Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ପରିଚୟ

ରଞ୍ଜିତ କୁମାର ସାହୁ  ନୀରବତା ଜୀବନରେ ମୋର ପରିଚୟ ଏକ ଅଲେଖା ପ୍ରଶ୍ନର ଯେଉଁଠି ଉତ୍ତର ମିଳେନା ! ଶାନ୍ତ ସ୍ନିଗ୍ଧ ଝରଣାର ଧାର ଚାହିଁଲେ ମଧ୍ୟ ସାଗରରେ କେବେହେଲେ ମିଶିପାରେନା ଜୀବନର ସମଷ୍ଟିରେ ଭୁଲ୍ ସୁତ୍ରର ଅଙ୍କଟିଏ କଷିଲେ କେବେ କଷି ହୁଏନା ବର୍ଷା ଧାରାର ଏକ…

ଗପ : କରୋନା ଟିକା

ସତ୍ୟନାରାୟଣ ଗନ୍ତାୟତ  କରୋନା ଟିକା ନେଲଣି ? କଲୋନୀର ମାଉସୀ ପଚାରିଲେ।  ହଁ ମାଉସୀ ! କହିଲା ରୀନା । ପୁଣି ମାଉସୀଙ୍କ ପ୍ରଶ୍ନ : ପ୍ରଥମ ଡୋଜ ନା ଦୁଇଟା ଯାକ ଡୋଜ ନେଇ ସାରିଚ ?  : ନା ପ୍ରଥମ ଡୋଜ୍ ହିଁ ନେଇଛି ମାଉସୀ । ଶୁଣୁଶୁଣୁ ମାଉସୀ ପୁଣି କହିଲେ : ମୁଁ ଦି'ଟା…

ସ୍ମୃତିଲିପି : ଏମିତି ବି ବନ୍ଧୁ ଥାଆନ୍ତି

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ  ନିକଟ ଅତୀତରେ ହ୍ଵାଟସପରେ ଜଣେ ପୂର୍ବତନ ସହକର୍ମୀ ପଠେଇ ଥିବା ବନ୍ଧୁତା ଉପରେ ପର୍ଯ୍ୟବେସିତ ନାରାୟଣ ମିଶ୍ରଙ୍କ ଲିଖିତ ଏକ ଗଳ୍ପ ପଢ଼ିବାକୁ ମିଳିଲା । ଯେଉଁଥିରେ ଅବସର ଜୀବନରେ ସୁଖ ପାଇଁ, ତାଙ୍କ ରଚିତ ଚରିତ୍ର ଗୁରୁ ଦାସ ଯେଉଁ ତିନୋଟି ଜିନିଷ…

ଦେବଦାସ ଛୋଟରାୟଙ୍କ ‘ ବିଜୁବାବୁ ‘ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ବର : ବିଶିଷ୍ଟ ଲେଖକ ଦେବଦାସ ଛୋଟରାୟଙ୍କ ଲିଖିତ ପୁସ୍ତକ "ବିଜୁବାବୁ" ରାଜଭବନ ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ଦ୍ୱାରା ପ୍ରକାଶିତ ଏ ପୁସ୍ତକ , ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୧ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ 'ତଥାପି ଅପେକ୍ଷା' : ଭାଗ ୧ ଭୋର ପାଞ୍ଚଟା।ଅକ୍ଟୋବର ମାସ। ହାଲୁକା ଥଣ୍ଡା ପବନ ଦେହମନକୁ ଛୁଇଁ ଯାଉଥାଏ। ହାତଘଣ୍ଟା ନୁହେଁ, ମୋବାଇଲରେ ଦେଖିଦେଲେ ହେଲା। ଅମୃତା ବାହାରକୁ ବାହାରିବା ପୂର୍ବରୁ ଆଣ୍ଟିଙ୍କର ସମସ୍ତ କାମ ସାରିଦେଇଥାଏ।କାମରେ ସୁନିପୂଣା…

କବିତା : ଅଭିବ୍ୟକ୍ତି

ମିନାକ୍ଷୀ ଦ୍ବିବେଦୀ ମୁଁ ଅସୁମାରି ଭଲ ପାଏ, ମୁଁ ଅସୁମାରି ଦୁଃଖ ପାଏ, ବଞ୍ଚିଛି ନେଇ ଏଇ ଦୁଇ ଅନୁଭୂତି ଅସୃକଧରା ବେଦନାର ଛନ୍ଦେ ମୋ ପ୍ରେମର ବିଷର୍ଣ୍ଣ ବିସ୍ତୃତି। ଶିରେ ମଣ୍ଡିତ ମୋର, ଅଭୋଗୀ ପ୍ରଣୟର କଳିଳ ମୁକୁଟ ଶୋଭିକ ଧାରାରେ ମୋର ହୃଦୟର ପ୍ରୀତି ପରିସ୍ଫୁଟ। କରି…

ନୃସିଂହ ତରାଇଙ୍କ ଇଂରାଜୀ କବିତା ସଙ୍କଳନ ‘ଏ ପାମଫୁଲ ଅଫ ପେନ’ ଉନ୍ମୋଚିତ

ଭୁବନେଶ୍ୱର : ବ୍ଲାକ ଇଗଲ ପବ୍ଲିକେଶନ ଦ୍ୱାରା ପ୍ରକାଶିତ କବି ନୃସିଂହ ତରାଇଙ୍କ ଇଂରାଜୀ କବିତା ପୁସ୍ତକ ‘ଏ ପାମଫୁଲ ଅଫ ପେନ’ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପରିସରରେ , ଏକାଡ଼େମୀର ସଭାପତି ବିଶିଷ୍ଟ କବି ହୃଷିକେଶ ମଲ୍ଲିକ ଓ ସଚିବ, ବରି ପ୍ରଶାସକ ତଥା କବି ପ୍ରବୋଧ ରାଉତଙ୍କ ଦ୍ୱାରା ଉନ୍ମୋଚିତ…

ବ୍ୟଙ୍ଗ : ଶଙ୍ଖାର ମାହାତ୍ମ୍ୟ

ଏ ଜନ୍ମଦିନଟି ଗୋଟେ ବଡ଼ ବିଚିତ୍ର ଦିନ । ବିଶେଷକରି ଫେସବୁକ , ଇନଷ୍ଟାଗ୍ରାମ ଆଉ ହ୍ଵାଟ୍ସଆପର ବହୁଳ ପ୍ରସାର ପରେ ଯେଉଁ ସବୁ ଉଛୁଳା ପ୍ରେମର ଏକ ନୂତନ ସାହିତ୍ୟ ଧାରା ଆରମ୍ଭ ହୋଇଛି, ତାକୁ ଦେଖି ବେଳେ ବେଳେ ଆଖି ତରାଟି ହୋଇଯାଉଛି । ହଜାରେ ଲୋକଙ୍କୁ ଚନ୍ଦେଇଥିବା , କନ୍ଦେଇଥିବା ରାମା ,…

ଗଳ୍ପ : ପ୍ରତ୍ୟାବର୍ତ୍ତନ

ପ୍ରିୟମ୍ବଦା ରଥ  ଏଥର ତୁ ଯା ମା,ଉପାସଟାରେ ସକଳ ପହରୁ ଘରଟା ଯାକ କାମ କରିଚାଲିଚୁ। ପ୍ରସାଦ ପାଇସାରି ଟିକେ ବିଶ୍ରାମ ନେଇଯିବୁ। ବାକି କାମ ମୁଁ ସାରିଦେଉଛି। ପ୍ରଥମ ଥର ସାବିତ୍ରୀ ବ୍ରତ କରିଛୁ। ଉପାସ ବ୍ରତ ତୋର ଅଭ୍ୟାସ ନାହି। ଥାଳିରେ ଫଳମୂଳ ସଜାଡୁ ସଜାଡୁ ଭାଉଜ ଙ୍କୁ ଆଦେଶ ଦେଲା…

ପୁସ୍ତକ ପରିଚୟ : ହେନା ଫୁଲର ବାସ୍ନା

ହେନା ଫୁଲର ବାସ୍ନା ଗାଳ୍ପିକ : ରବି ପଣ୍ଡା ପ୍ରକାଶକ : ପକ୍ଷୀଘର ପ୍ରକାଶନୀ ମଧୁସୂଦନ ନଗର, ଭୁବନେଶ୍ୱର ପୃଷ୍ଠା : ୨୩୪ ମୂଲ୍ୟ : ୨୦୦ ଚଉଦଟି ଭିନ୍ନ ଭିନ୍ନ କାହାଣୀକୁ ନେଇ ଗାଳ୍ପିକ ରବି ପଣ୍ଡାଙ୍କର ପ୍ରେମ ଗଳ୍ପ ସଙ୍କଳନ 'ହେନା ଫୁଲର ବାସ୍ନା' ଏକ ସ୍ବତନ୍ତ୍ର ସୃଷ୍ଟି ।…