Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨୫ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୫ ବିକାଶ,  ପାଠ ପଢିବାକୁ  ବସ, କେହି କହୁନଥିଲେ ଆଉ। ସ୍ବର , ଶବ୍ଦ  ହଜିଯାଇଥିଲା  ଆମଘରୁ । ଖେଳିବାକୁ  ମନ ମୋ'ର ନଥିଲା। କାଦୁଅ ମେଞ୍ଚାଭଳି ଜୀବନଟା ପଡିରହିଥିଲା। ଦିଦି ସର୍ବସ୍ଵ ପୃଥିବୀରେ ଆଉ କାହାରି ପ୍ରବେଶ…

ଗଳ୍ପ : ବିଶ୍ୱାସର ରାତିଟିଏ

ସୁଜାତା ମହାପାତ୍ର  ସେଦିନ ବି ଥିଲା ଏଇମିତି ଏକ ଅନ୍ଧକରାଚ୍ଛନ୍ନ ବର୍ଷୁକୀ ରାତି ଜନ୍ମାଷ୍ଟମୀର । ଘଡଘଡି ନିଜର ପୂର୍ଣ୍ଣ ଉନ୍ମାଦନାରେ, ସାମ୍ନାରୁ ଲହଡି ଭଳି ମାଡି ଆସୁଥାଏ ବର୍ଷାପାଣି ଓଭର ବ୍ରିଜର ରାସ୍ତା ଉପରେ । ପ୍ରଥମ ଗର୍ଭ ଯନ୍ତ୍ରଣା! ଯନ୍ତ୍ରଣା ଖୁସିର କି କଷ୍ଟର, ପୂର୍ଣ୍ଣତା…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨୪ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୪ ସାଙ୍ଗମାନେ ଏତେ ନିର୍ଦ୍ଦୟ ! ନିଜର ଭାବିବା ଦୂରେଥାଉ ଶାଗୁଣା ମଢ ଖାଇଲାଭଳି  ବେଢିଯାଆନ୍ତି ଚାରିପାଖ। ଫୁରସତ  ପାଇଲେ ପଳେପଳେ ଖାଇଯାଆନ୍ତି, ଶୋଷି ନିଅନ୍ତି ରକ୍ତ।  'ପୁଅପିଲା ହୋଇ ସେ ଝିଅମାନଙ୍କଭଳି କାହିଁକି…

ମୋ ଲେଖା ମୋ ଦୁନିଆ ପକ୍ଷରୁ ରାଜ୍ୟ ସ୍ତରୀୟ ଅନଲାଇନ କବିତା ଆସର

କଳାହାଣ୍ଡି : ପବିତ୍ର ଜନ୍ମାଷ୍ଟମୀ ଅବସରରେ 'ମୋ ଲେଖା ମୋ ଦୁନିଆ' ଅନୁକୂଲ୍ୟରେ ଏକ ରାଜ୍ୟ ସ୍ତରୀୟ ଅନଲାଇନ କବିତା ଆସର ଆୟୋଜିତ ହୋଇଯାଇଛି । ଏହି କବିତା ଆସରରେ ମୁଖ୍ୟ ଅତିଥି ଭାବରେ କଲିକତାରୁ କବି ତଥା ଯୋଗଗୁରୁ ସନାତନ ମହାକୁଡ଼ ଯୋଗ ଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨୩ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୩ ରୂପାନ୍ତରିତ ହେଉଥିଲା  ମଣିଷ।  ପୋଷାକ ପରିବର୍ତ୍ତନ ନା ଖୋଳପାର ବିବର୍ତ୍ତନ । ଦ୍ବିଧା ବିଭକ୍ତ ସତ୍ତା ସେବେଳରେ ।    ପାଦତଳେ ଥିଲା ମାଟି,  ଆକାଶରେ ରହୁଥିଲା  ମନ। ମନରେ ମନରେ ଝିଅର ସ୍ବପ୍ନ ,କିନ୍ତୁ,  ଦେହରେ…

କବିତା : ଯୁଦ୍ଧ

ରବି ପଣ୍ଡା ଚାରିଆଡ଼େ କୋଳାହଳ କରୋନାର କରାଳ ଆତଙ୍କ ମ୍ରୁତ୍ୟୁର ପରୱାନା ପରି, ମହାମାରୀ ଅଣାୟତ୍ତ ଭାରି ଅଦ୍ରୁଶ୍ୟ କୋକୁଆ ଆସେ, ମହାକାଳ ସତେ ତାର ରୂପ ଜୀବନଟା କେତେ ଶୂନ୍ଯସ୍ଥାନ, ଏବେ ଅବା ହୁଅଇ ପ୍ରତ୍ୟକ୍ଷ। ଆପଣାର ଆର୍ତ୍ତନାଦ ମଣିଷକୁ କରୁଛି ସ୍ଥବିର, ନିଜେ ହିଁ ବଞ୍ଚିବା…

ପୁସ୍ତକ ପରିଚୟ : ଶ୍ରୀଜଗନ୍ନାଥ

ଶ୍ରୀଜଗନ୍ନାଥ ମୂଳ ବଙ୍ଗଳା : ଶେଖ ମକବୁଲ ଇସଲାମ ଅନୁବାଦ : ପ୍ରଦୀପ କୁମାର ରାୟ ପ୍ରକାଶକ ଆଦିତ୍ୟ ଭାରତ ଇ ୩୯୫ , ସେକ୍ଟର - ୬ ସିଡିଏ କଟକ - ୭୫୩୦୧୪ ପୃଷ୍ଠା : ୯୪ ମୂଲ୍ୟ : ୧୨୦ ଟଙ୍କା ଓଡ଼ିଶା ତଥା ଓଡ଼ିଆ ପ୍ରାଣର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭାବ ଶାସ୍ତ୍ର ଏବଂ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨୨ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୨ ମାଆ ଆଜି କି ସୁନ୍ଦର ଟେବୁଲ କ୍ଲଥ ବନେଇଚି। ସତରେ ସେ ମନହେଲେ ହାତ ଏମ୍ବ୍ରୟୋଡରି କରେ  ନିଖୁଣଭାବରେ।  ନହଲେ ପଡିଥିବ କନା,ଛୁଞ୍ଚିସୂତା  ସେମିତି ଧୂଳିସରସର ହୋଇ। ହାତକାମ ବହୁତ ବଢିଆ ତା'ର। ମେସିନ୍ କିଣିଦବାକୁ…

କବିତା : ତନ୍ଦ୍ରାଭଙ୍ଗ

ଆରତୀ ପଟ୍ଟଯୋଷୀ ସପନ ଦେଖିଲି ତୁମେ ଆସିଥିଲ ବସିଥିଲ ମୋର ପାଶେ, ଆକାଶରେ ଥିଲା ଉଜ୍ଜ୍ୱଳ ଶୀତାଂଶୁ ଜ୍ୟୋସ୍ନାଢାଳି ଚଉପାଶେ। କିଛି କହିଥିଲ କିଛି ଶୁଣିଥିଲ କିଛି ରହିଗଲା ବାକି, ତୁମ କଞ୍ଜନେତ୍ର ପାଗଳ କରିଲା ଚନ୍ଦନ କସ୍ତୁରୀ ସାକ୍ଷୀ। ଝରି ପଡୁଥିଲା ବୃକ୍ଷରୁ ବଉଳ ରାତି…

ପ୍ରତିଭା ରାୟ ପାଇବେ ‘ଉତ୍କଳ ରତ୍ନ’

କଟକ : ବିଶିଷ୍ଟ ସାରସ୍ୱତ ଅନୁଷ୍ଠାନ "ଉତ୍କଳ ସାହିତ୍ୟ ସମାଜ " ପକ୍ଷରୁ ସାହିତ୍ୟିକା ପ୍ରତିଭା ରାୟଙ୍କୁ ଚଳିତ ବର୍ଷ ପାଇଁ ସର୍ବୋଚ୍ଚ ସମ୍ମାନ "ଉତ୍କଳ ରତ୍ନ" ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି। ସେଇ ଭଳି ଭୀମ ପୃଷ୍ଟି , "ଶୁକଦେବ ସାହୁ ଉପନ୍ୟାସ ସମ୍ମାନ ," ଆର୍ଯ୍ୟ ଯଜ୍ଞଦତ୍ତ,…