚୟନ କମିଟି…

କୁଳାଙ୍ଗାର ଉବାଚ : ଚାହାପିଆ କବି

ଗରମା ଗରମ ଚାହା ପିଇବା ପାଇଁ କବି ପହଁଚିଲେ ବନ୍ଧୁଙ୍କ ଘରେ ଯାଇ! ବନ୍ଧୁପତ୍ନୀ କହିଲେ ନାହାନ୍ତି ଘରେ କବି କହିଲେ ରୁହ ମୁଁ ଫୋନ୍ କରେ! ବନ୍ଧୁପତ୍ନୀ କହିଲେ ଉଠାନ୍ତିନି ବୋଲି ଆଜି ଫୋନଟା ଉଠେଇ ରଖିଦେଲି! କବି ଚାଲିଲେ ଚାହା ଦୋକାନକୁ ଦେଖିଲେ ସେଠି ଚାହା ପିଉଛି ଫେକୁ!…

ଅନୁବାଦ କବିତା : ସେ ପ୍ଲମ୍ୱରର ନାଁ କ’ଣ ?

ମୂଳ ହିନ୍ଦୀ : ରାଜେଶ ଜୋଶୀ  ମୁଁ ଦୁନିଆର କେତେ ଏକଛତ୍ରବାଦୀଙ୍କ ଜୀବନୀ ପଢିସାରିଛି କେତେ ଦୁର୍ଦ୍ଦାନ୍ତ ହତ୍ୟାକାରୀଙ୍କ ବିଷୟରେ ବି ଜାଣିଛି ବହୁତ କିଛି ଦୁର୍ନୀତି ଓ ଯୌନ ପ୍ରକରଣମାନଙ୍କରେ ଚର୍ଚ୍ଚିତ ବହୁତ ଉଚ୍ଚ ଅଧିକାରୀଙ୍କ ବିଷୟରେ ତ କହିପାରିବି ଅନେକ କିଛି ଅନ୍ତରଙ୍ଗ କଥା…

ମୋ ସ୍ୱପ୍ନର ଭାରତ ଓ ପୂର୍ଣ୍ଣ ସ୍ୱରାଜ

ମୂଳ ରଚନା : ମୋହନଦାସ କରମଚନ୍ଦ ଗାନ୍ଧୀ ସ୍ୱରାଜ- ଏକ ପବିତ୍ର ବୈଦିକ ଶବ୍ଦ । ଏହାର ଅର୍ଥ ନିଜ ଉପରେ ନିଜେ ରାଜୁତି କରିବା । ଏହା ସ୍ୱେଚ୍ଛାଚାରିତା ନୁହେଁ ବରଂ ଆତ୍ମ ସୁପରିଚାଳନାର ଏକ ସହଜ ଓ ସରଳ ମାର୍ଗ । ଶରୀର, ମନ, ବୁଦ୍ଧି, ବିଚାର ଓ ବିବେକ ଉପରେ ଅବିନାଶୀ ଆତ୍ମାର ନିୟନ୍ତ୍ରଣ…

ଗଳ୍ପ : ଗାନ୍ଧୀବାଦୀ

ସୁନୀତା ପ୍ରଧାନ  ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ଜଣେ ପରମ ଗାନ୍ଧୀ ଭକ୍ତ ହେଉଛନ୍ତି ବିପ୍ଳବ ବାବୁ। ସତ୍ୟ, ଅଂହିସା ର ପୃଷ୍ଠ ପୋଷକ ତଥା ଦୁର୍ନୀତି ଲାଞ୍ଚ ମିଛ ଖଚକୁ ଖୁବ୍ ଘୃଣା କରୁଥିବା ଏ ଯୁଗର ଏକ ବିରଳ ବ୍ୟକ୍ତିତ୍ଵ । ପେଶାରେ ଜଣେ ପ୍ରାଥମିକ ଶିକ୍ଷକ ବିପ୍ଳବ…

‘ସାମ୍ପ୍ରତିକ ସାହିତ୍ୟର ବିବିଧ ଦିଗନ୍ତ’ ଶୀର୍ଷକରେ ଆନ୍ତର୍ଜାତୀୟ ଗବେଷଣା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : ଫକୀରମୋହନ ଫାଉଣ୍ଡେସନ, ନୂଆ ଦିଲ୍ଲୀ, ଓଡ଼ିଶା ଶାଖା ଓ କାନ୍ସ କଲଚରାଲ ସେଣ୍ଟର, ଟରୋଣ୍ଟୋ, କାନାଡ଼ାର ମିଳିତ ସହଯୋଗରେ "ସାମ୍ପ୍ରତିକ ସାହିତ୍ୟର ବିବିଧ ଦିଗନ୍ତ" ଶୀର୍ଷକରେ ଦଶଦିବସୀୟ ଆନ୍ତର୍ଜାତୀୟ ଗବେଷଣାର ଉଦଯାପନୀ ପର୍ବ ୱେବିନାର ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି ।…

କବିତା : ଗାନ୍ଧୀ

ଗଦାଧର ସାହୁ  ତୁମେ ତୁମ ଇଚ୍ଛାରେ ଆଖି ଖୋଲ କି ବନ୍ଦ କର ... ସବୁବେଳେ ଦେଖ ଗୋଟେ ଠେଙ୍ଗା ଅଣ୍ଟା ଓହଳା ଘଣ୍ଟା ଖଣ୍ଡେ ଖଦଡ ଗୋଟେ ବିଶ୍ଵାକୃତି ଚଷମା । ଆଚରଣ, ଉଚ୍ଚାରଣରେ ସତ୍ୟ ବଚନ ଅହିଂସା ନୀତି ଶାନ୍ତି ସହବସ୍ଥାନ ସ୍ଵଚ୍ଛ ପରିବେଷ । ଏବେ ସେ ନାହାଁନ୍ତି ଆମେ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୫୪)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୪ ଦିନ ଗଣିବନି....। ନିଜକୁ  ଜାହିର କରିବନି...। କେତେ ବର୍ଷ ବିତିବ ଏମିତି? ମନର ପ୍ରଶ୍ନ କାହାକୁ ନପଚାରି କେବଳ ଧନ୍ଦି ହେବ ନିଜେ ? ଇଏ ବି ଜୀବନ! ତିଥିର ସମୟ ଏଇଟା। ସନ୍ଧ୍ୟା ପାଞ୍ଚରୁ  ରାତି ଏଗାର। ହଜିହଜି…

ଚତୁର୍ଥୀ ଜହ୍ନ ଓ ଅପବାଦ

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ....  ନିକଟ ଅତୀତରେ ଫେସବୁକରେ ଜଣେ ସାହିତ୍ୟିକ ବନ୍ଧୁ ଶିବାଶିଷ ପାଢୀଙ୍କ ଚତୁର୍ଥୀ ଜହ୍ନ ସମ୍ବନ୍ଧୀୟ ଗଳ୍ପଟି ପଢୁ ପଢୁ ମୋ ଜୀବନରେ ଘଟି ଯାଇଥିବା ସେମିତି ଏକ ବିଚିତ୍ର ଘଟଣା ମନେ ପଡିଗଲା, ଯଦିଓ ଚତୁର୍ଥୀ ଚନ୍ଦ୍ର ଦର୍ଶନ ସହ ଏହା ବିଶୁଦ୍ଧ…