Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ପରିବ୍ରାଜକଟିଏ ମୋ ଦେଶରେ

ସ୍ମୃତି ରଞ୍ଜନ ତ୍ରିପାଠୀ ପଚାରନା ମୋ ଘର ଠିକଣା ଏଇ ସେ ସରହଦ୍ ବାହାରେ କୁଆଡେ ଏବେ ଏବେ ଶବ ମୁହଁରେ ଗୁଞ୍ଜି ଦେଇଆସିଛି ବଳକା ଆୟୁଷ ମାନଙ୍କ ପଞ୍ଜୀକରଣ ବୀମା ଆଗାମୀ ଲୋଭ ମାନଙ୍କ ଦାୟାଦ ଆଗରେ, କହିପାର ତୁମେ ଦେଶ ପାଇଁ ଜୀବନର ଗାଥା ଗାଉଥିବା ଗୋଟିଏ ପରିବ୍ରାଜକର ଅସଜଡ଼ା କବିତାର…

କିଟ୍‍ ବିଶ୍ୱବିଦ୍ୟାଳୟର ୧୭ତମ ସମାବର୍ତ୍ତନ

ବିଗତ ବର୍ଷଗୁଡ଼ିକରେ ଅତିବାହିତ ହୋଇଥିବା ସମୟ ଏବଂ ୨୦୨୧ଠାରୁ ଆରମ୍ଭ ହୋଇଥିବା ସମୟ ମଧ୍ୟରେ ଏକ ବିରାଟ ପରିବର୍ତ୍ତନ ଦେଖା ଦେଇଛି। ଠିକ୍‍ ଏକ ଶତାବ୍ଦୀ ତଳେ ସ୍ପେନିସ୍‍ ଫ୍ଲୁ ଭଳି ଏକ ମାରାତ୍ମକ ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିଥିଲା। ଶହେବର୍ଷ ପରେ ଗତବର୍ଷ ବିଶ୍ୱ ଯେଉଁ ସଙ୍କଟମୟ…

କୁଳାଙ୍ଗାର ଉବାଚ : ପାଞ୍ଚଟା ପଞ୍ଚ୍

(୧) ଅନ୍-ଲାଇନ ଷ୍ଟୋରର ମାଲିକମାନେ ଗୋଟେ ଗୋଟେ ଇଶ୍ବର ନଚେତ୍ ସାକ୍ଷାତ ଚୋର; ଏହି ଜିଜ୍ଞାସାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ନିହାତି ଦର୍କାର! ଯଦି ସେମାନେ ଏସବୁ ନୁହନ୍ତି, ଏତେ ଶସ୍ତାରେ ଜିନିଷ ସବୁ କୋଉଠୁ ଆଣି ଦିଅନ୍ତି? (୨) ନାନା ଦୁର୍ଘଟଣାରେ ଦଳଦଳ ଲୋକ…

ଅନୁବାଦ କବିତା : ଏକ‌ ‌ଉଦ୍ଭଟ‌ ‌କଳ୍ପନା‌

ମୂଳ‌ ‌ଇଂରାଜୀ‌ ‌:‌ ‌ଲୁଇଜ‌ ‌ଗ୍ଲୁକ‌ ‌ ‌ ଅନୁବାଦ‌ ‌:‌ ‌ସରଳ‌ ‌କୁମାର‌ ‌ଦାସ‌ ‌ ‌ ମୁଁ‌ ‌ତମକୁ‌ ‌କିଛି‌ ‌କହିବି‌ ‌:‌ ‌ପ୍ରତି‌ ଦିନ‌ ‌ ଲୋକମାନେ‌ ‌ମରୁଛନ୍ତି‌ ‌।‌ ‌ଆଉ‌ ‌ତାହା‌ ‌ଆରମ୍ଭ‌ ‌ହିଁ‌ ‌ମାତ୍ର‌‌…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୫ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫ ଅମୃତା ସବୁଦିନ ଭଳି ନିୟମିତ ଭାବରେ ଘରଭିତରକୁ ଗଲା। ହଲରେ ଲେମନସ୍ପ୍ରେର ବାସ୍ନା।ବହୁତ ଭଲ ଲାଗୁଥିଲା ତା'କୁ। କିଆ,କି ଗୋଲାପକୁ ସେ ସହି ପାରେନା।କେବେକେବେ ତିଥି ସେସବୁ ସ୍ପ୍ରେ କରେ। ଭାରି କଷ୍ଟ ହୁଏ। ସବୁଦିନ…

କବିତା : ଛଳନାର ଇନ୍ଦ୍ରଜାଲ

ସଞ୍ଜୀବ ନାୟକ ଶରୀରଟା ସିନା ବଳି ପଡିଯାଏ ଛଳନାର ଇନ୍ଦ୍ରଜାଲରେ ଆତ୍ମାପରା ବନ୍ଧା ବିଗତ ପ୍ରିୟାର ସ୍ମୃତିଭିଜା ପ୍ରୀତି ସ୍ପର୍ଶରେ !! ବିଧୁରା କାହାଣୀ କେତେ ମୁଁ ଲେଖିବି ମନ ତଳ ଅମା ଅନ୍ଧାରେ ଆଜି ମଧ୍ୟ ତୃଷ୍ଣା ବତୁରି ରହିଛି ପାଟଳି ପଣତ ତାରାରେ !! ଜହ୍ନର…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୪ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪ ସ୍ବରକୁ କମେଇ କଥା ହୋଇପାରେନା ବୋଲି ନିଜକୁ ନିଜେ ବିରକ୍ତ ହୁଏ ତିଥି। ଚାବି ଘୂରେଇ କବାଟଖୋଲି ପଶିଲା। ଟେବୁଲ ଉପରକାଗଜକୁ ପଢିନେଲା ହାତ,ମୁହଁ ପୋଛୁପୋଛୁ। କାଢିଲା ତା'ର ବ୍ରେସଲେଟ, ବଡ ବଡ ଝୁଲାକାନଫୁଲ, ହାର ...ଏସବୁ…

ପଟ୍ଟନାୟକେ ଥିଲେ ବୋଲି

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ ଜୀବନର ଗତି ଅତି ରହସ୍ୟମୟ , ସବୁବେଳେ ସରଳ ରେଖାରେ ଚାଲେ ନାହଁ। ଜୀବନର ହିସାବ ଖାତାରେ ସବୁବେଳେ ଦୁଇ ଯୋଗ ଦୁଇ ଚାରି ହୁଏ ନାହିଁ, କେବେ ଦଶ ବି ହେଇପାରେ ତ କେବେ ଶୁନ୍ୟ ବି ହେଇପାରେ। ଜୀବନ ଚକ୍ର ବେଳେବେଳେ ଏମିତି ଏକ ଅଜଣା ମୋଡ଼ରେ ପହଞ୍ଚେଇ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୩)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩ ଫୁଲଫୁଲକା ଟି-ସାର୍ଟପିନ୍ଧା ନହନହକା ଡେଙ୍ଗୀ ଜବାର ସମୟ ଏଇଟା। ଚନ୍ଦ୍ରାର ଯିବାକୁ ଚାହିଁଲା ଟିକିଏ। ବାହାରେ ଆଜି ଭାରି ଗୁଳୁଗୁଳି। ଘର ଭିତରକୁ ପଶି ଗଲେ ଆରାମ। ୱେଟଟିସୁରେ ହାତ ପୋଛିଲା। ତା'ପରେ ଉଦ୍ଦିଷ୍ଟ ୱାସରୁମ୍…

କବିତା : ପୁଣି ଥରେ ଶୀଲୁ

ଶୈଳବାଳା ମହାପାତ୍ର ଏବେ ବୁହାଟେ କାନ୍ଦିବାକୁ ହେବ ଶୀଲୁକୁ ଲୁହମାନେ ଅନେକ ବେଳୁ ଅପେକ୍ଷା କଲେଣି ଆଖି କୋଣରେ ଠସ୍ ଠସ୍ ଖସି ପଡ଼ିବ ବରକୋଳିଆ ଟୋପା ପତା ଟିକେ ହଲ୍ ଚଲ୍ ହେଇଗଲେ l ଶୀଲୁ ମୁହଁ ଢାଙ୍କି ଦେଲା ପାପୁଲିରେ ପରାଜିତ ପୃଥ୍ବୀ ଟିକକୁ ଆଣ୍ଠୁ ଉପରେ ଆଶ୍ଵାସିଲା…