Latest Odisha News

BREAKING NEWS

Browsing Category

ସାହିତ୍ୟ

ରାଜଧାନୀ ରଜ

 ରଜ ସ୍ୱତନ୍ତ୍ର  ରାଜଧାନୀ ରଜ ସରୋଜ ବଳ ପିଇ ଭିଟାମିନ୍‍ ପେଜ ଚିଡ଼ିଆଖାନାରେ ଡାକିଲା ଗଜ ଡାକିଲା ଗଜ ଲୋ ଆସି ପହଂଚିଲା ରଜ କାଗଜ ଖାଇଲା ଛେଳି ସପିଙ୍ଗ ମଲରେ ଭାରି ଗହଳି ଭାରି ଗହଳି ଲୋ ପଅର୍ସ ଯାଏ ତରଳି ବାଉଁଶ ପତର ନେଳି ଟିଭି ଷ୍ଟୁଡିଓରେ ଲାଗିଛି ଦୋଳି ଲାଗିଛି…

କବିର ରାଜନୀତି

କବିର ରାଜନୀତି ମୁକୁଲ୍ ମିଶ୍ର ଦେଶ ପାଇଁ ଆକ୍ରୋଶ ଓ ଆହ୍ୱାନର ଏ କିଳିକିଳା ଚିତ୍କାର ବେଳକୁ ମୋର ଏଠି, ଏମିତି ତରଳ ପ୍ରେମ କବିତାଟେ ହୋଇ ତମ ଭିତରେ ଭେଦିଯିବା କଣ ଠିକ୍? ଅବଶ୍ୟ ବନ୍ୟାଠୁ ମୁକୁଳି ବନ୍ଧ ବାନ୍ଧୁ-ବାନ୍ଧୁ ବନ୍ଧନ ଛିଣ୍ଡେଇ ବହିଯାଏ ଯିଏ ସେ ମୁଁ ନୁହେଁ ।…

ଅଜାତି

ଅଜାତି ଅମରେଶ ବିଶ୍ୱାଳ । ୧ । ପନ୍ଦର ବର୍ଷର ବ୍ୟବଧାନ ପରେ ହଠାତ ଦିନେ ଭୁବନେଶ୍ୱର ବସଷ୍ଟାଣ୍ଡରେ ଦେଖା ହୋଇଗଲା ପାର୍ବତୀ ଅପା । ସେ ଏକା ନଥିଲା। ସାଙ୍ଗରେ ଥିଲେ ତା ପିଲାମାନେ । ସୁଶାନ୍ତକୁ ଦେଖି କୁରୁଳି ଉଠିଲା ପାର୍ବତୀ ଅପା । ରଙ୍କ ପାଇଲା ପରି କିଛି କ୍ଷଣ କୁଣ୍ଢେଇ ପକାଇଲା ତାକୁ ।…

ଅରୁନ୍ଧତୀ

ଅରୁନ୍ଧତୀ ଦେବବ୍ରତ ମଦନରାୟ ଏଭଳି ଦୃଶ୍ୟଟେ ମୋ’ ପାଇଁ ଅପେକ୍ଷା କରିଥିବ, ତାହା ଆଶା କରି ନଥିଲି । ଚିନ୍ତିତ ଓ ବ୍ୟଥିତ ହୋଇ ବସିଚି ସୋଫାରେ ଅରୁନ୍ଧତୀ । ତା’ ଜୀବନରେ ଯାହା ଘଟିଚି, ତାହା ସେତେ ଗୁରୁତ୍ୱପୂର୍ଣ୍ଣ ହୋଇ ନପାରେ ମୋ’ ପାଇଁ । ମୁଁ ଜଣେ ଗାଳ୍ପିକ। ଅନେକ ଚରିତ୍ରକୁ ନେଇ ଲେଖିଚି…

କଥା ଏତିକି ମାତ୍ର

କଥା ଏତିକି ମାତ୍ର ମମତା ଦାଶ କେତେ ସହଜରେ ଟ୍ରକ ଡାଲାରେ ଲଦା ହେଇଗଲା ସବୁ ପଦାର୍ଥ, ଅପଦାର୍ଥ ମୋର, ସ୍ମୃତି, ସ୍ମୃତିହୀନତା ମୋର, ଏତେଗୁଡ଼ାଏ ମାସ, ବର୍ଷ, ଦିବସ ମୋର ଏତେଗୁଡ଼ାଏ ଘଟଣା ଅଘଟଣର ଇତିହାସ ବି ସେମାନେ ପହଂଚିବା ବେଳକୁ ମୁଁ ଆଉ ନଥିବି ଘରଟି ବି ଉଭେଇ ଯାଇଥିବ…

ମାଟିର ମଣିଷ ମନୁଆ ପାଢ଼ୀ

ମାଟିର ମଣିଷ ମନୁଆ ପାଢ଼ୀ ବିନୟ ଭୂଷଣ ପାଣିଗ୍ରାହୀ ପାଟଣା ସାହି ବଜାର ବିଗତ ଦୁଇ ଦଶନ୍ଧି ଭିତରେ ବଢ଼ିବଢି ଏତେବଡ଼ ହେଇ ଯାଇଛି ଯେ ଗୋଟେ ଛୋଟ ସହରର ଭ୍ରମ ସୃଷ୍ଟି କରୁଛି। ନ'ନମ୍ବର ରାଜ୍ୟ ରାଜପଥ ଉପରେ ହେଇଥିଲେ ମଧ୍ୟ ମଫସଲି ଗ୍ରାମ ପରିବେଷ୍ଟିତ ଏ ଅଞ୍ଚଳ ଦିନେ ଏତେ ବିକଶିତ ହେଇଯିବ ବୋଲି…

ଦେହ

ଦେହ ଭାରତ ମାଝୀ ଇଏ ଜମି, କୋଇଲା ଖଣି, ବକ୍ସାଇଟ୍ ମାଳି ଏପରିକି ମଂଗଳ କି ଚଂଦ୍ରପୃଷ୍ଠ ନୁହେଁ ଯେ କରିନେବ ଅଧିଗ୍ରହଣ, ବାବୁ, ଏଇଟା ଦେହ, ଇଏ ତମ ମାଲିକାନାକୁ କରେନା ପରବାୟ! ସେ ତା'ର ବୁଝିବ ଯମୁନା କୂଳରେ ଭଣଜାକୁ ଦବ ନା ପାଂଚ ଜଣଂକୁ ପାଳି କରି, ମଂତ୍ର ଫୁଂକି…

ଏଣିକି ସାହିତ୍ୟ ଅକାଦେମି ପୁରସ୍କାର ସହିତ ଘୋଷଣା ହେବ ଚୂଡ଼ାନ୍ତ ପର୍ଯ୍ୟାୟର ବହି ତାଲିକା

ଭୁବନେଶ୍ୱର / ନୂଆଦିଲ୍ଲୀ: କେନ୍ଦ୍ର ସାହିତ୍ୟ ଅକାଦେମିର ପୁରସ୍କାର ଘୋଷଣା ସହିତ ଏଣିକି ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ପୁସ୍ତକଗୁଡ଼ିକର ନାମ ତାଲିକା ମଧ୍ୟ ଘୋଷଣା କରାଯିବ । ଅକାଦେମି ସଚିବ କେ. ଶ୍ରୀନିବାସନ୍‍ଙ୍କର ଏକ ଚିଠିରୁ ଏହା ଜାଣିବାକୁ ମିଳିଛି । ସାହିତ୍ୟ ଅକାଦେମି ପ୍ରତିବର୍ଷ…

ଫିଲ୍ମର କାହାଣୀ ଅବଲମ୍ବନରେ ଗଳ୍ପ ଲେଖିଥିବାରୁ କ୍ଷମା ମାଗିଲେ ମମତାମୟୀ ଚୌଧୁରୀ

ଭୁବନେଶ୍ୱର: ଲେଖାଚୋରି ଘଟଣାକୁ ନେଇ ଫେସବୁକରୁ ଆରମ୍ଭ ହୋଇଥିବା ବିବାଦ ଶେଷରେ ସେହି ଫେସବୁକ୍ ରେ ହିଁ ଶେଷ ହୋଇଛି । ନିଜ ଟାଇମଲାଇନରେ ଲେଖିକାଜଣକ ନିସର୍ତ୍ତ କ୍ଷମା ମାଗିବା ପରେ ଦୁଇ ଦିନ ଧରି ଓଡ଼ିଆ ସାହିତ୍ୟ ଜଗତରେ ଚାଲିଥିବା ତୋଫାନ ଆପାତତଃ ଥମିଯାଇଛି । ଘଟଣା ଅନୁଯାୟୀ ମାସିକ…

ଅଲିଭା ଦାଗ

ଅଲିଭା ଦାଗ ବିଚିତ୍ର ବିଶ୍ୱାଳ ସମୟର ବହଳ ଧୂଳି ଲିଭେଇ ଦେଇପାରେ କୋଣାର୍କ କାନ୍ଥର ଖୋଦିତ ଚିତ୍ରକଳା, ହେଲେ ଲିଭେଇ ପାରେନି ହୃଦୟ କାନ୍ଥରେ କୁନିକୁନି ଅକ୍ଷରରେ ଲିଖିତ ସେଇ ଚିର ଈପସିତ ନାଁକୁ। ହୃଦୟରେ ଏଇ ଲେଖି ହୋଇଯିବାଟା କଣ ପ୍ରେମ! ପନ୍ଦର ବର୍ଷ ତଳେ ଉଭୟଙ୍କ ବୟସ ଏଇ ଉଣେଇଶ…