Latest Odisha News
Browsing Category

ସାହିତ୍ୟ

ଗଳ୍ପ : ଝିଅ

ଦେବଜ୍ଯୋତି ଅବିନାଶ  ଖଟ ଉପରେ ସେମିତି ଶୋଇ ରହିଥାନ୍ତି ହରିହର ବାବୁ। ବୟସ ୮୦ ଉପରେ । ୨ ବର୍ଷ ହେଲା ଶରୀର ଅଚଳ। ତାଙ୍କୁ ଖୁଆଇ ଦେଇ ସାରି ଅରୁଣିମା ଯାଇଛି ରୋଷେଇ ଘରକୁ, କ୍ଷୀର ଗରମ କରି ଆଣିବ ବୋଲି। ଅରୁଣିମା ତାଙ୍କର ଗୋଟିଏ ବୋଲି ଝିଅ, ତିନି ଭାଇ ଭଉଣୀ ଭିତରୁ ସବୁଠୁ ସାନ।…

ଅକ୍ଟୋବର ୨ରେ ଉନ୍ମୋଚିତ ହେବ ‘ ଗାନ୍ଧୀ ସୌରଭ ‘ ସ୍ମରଣୀକା

ବ୍ରହ୍ମପୁର : ମହାତ୍ମା ଗାନ୍ଧୀଙ୍କ ବ୍ରହ୍ମପୁର ଆଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ, ଶତ ବାର୍ଷିକୀ ଉତ୍ସବ ପାଳନ ସ୍ମରଣୀକା କମିଟିର  ଏକ ବୈଠକ , ସ୍ଥାନୀୟ କେ.ସି. ପବ୍ଲିକ ସ୍କୁଲ ପରିସରରେ , ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଏକ ସ୍ମରଣୀକା "ଗାନ୍ଧୀ ସୌରଭ" ଆସନ୍ତା ଅକ୍ଟୋବର ୨ ରେ…

କବିତା : ସେ

ମାନସ ରଞ୍ଜନ ନାୟକ ବୟସର ଅପରାହ୍ନରେ ଅତୀତର ମଧ୍ୟାହ୍ନ ସ୍ମୃତିରେ ବିଭୋର ଲାଜକୁଳି ଆଖିର ଇସାରା ସତେକି ସୁନ୍ଦର ! ଅପରିପକ୍ବ ଜୀବନରେ ସତେ ଅବା ପ୍ରେମର ରାଗିଣୀ ମଲ୍ହାର ଦଶନ୍ଧି ଦଶନ୍ଧି ପରେ ଏବେ ପରିବର୍ତ୍ତିତ ଏକ ଆବେଗିକ ସମ୍ଭାର । ଚପଳ ମନରେ ଆଲୋଡିତ କେଉଁ ଏକ ଅସ୍ପଷ୍ଟ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଅନୁରାଗର ରଙ୍ଗ " ହୃଦୟ ଦେଇ ତୁମକୁ ଜିତିବାକୁ ଚାହେଁ ...ଏତିକି ହିଁ ମୁଁ ତୁମକୁ ଲେଖିବାକୁ ଚାହୁଁଥିବା ଧାଡିମାନଙ୍କର ସାରାଂଶ ।" ଏମିତି କିଛି ଶୁଣେଇଥିଲ ପୂର୍ବବର୍ତ୍ତି ଚିଠିର ଉତ୍ତରରେ ମୁଁ ଅର୍ଦ୍ଧଚେତନ ଅବସ୍ଥାରେ ଲୁହ ଲୁହ ଥିଲାବେଳେ । ତୁମ ପାଖରୁ ଏହି ଉତ୍ତର ଆସୁଥିଲାବେଳେ…

ରଞ୍ଜନ କୁମାର ଦାସଙ୍କ କବିତା ସଙ୍କଳନ ‘ସମୟର ସାତରଙ୍ଗ’ ଉନ୍ମୋଚିତ

ଭୁବନେଶ୍ବର: ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକସ ଆନୁକୂଲ୍ୟରେ ଆୟୋଜିତ ଏକ ଉତ୍ସବରେ , କବି ତଥା ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଦ୍ବାଦଶ କବିତା ସଙ୍କଳନ "ସମୟର ସାତରଙ୍ଗ" ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ହୃଷିକେଶ ମଲ୍ଲିକ ମୁଖ୍ୟଅତିଥି ଭାବେ…

ମୋ କବିତା, ଏକୁଟିଆ ଲୋକର ମନର କଥା : ଭାରତ ମାଝୀ

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା କବି ଭାରତ ମାଝୀ । ଲେଖନୀ ଚାଳନାରେ ସେ ଫୁଟେଇ ପାରନ୍ତି ଜୀବନ୍ତ କବିତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପା ଯାଇ ପାରେନା । ହାଇୱେରେ କୁହୁଡ଼ି, ମାର୍ଫତ ଫୁଟପାଥ, ଭାରତ ମାଝୀ ଡଟ କମ, ମହାନଗର ପଦ୍ୟ, ମାଝୀ ଗୀତ,…

‘ମହାପାତ୍ର ନୀଳମଣି ସାହୁଙ୍କ ସ୍ମରଣୀୟ ଗଳ୍ପ’ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ସ୍ବର୍ଗତଃ ମହାପାତ୍ର ନୀଳମଣି ସାହୁଙ୍କ ପୁତ୍ର ସ୍ବର୍ଗତଃ ଗୁରୁପ୍ରସାଦ ମହାପାତ୍ରଙ୍କ ସଂକଳିତ ପୁସ୍ତକ ‘ମହାପାତ୍ର ନୀଳମଣି ସାହୁଙ୍କ ସ୍ମରଣୀୟ ଗଳ୍ପ’ ନୂଆଦିଲ୍ଲୀଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ।…

କବିତା : ପ୍ରିୟ ବନ୍ଧୁ

ଦୀପକ କୁମାର ନାୟକ ଧର୍ମଶାଳା ଯାଜପୁର ହସ ଟିକେ ତୋର କାହାକୁ ଦେବାର ନାହିଁ ଲୁହ ଟୋପେ ତୋର ଗଙ୍ଗାକୂଳକୁ ଯିବାର ନାହିଁ ବନ୍ଧୁଟିଏ ତୋର ଚଲା ବାଟେ ହେବି ଫୁଲ l ଦୁଃଖ ଆସିଲେ ଥିବି ପାଖେ ସୁଖ ଦେବି ନେବିନାହିଁ ଭାଗ ତୋ ସୁଖର l ଆସୁ ଯେତେ ଭିଡ ମୋଡ ଜୀବନ ଚଲା ପଥେ…

କୁଳାଙ୍ଗାର ଉବାଚ : ଡେଙ୍ଗୁକୁ ଡର କାହିଁକି

ଗୋଟେ ଡେଙ୍ଗୁମଶା ସହିତ ଜଣେ ସାଧା ମଶାର ହୋଇଗଲା ଭେଟ; ପଚାରିଲା ଭାଇ ଏବେ ସହରେ ତମେ ତ ଭଲ ଲଗେଇଚ ନାଟ ! ଡେଙ୍ଗୁ ମଶା କହିଲା ଭାଇଫାଇ ନୁହଁ, ଏବେ ଡାକିବୁ ମୋତେ ସାର୍; ଏବେ ଆଉ ନିଜକୁ ନେତା ନୁହେଁ ଭାବୁଛି ଗୋଟେ ବଡ ଅଫିସର୍! ସାଦା ମଶା କହିଲା ଉଭୟ ତ ଥାଆନ୍ତି ଜନତାଙ୍କ…

କବିତା : ଗର୍ଭପାତ

ମନୋଜ ରଥ  ଗତ କାଲି ରୁନ୍ଧି ହେଇ ପଡ଼ୁଥିଲା ରାତି ପବନର ନଥିଲା ସୋର ଶବ୍ଦ ତାଳହୀନ ବୃକ୍ଷ ଡାଳ , ସନ୍ତପ୍ତ ବନସ୍ପତି ବିଶ୍ୱାସ ଦେହରୁ ଶୁଖି ଆସୁଥିଲା ରକ୍ତ ଅଠା ଅଠା ହୋଇ ଯାଉଥିଲା ମାଟିର ତଣ୍ଟି ରାତିର ଆଖିରେ ନଥିଲା ନିଦ ଗୁମ ସୁମ ମେଘ , ଆକାଶ ଅଣ ନିଃଶ୍ଵାସୀ ଯକ୍ଷ ଭୁଲି…