Latest Odisha News

BREAKING NEWS

Browsing Category

ସାହିତ୍ୟ

ବ୍ୟଙ୍ଗ : ୱାଇଫ ହାପି ତ ଲାଇଫ ହାପି

ଓଁ ଅଭିଜ୍ଞାନ ସାହୁ  ଯିଏ ଯାହା କହୁ, ମୋର ଢୋ' । ମୁଁ ଜାଣିଛି ସ୍ତ୍ରୀ ଖୁସି ହେଲେ ଦୁନିଆ ଖୁସି। ସେଇ ସରସ୍ୱତୀ, ସେଇ ଲକ୍ଷ୍ମୀ, ସେଇ ସାକ୍ଷାତ ମହିଷାମର୍ଦ୍ଦିନୀ , ସେଇ ହାସ୍ୟମୟୀ ସେଇ ଭାଷ୍ୟମୟୀ । ସେଇ ପୁଣି ତ୍ରିକାଳଦର୍ଶୀ । ତାରି ପାଦରେ ଧନ, ହାତରେ ଆୟୁଷ , ଚାହାଣୀରେ ଯୌବନ, ସବୁ…

କବିତା : ପ୍ରୀତି ଫଲଗୁ

ନିରଞ୍ଜନ ସେଠୀ (କବି ଚନ୍ଦ୍ର) ପୂର୍ଣ୍ଣିମାର ଚାନ୍ଦ ପଦ୍ମ କମଳ ପ୍ରୀତି ପାରାବର ଛିଟା ପଲ୍ଲବିତ ଛଳେ ମଦିରା ମଲ୍ହାର କଢ଼ ଧରି ହୁଏ ଗୋଟା । କଣ୍ଟକ ଆଘାତ ଭୟ ଦାବାନଳେ ଛାତିରେ ଛନକା ଅତି ବିଭବ ମଣ୍ଡଳେ ବୈରୀ ପରାଭବ ତା ସାଥେ ସୃଜଇ ଭୀତି । ଭଙ୍ଗୁର ପଥ ଭଗ୍ନ ପାନ୍ଥଶାଳା ବିଭାବରୀ…

ଦାସିଆ ସାଂସ୍କୃତିକ ପରିଷଦ ପକ୍ଷରୁ ଅନଲାଇନ କବିତା ଆସର

ଉମରକୋଟ : ବିଶିଷ୍ଟ ସାଂସ୍କୃତିକ ଅନୁଷ୍ଠାନ , ଦାସିଆ ସାଂସ୍କୃତିକ ପରିଷଦ ପକ୍ଷରୁ ପଞ୍ଚମ ଅନଲାଇନ କବିତା ଆସର ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ବିଶିଷ୍ଟ କବି ତଥା ଗାଳ୍ପିକ ପରୀକ୍ଷିତ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। କବି ଏମ . ହିମାଂଶୁ ଆଚାରୀଙ୍କ ସ୍ୱାଗତ ଭାଷଣ ସହ…

ଗଳ୍ପ : ତଥାପି ତୁମେ

ପରମେଶ୍ବର ଓଝା    ସକାଳୁ ଗାଧୋଇ ସାରି ଆଇନା ସାମ୍ନାରେ ଛିଡା ହୋଇ ସିନ୍ଥିରେ ସିନ୍ଦୂର ଲଗାଉଛି ତ ଠିକ୍ ଏହି ସମୟରେ  ଗୋଟେ ଅଜଣା ନମ୍ବରରୁ କଲ୍ ଆସିଲା , ପ୍ରାୟତଃ ଅଜଣା ନମ୍ବର ମୁଁ ରିସିଭ କରେନି । ତେଣୁ ତିନି ଥର ପରେ ଚାରିଥର ବେଳକୁ ମୁଁ କଲ୍ ଟି ରିସିଭ କରି ନୀରବ ରହିଲି । କିଛି…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ରୂପାନ୍ତରିତ ଦୃଷ୍ଟି ଭଲପାଇବାକୁ ଆୟୁଷ କରିପାରେ କି ସମୟ ? କେଜାଣି ! ଚିଠିକୁ ଚଢ଼େଇ କି ତାରାଙ୍କୁ ପ୍ରଜାପତି କରି ପହଞ୍ଚି ହେବକି ଅପହଞ୍ଚ ଆକାଶରେ ? କେଜାଣି ! ମୋ ଥିବାଠାରୁ ନଥିବା ପର୍ଯ୍ୟନ୍ତ ଲମ୍ବିଥିବା ଗୋଟେ ଅଦୃଶ୍ୟ ରାସ୍ତାରେ ଠାଏ ଠାଏ ଜମିଥିବା କୋଳାହଳରେ ତୁମେ ମୋତେ ଦିଶନି…

କବିତା : ଶ୍ରଦ୍ଧାଞ୍ଜଳି

ଆରତୀ ପଟ୍ଟଯୋଷୀ  ( ରଘୁନାଥ ମହାପାତ୍ରଙ୍କ ସ୍ମରଣେ ) ପାଷାଣେ ଜୀବନ ଦେଉ ଦେଉ ଶିଳ୍ପୀ ତୁମେ ହୋଇଲ ପଥର, ସନ୍ତାନ ସହିତ ସରଗେ ରହିଲ ଛିଣ୍ଡାଇ ସମ୍ପର୍କ ଡୋର। ଗୁମୁରୀ କାନ୍ଦୁଛି କୋଣାରକ ଏଠି ତୁମ ହାତ ଛୁଆଁ ପାଇଁ, ଆଉ ସେ ସାହାସ କିଏ ବା କରିବ କାନ୍ଦେ ଶିଳା କଇଁ କଇଁ।…

ଗଭୀର ଅନୁଭୂତି ଏବଂ ଦୀର୍ଘ ଅଭିଜ୍ଞତା ବିନା ସୃଜନଶୀଳ ସାହିତ୍ୟ ସମ୍ଭବ ନୁହେଁ : ଦିଲ୍ଲୀପ ବେହେରା

ସାମ୍ପ୍ରତିକ ଓଡ଼ିଆ ସାହିତ୍ୟ ଜଗତର ଏକ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ଦିଲ୍ଲୀପ ବେହେରା । ଜୀବନର ଅନାଲୋଚିତ ଫର୍ଦ୍ଦକୁ ଗଳ୍ପର କଳେବର ଦେଇ ଭାବପୂର୍ଣ୍ଣ ଓ ସମ୍ମୋହକ ସଙ୍କେତରେ ଖୁବ୍ ନିଆରା ଭାବରେ ସେ ଉପସ୍ଥାପନ କରିପାରନ୍ତି। କେବେଳ ଗଳ୍ପ ନୁହେଁ କବିତା ରଚନାରେ ମଧ୍ୟ ସେ ଖୁବ ସିଦ୍ଧହସ୍ତ ।…

ଗଳ୍ପ : ସଟଡାଉନ ମଟନ୍ କଷା

ପ୍ରଶାନ୍ତ କୁମାର ବେହେରା  ରବିବାର ଦିନ ବାରଟା ସୁଦ୍ଧା ସୁନୀତା ମଟନ୍ କଷାରେ ଆବଶ୍ଯକୀୟ ପାଣି ଢାଳି ଦେଇ ତରତର ହୋଇ ମୋବାଇଲ୍ ଧରି ଡ୍ରଇଙ୍ଗ୍ ରୁମରେ ବସି ପ୍ରଥମ କଲ୍ କଲା । ସେପଟୁ ରିଙ୍ଗ୍ ସାଉଣ୍ତ ଶୁଣି ସଜାଗ ହୋଇଗଲା କ'ଣ ସବୁ କଥାବାର୍ତ୍ତା କରିବ ତା କଲେଜ ବେଳର ସାଙ୍ଗ ସଞ୍ଜୁ ସହିତ…

କୁଳାଙ୍ଗାର ଉବାଚ : ସାବିତ୍ରୀ ସପ୍ତପଦୀ

ଡଃ.କୁଳାଙ୍ଗାର  ସାବିତ୍ରୀ ବ୍ରତ ଦିନ ସତ୍ୟବାନମାନେ ପଡୋଶୀ ମହିଳାଙ୍କୁ ଚାହାନ୍ତି; ଫେସବୁକରେ ଲେଖନ୍ତି ,ୟେ ତୁଛା ପ୍ରହସନ ଏଠି ସାବିତ୍ରୀ କିଏ କାହାଁନ୍ତି ? ପଚାରିଲି ମୁଁ ତମେ କଣ ସତରେ ଅସଲ ସାବିତ୍ରୀ ପରି ଧନ ? କହିଲା ମୋବାଇଲି ପ୍ୟାଟର୍ଣ୍ଣ କୋଡ୍ କୁହ ତମେ ଯଦି…

କବିତା : ସଖା

 ଲକ୍ଷ୍ମଣ ସାହୁ  ବିସ୍ତୀର୍ଣ୍ଣ ସାଗର ବେଳାର ବିକ୍ଷିପ୍ତ ବାଲୁକା ରାଶିରେ ଶାମୁକାର ସମାହାରେ ଖୋଜୁଥାଏ ମୋ ଅତୀତ ସ୍ମୃତି ଏବେ ଅନାହତ ଖୁସିର ଶାମୁକାଟିଏ । ଖୋଜୁଥିଲି....... କୋଣାର୍କର ଭଗ୍ନ ମୁଖଶାଳେ ଦେଖୁଥିଲି ଅଭଙ୍ଗା ନର୍ତ୍ତକୀ ନୃତ୍ୟରତା ମୋ ପ୍ରିୟାର ମୁଖ ପାଦର…