Latest Odisha News

BREAKING NEWS

Browsing Category

ସାହିତ୍ୟ

ପ୍ରାପ୍ତିରେ ଅପ୍ରାପ୍ତିବୋଧର ଯନ୍ତ୍ରଣା ଜୀବନ ସାରା ଭୋଗୁଥିବା ମଣିଷଟି ଜଣେ ଲେଖକ : ପଞ୍ଚାନନ ମିଶ୍ର

ସାହିତ୍ୟ ସହିତ ଜୀବନ ଏବଂ ଜୀବନ ସହିତ ସାହିତ୍ୟ ଏକାକାର ବୋଲି ମାନି ନେଇଥିବା ଜଣେ ଅନନ୍ୟ ବ୍ୟକ୍ତିତ୍ୱ ହେଉଛନ୍ତି ପଞ୍ଚାନନ ମିଶ୍ର । ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ସେ ସୃଷ୍ଟି କରି ଚାଲିଛନ୍ତି ଅନେକ କବିତା , ପ୍ରବନ୍ଧ , ସମାଲୋଚନା ଏବଂ ଅନୁବାଦ ସାହିତ୍ୟ । ତାଙ୍କ ସର୍ଜନାର କ୍ଷେତ୍ର…

ଅନୁଭୁତିରେ ଚିତାଲାଗି ଅମାବାସ୍ଯା

ଲୋପାମୁଦ୍ରା ପରିଡା  ଚିତାଲାଗି ଅମେଇସିଆ ଆଜି । ସକାଳୁ ମାଟିର ସରା ପଲମକୁ ବୋଉ ଧୋଇଧାଇ ଶୁଖେଇ ରଖୁଥିଲା । ଗୋଟେ ସଫା କିନ୍ତୁ ପୁରୁଣା ଧୋତି ଯୋଉଟା ବାପା ଆଉ ପିନ୍ଧୁ ନ ଥିବେ , ଆଉ ଏବେ ସେଇଟା ଦିଅଁଙ୍କର ବଳିତା ବଳା ହେଉଥିବ ରାଶି ଆଉ ଜଡା ତେଲକୁ ହାତରେ ମାରି ପାପୁଲିରେ ବଳି ବଳି ସେଇ…

କବିତା : ମୁଖା

ସସ୍ମିତା ମହାପାତ୍ର ଅଗଣିତ ମୁଖା ତଳେ ଅନେକ ଚେହେରା ଖେଳେ, ଅନେକ ରୂପରେ ଭାସେ ନୁହେଁ ପରଖି । ଅତି ଆପଣାର କେବେ ଅଝଟିଆ ମନୋଭାବେ, ଅତି ଆଦର ଚଦର ଢାଙ୍କଇ କଷି । ଅଳପ ଦେଖାଏ ଢଙ୍ଗ ଅଳପ ଅଳପ ଅଙ୍ଗ, ଅଳପରେ ଅଙ୍କାବଙ୍କା ଭାବ ପ୍ରକାଶି । ଅତନୁରୁ ତନୁଧାରୀ ଅଳ୍ପ ତୋଷାମଦ…

କୁଳାଙ୍ଗାର ଉବାଚ : ମୁଁ ତ ସବୁ ବୁଝେଇବି

ରାତି ଅଧରେ ବୁଲୁବୁଲୁ ରାସ୍ତାରେ ଭେଟ ହୋଇଗଲେ ସାମ୍ବାଦିକ ଭାଇ; ପଚାରିଲି ହୈଓ କଣ ଦରମା ଅଭାବରୁ ରାତିରେ ବି ନିଦ ହେଉନାଇଁ? ସାମ୍ବାଦିକେ କହିଲେ ନାଇଁ ଆସିଛି ରାତିର କର୍ଫ୍ୟୁ ଦେଖିବାକୁ; ସତକୁ ନିଜ ଆଖିରେ ଦେଖି ଖବରକାଗଜରେ ଲେଖିବାକୁ! ମୁଁ କହିଲି ଆରେ ବାଃ ଏହା ତ ଅଟେ…

ଅନୁବାଦ କବିତା : ଦିଆସିଲି କାଠି

ମୂଳ ବଙ୍ଗଳା : ସୁକାନ୍ତ ଭଟ୍ଟାଚାର୍ଯ୍ୟ ଅନୁବାଦ : ସରଳ କୁମାର ଦାସ ମୁଁ ଗୋଟେ ଛୋଟ ଦିଆସିଲି କାଠି ଏତେ ନଗଣ୍ୟ, ହୁଏତ ଆଖିରେ ବି ପଡେନି ; ତଥାପି ଯେମିତି ପାଟିରେ ମୋର ଖଜବଜ ହେଉଛି ବାରୁଦ ଛାତିରେ ମୋର ଜଳି ଉଠିବା ଲାଗି ଅସ୍ଥିର ଉଚ୍ଛ୍ୱାସ ; ମୁଁ ଗୋଟେ ଦିଆସିଲି କାଠି ।…

ଡାକ୍ତର ହେବା ନୋହିଲା

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ ସର୍ବନିୟନ୍ତାଙ୍କ ରଚିତ ଏହି ଜୀବନ ନାଟକକୁ ଆମ ଦୃଷ୍ଟଭଙ୍ଗୀରେ ଦେଖିଲେ ଅନେକ ଅସଙ୍ଗତି ଜଣାପଡେ। କେବେ ଆଲୋକର ବନ୍ୟା ଭିତରେ ରାସ୍ତା ହଜିଯାଏ ତ କେବେ ଘନଅନ୍ଧକାର ଭିତରେ ଗୋଟିଏ କ୍ଷୀଣ ଅଲୋକ ବର୍ତ୍ତିକା ଦିଗଦର୍ଶନ ଦେଇ ସଠିକ ଠିକଣାରେ ପହଞ୍ଚେଇ…

ଫକୀରମୋହନଙ୍କ ଅଣନାତୁଣୀଙ୍କୁ ଅନୁରୋଧ ପତ୍ର

ରାଉରକେଲା : କଲଚରାଲ ଏକାଡେମୀ , ରାଉରକେଲା ପକ୍ଷରୁ ଓଡ଼ିଆ ସାହିତ୍ୟର ମହାନ ସ୍ରଷ୍ଟା ଫକୀର ମୋହନ ସେନାପତିଙ୍କ ଅଣ ନାତୁଣୀ ମିନାକ୍ଷୀ ଦତ୍ତଙ୍କୁ ଏକ ଅନୁରୋଧ ପତ୍ର ପ୍ରଦାନ କରାଯାଇଛି। ନିକଟରେ ଫକୀରମୋହନଙ୍କ ରଚିତ ରେବତୀ ଗଳ୍ପଟି ପୃଥିବୀର ୩୬ଟି ଭାଷାରେ ଅନୂଦିତ ହୋଇ ଓଡ଼ିଶା ତଥା ଓଡ଼ିଆ…

କବିତା : ମାଟିର ମହକ

ବନଜା ପ୍ରଧାନ ବୀର ପ୍ରସବିନୀ ଏଇ ମାଟି ଆଉ ତା ମହକ ପ୍ରାଣେ ପ୍ରାଣେ ଭରିଛ ସେ ଅଜଣା ପୁଲକ। ବୀର ସନ୍ତାନର କୀର୍ତ୍ତିରାଜି କୋଣେ ଅନୁକୋଣେ ହିଂସାରେ ଅହିଂସାର ସନ୍ଥ ପ୍ରାଣବଳି ଦିଏ କଣ୍ଠୁ ତାର 'ହେ ରାମ' ଝରୁଥାଏ। ପ୍ରତି କଣିକାରେ ଅଜଣା ପୁଲକ। ଧର୍ମ ତରାଜୁର ଭାରି ପାଇଁ…

ଗଳ୍ପ : ପ୍ରେମ ଓ ଚିତ୍ରକଳାର ପୃଥିବୀ

ସ୍ମୃତି ପଟ୍ଟନାୟକ  ଶୂନ୍ୟତାର ପରିଧି ମଧ୍ୟରେ ବି କେବେ କେବେ ଦୃଶ୍ୟାୟିତ ହୁଏ ଜୀବନ ର ସ୍ବରଗୀତି, ଚତୁର୍ଭୁଜର ଚାରି କୋଣରେ, ଚାରି ଗୋଟି ଉଜ୍ବଳ ବିନ୍ଦୁ, ସେମାନଙ୍କ ସମାହାରରେ ମଧ୍ୟ ବିନ୍ଦୁର ସୃଷ୍ଟି , ଉଜ୍ବଳରୁ ଉଜ୍ବଳତର ଜୀବନର ଚିତ୍ର ବିନ୍ଦୁ l ନା ଅଜଣା ଚିତ୍ରଶିଳ୍ପୀଟିଏ, ହାତରେ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨ ଚନ୍ଦ୍ରାର କାମସରେ ଠିକ୍ ଦିନ ଏଗାରଟାରେ। ସକାଳ ଜଳଖିଆ ବନେଇବାକୁ ପଡେ ତା'କୁ। ଆଣ୍ଟିଙ୍କୁ ଖୁଆଏ ସେ । ପ୍ରତ୍ୟେକ ଦିନ ନୂଆନୂଆ ଖାଦ୍ୟ ପରଷିଦିଏ। ବାକି ରହିଲା ଛୋଟମୋଟ କାମ। ଲ୍ୟାପି ଖୋଲି ଡ୍ରଇଁ କରେଇବା, ଅଳ୍ପଅଳ୍ପ…