Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ଖଂଡ ଖଂଡ ବିଶ୍ବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଦେଶଜ ଶବ୍ଦକୁ ଉପେକ୍ଷା କଲେ ଭାଷା ପାଏନି ରକ୍ଷା ଶିକ୍ଷିତ ଲୋକେ ଲୋକଚ୍ୟୁତ ହୋଇଲେ କମିବ ମହତ୍ତ୍ବ ଥିଲେ ହେଁ ବହୁବିଧ ବ୍ୟାଧି ମିଳୁନି ନିଶ୍ଚିତ ଔଷଧି ପରଂପରାରେ ହୋଇ ବାଂଧି କରିହୁଏନି…

ଭାଷା ଭାଗବତ : ହେବା କି ହିତକାରୀ ?

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଅଭ୍ୟାସାକ୍ରାଂତ ହେଲେ ବ୍ୟକ୍ତି ନ ଛାଡ଼ି ଅତୀତ ଆସକ୍ତି କରଂତି ସାମୂହିକ କ୍ଷତି ଏମିତି ତାଂକ ନୀତି, ରୀତି ବାଲ୍ୟକାଳରେ ଯେଉଁ ଜ୍ଞାନ କରିଲେ କ୍ରମଶଃ ଅର୍ଜନ ତାହାକୁ ଦିଅଂତି ସମ୍ମାନ ନୂତନତା ପାଏନି…

ଭାଷା ଭାଗବତ : ପାରସ୍ପରିକ ସହଯୋଗ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ବିଦ୍ୟାକୁ କରିଲେ ବିବାଦ ବ୍ୟକ୍ତିକୁ ମିଳେ ଅପବାଦ ହେଲେ କଳହପରାୟଣ ଜ୍ଞାନୀଂକ ମାନ ହୁଏ ନ୍ୟୂନ ଯେ ହୁଏ ସ୍ବଭାବେ କଳିହା ଖୋଜିପାଏନି ସିଧା ରାହା କାନେ ଶୁଭିଲେ ' ଆହା ଆହା ' ତା ମନ ବୁଝେ ' ୱାହା ୱାହା ' ନିଜକୁ ଯେ ସର୍ବଜ୍ଞ…

ଶ୍ରଦ୍ଧା

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଦେବଭୂମି ଭାରତ, ଯାହାର ମାଟିରେ ତିଳକ କରାଯାଏ । ଯେଉଁ ଭୂମିର ନଦୀକୁ ସଦା ନମନ କରାଯାଏ । ସେହି ମାଟିରେ ଆମେ ଶ୍ରଦ୍ଧା ଆସ୍ଥା ଏବଂ ବିଶ୍ୱାସ ରଖି କାର୍ଯ୍ୟ କରିବା ଉଚିତ୍ । ଯାଚକ ମନରେ ଶ୍ରଦ୍ଧା ଓ ବିଶ୍ୱାସ ରହିବା ସହିତ ଭକ୍ତି…

କାରକ

 ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ କ୍ରିୟା ସହିତ ଯାହାର ଅନ୍ୱୟ ହୁଏ, ତାହା କାରକ । କାରକଗୁଡ଼ିକ ବାକ୍ୟ ମଧ୍ୟରେ ଶବ୍ଦର ସ୍ଥାନ ଓ ସମ୍ବନ୍ଧ ସୂଚାଇଥାଏ । କାରକ ଶବ୍ଦର ମୂଳ ଧାତୁ ‘କୃ’ । ଏହାର ଅର୍ଥ କରିବା । କାରକର ଆକ୍ଷରିକ ଅର୍ଥ, ଯେ କରେ । ଯେମିତିକି କ୍ଷତିକାରକ, ହିତକାରକ,…

କବିତା : ସୁନ୍ଦର ମନ

ପ୍ରିୟମ୍ବଦା ସାମଲ  ଈଶ୍ୱର ସୁନ୍ଦର ସର୍ଜନା ସୁନ୍ଦର ସୁନ୍ଦର ଯାହାର ମନ ମଧୁର ବଚନ ନ ନିନ୍ଦେ କେ ଜନ ସୁନ୍ଦର ତାର ଜୀବନ। ମଧୁମୟ ମନ ସୁନ୍ଦର ସ୍ଵଭାବ ଅମୃତ ପରଶ ଦିଏ ଶୃଙ୍ଖଳିତ ମନ କର୍ମେ ସମର୍ପଣ ସେବାରେ ସେ ଲାଗିଥାଏ। ପ୍ରକୃତି ସୁନ୍ଦର ଆକାଶ ସୁନ୍ଦର ସୁନ୍ଦର ଏ ଧରାଧାମ…

ଭାଷା ଭାଗବତ : ଚିଂତା ଦେଖାଏ ରାସ୍ତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଇତିହାସ ଓ ସମସ୍ୟାଦି ପୁନର୍ଲିଖନ କରୁଁ ଯଦି ମିଳିବନାହିଁ ସମାଧାନ ଏହା ତ ସାଧାରଣ ଜ୍ଞାନ ଇତିହାସର ବିଲୋପନ ପ୍ରତି ନ ଦେଲେ ବେଶି ଧ୍ୟାନ ଏଠାରେ ଯାହା ବର୍ତମାନ କରିବ ଭବିଷ୍ଯ ଗଠନ ସ୍ମୃତିରେ ନ ହେଲେ ଆଚ୍ଛନ୍ନ ମନରେ ଜାତ ହୁଏ…

ଭାଷା ଭାଗବତ : ବିଶ୍ବାସ ଓ କର୍ତବ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ବିଶ୍ବାସ ନ ହୋଇ କର୍ତବ୍ୟ ବନିଲେ ଶାବ୍ଦିକ ବକ୍ତବ୍ୟ ଘଟେ ତହିଁର ମୂଲ୍ୟହାନି ଏ କଥା ରଖୁଁ ଏବେ ଜାଣି ବିଶ୍ବାସ ଅନୁସାରେ କର୍ମ କରିଚାଲିଲେ ଅବିରାମ ତହିଁର ଭଲ ପରିଣାମ ବିଶ୍ବକୁ କରେ ମନୋରମ ବିଶ୍ବାସ ମନ ମଧ୍ୟେ ଧରି ଯିଏ ବି…

ସନେଟ : ନଦୀ

ପ୍ରତିଭା ସାହୁ  କଳ କଳ ସ୍ରୋତେ ବହି ଚାଲିଥାଏ ସାଗରେ ମିଶିବା ପାଇଁ ଅଙ୍କାବଙ୍କା ପଥ ଅତିକ୍ରମ କରି ଗୁଣୁ ଗୁଣୁ ଗୀତ ଗାଇ ବିଧାତା ଲେଖିଛି ସୁଖ ଦୁଃଖ ସବୁ କର୍ମ ନିଜ ନିଜ ହାତେ କାହିଁ କେତେକାଳୁ ସ୍ଥିତପ୍ରଜ୍ଞା ହୋଇ ଚାଲିଛିରେ ଗତିପଥେ ।। ନଦୀ ବୋଲି ସିନା ଅକୁଣ୍ଠ ଚିତ୍ତରେ…

ଭାଷା ଭାଗବତ : ଶିକ୍ଷକ ନିଜ ଘରଲୋକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଭିତ୍ତି ତ ଗଲାଣି ଦୋହଲି ତେବେ ବି ସରୁନାହିଁ କଳି ପିଲାଏ ହେଲେ ଅପଚରା ଭାଷାଟେ ହୁଏ ଦରମରା ତାଂକର ମାଆବାପାମାନେ ଅସଲ ଜ୍ଞାନୀ ଜଣେ ଜଣେ ଜ୍ଞାନ ବଳରେ ଧନାର୍ଜନ କରି ବିତାଂତି ରାତିଦିନ ଶ୍ରମିକ ବାପାର ସଂତାନ ସହୁଛି ଯେତେ…