Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ସ୍ବାଧୀନ ନବାକ୍ଷରୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  କଲେ ଦୂଷିତ ଜଳ ଦାନ ହୁଏନି ତାହା କେବେ ପୁଣ୍ଯ ଅଶୁଦ୍ଧ ହୋଇଥିଲେ ଲେଖା ହୁଏନି ସାହିତ୍ୟର ସଖା *ନବାକ୍ଷରୀ* କରେ ସ୍ବାଧୀନ ନିଶ୍ଚିତ ରୂପେ ଭାବାଚ୍ଛନ୍ନ ସେ ସବୁ କଲେ ଲିପିବଦ୍ଧ ଦିଶେନି…

ପୁରୁଷ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ କଥାବାର୍ତ୍ତାବେଳେ ଆମେ ଦେଖୁ, ଜଣେ କହୁଛି, ଜଣକୁ କହୁଛି ଏବଂ ଜଣକ ବିଷୟରେ କହୁଛି, ଯିଏ କହେ ସେ ନିଜକୁ ମୁଁ, ଆମେ, ଆମେମାନେ ଶବ୍ଦ ମାଧ୍ୟମରେ ପ୍ରକାଶ କରେ । ଏସବୁ ଶବ୍ଦକୁ ବ୍ୟାକରଣରେ ପ୍ରଥମ ପୁରୁଷ କୁହାଯାଏ । ସେମିତି ଯାହାକୁ କୁହାଯାଏ ତା’…

କବିତା : ଜୀବନ ଫୁଲ

ରଞ୍ଜିତା ହୋତା କାନନେ ଫୁଟେ କୁସୁମ କଳି, ବିବିଧ ବାସ,ରଙ୍ଗେ ଝଳି, ମଉଳି ପୁଣି ଝରଇ ମାଟି ଦେହେ । ଜୀବନ ବନେ ଯେ ଫୁଲ ଫୁଟେ, ବୃନ୍ତ ତା'ର କେବେ କି ତୁଟେ ? ଦୀପ୍ତହୋଇ ଅନ୍ତରେ ସେ ଶୋହେ। ହୃଦଫଳକେ 'ପ୍ରଣୟ ଜବା', ମୁଗ୍ଧ କରେ ଲୋହିତ ଆଭା, କିମିଆଁ କରେ କୋଟି ମରମ ତଳ।…

ଭାଷା ଭାଗବତ : ‘ ମିଛ ‘ ମୂଳ ଭିତ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ *ଭାଷା ଭାଗବତ :* *' ମିଛ ' ମୂଳ ଭିତ୍ତି* ' ମିଛ ' ଯାହାର ମୂଳ ଭିତ୍ତି ତାହା ଏବର ରାଜନୀତି ହେଉ କି ନ ହେଉ ଦ୍ବିରୁକ୍ତି ଅନେକେ ଏହା ବୁଝିଛଂତି ' ମିଛ…

ଭାଷା ଭାଗବତ : ସଂଶୋଧକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ କଷ୍ଟ ଟିକିଏ ହେଉଥିଲେ ଲେଖଂତିନାହିଁ କେବେହେଲେ ବାଂଟିଲେ ବଢ଼ୁଥାଏ ଜ୍ଞାନ ଅଥଚ କମୁଥାଏ ଧନ ଶିଖିଲେ ଦିଏଁ ମୁଁ ଶିଖାଇ ଶୁଦ୍ଧ ଓ ଅଶୁଦ୍ଧ ଦେଖାଇ ମୁଁ ନିଜେ ପ୍ରଥମ ପାଠକ ତେଣୁ ହୁଏଁ ମୁଁ ସଂଶୋଧକ…

କାଳ୍ପନିକ ସୌନ୍ଦର୍ଯ୍ୟ ଅପେକ୍ଷା ନିଚ୍ଛକ ସତ୍ୟ ହିଁ ମୋ ରଚନାର ଆଧାର : ଅନନ୍ତାଂଶୁ ଜେନା

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଅନନ୍ତାଂଶୁ ଜେନାଙ୍କ ସହ ‘ସ୍ୱଳ୍ପ ଆଳାପ’…

ଫକୀର ହରିଚନ୍ଦନଙ୍କ ଜନ୍ମ ଶତ ବାର୍ଷିକୀ ପାଳିତ

ଭୁବନେଶ୍ୱର : ଫକୀର ହରିଚନ୍ଦନ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ଠାରେ ଫକୀର ହରିଚନ୍ଦନ ଜନ୍ମ ଶତ ବାର୍ଷିକ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟମୂର୍ତ୍ତି ଶଶୀକାନ୍ତ ମିଶ୍ର…

ଗଳ୍ପ : ନୀରବତାର ଭାଷା

ଆରତୀ ପଟ୍ଟଯୋଷୀ  ଟିକେ ଥୟଧର “ଶ୍ରୀମତୀ”, ଏବେ ସୋମୁ ଓ ବୋହୁ ଆସି ପହଞ୍ଚି ଯିବେ। ଘରୁ ସେମାନେ କେତେବେଳୁ ବାହାରି ସାରିଲେଣି, ଫୋନ କରିଥିଲେ ପରା। ତୁମେ ଏମିତି ବ୍ୟସ୍ତ ହେଲେ ହେବ ? ମୃତ୍ୟୁ ଶଯ୍ୟାରେ ପୁଅକୁ ଅପେକ୍ଷା କରିଥିବା ସ୍ତ୍ରୀ “ଶ୍ରୀମତି”ଙ୍କୁ ବାରମ୍ବାର ଏମିତି କହି ବୋଧ…

କବିତା : କିଣି ପାରିବା କି ସୁଖ ଶରଧା

ବିନୋଦିନୀ ଦାଶ  ସମ୍ପର୍କ ଡୋରରେ ବନ୍ଧା ଏ ଜଗତ ସ୍ରଷ୍ଟାଙ୍କ ଅନନ୍ୟ ସୃଷ୍ଟି ବିଞ୍ଚି ଦେଲେ ସିନା ଅମୀୟ ପରଶ ସଭିଏଁ ପାରିବେ ତିଷ୍ଟି ଯେବେ ଥିବ ବକ୍ରଦୃଷ୍ଟି ନ ପାଇ ଜୀବନେ ସୁଖର ସମ୍ଭାର ନ ପାରିବେ କେହି ଉଠି । ନର ପଶୁପକ୍ଷୀ କୀଟ ତରୁଲତା ସକଳ ଦେହେ ଈଶ୍ବର କରିଥାନ୍ତି ବାସ…