Latest Odisha News

BREAKING NEWS

Browsing Category

ସାହିତ୍ୟ

କେବଳ ତୁମପାଇଁ

କେବଳ ତୁମପାଇଁ କ୍ଷୀରୋଦିନୀ ବେହେରା ତୁମରି ହସରେ ଦିନେ ଛାଡି ଆସିଥିଲି ପରିଚିତ କେଇଗୋଟି ଶବ୍ଦ ଆଉ ପ୍ରେମ ବୋଲି ଯାହାସବୁ ସାଉଁଟି ଧରିଲି ସେ କେବଳ ମୋ ଅସହାୟତା ଶବ୍ଦକୋଷରେ ତୁନି ହୋଇ ରହିଥିବା କେଇଧାଡି ନିଦ । କ୍ରମଶଃ ଧୀରେଧୀରେ କମି ଆସୁଥିବା ଆୟୁଷ ସହିତ ଏବେ…

ପ୍ରହଲ୍ଲାଦ ଶତପଥୀଙ୍କ ‘ସବୁକାନ୍ଥ ଏବେ ମାୟା’

ପ୍ରହଲ୍ଲାଦ ଶତପଥୀଙ୍କ ‘ସବୁକାନ୍ଥ ଏବେ ମାୟା’ ଯେଉଁଠି ଆକାଶ ଉଦଭାସିତ ହୋଇ ମାଟିକୁ ଛୁଏଁ! ଶର୍ମିଷ୍ଠା ସାହୁ ନିକଟରେ ପଢ଼ିଲି କବି ପ୍ରହଲ୍ଲାଦ ଶତପଥୀଙ୍କ କବିତା ସଂକଳନ ‘ସବୁ କାନ୍ଥ ଏବେ ମାୟା’। ଟାଇମପାସ ପ୍ରକାଶନୀ ଦ୍ୱାରା ପ୍ରକାଶିତ ଏଇ ସଂକଳନଟି ହେଉଛି କବିଙ୍କର ଚତୁର୍ଥ କବିତା…

କେହିଜଣେ ଯିବା ପରେ

କେହିଜଣେ ଯିବା ପରେ ଦେବବ୍ରତ ଦାସ ସେଦିନଠୁ ସପ୍ତାହ ସାରା ଦେବ ଭାବି ହେଉଥିଲା ମାୟା କଥା । ଯେତେଥର ମାୟା ମନେପଡୁଥିଲା ସେତେଥର ସେ ଭାବୁଥିଲା ଯେ ଏଇକଥାଟା ସେ ମାୟାକୁ କହିବ ନା ନାହିଁ। ପୁଣି ଭାବିଲା ବୋଧହୁଏ ଏକଥା ବୁଝିସାରିଛି ମାୟା । ହେଲେ ସବୁଥର ପରି ଏଥର ଉଇକଏଣ୍ଡରେ ମରିନଡ୍ରାଇଭ…

ଜ୍ୟୋଷ୍ଠା ଭାଗ

ଜ୍ୟୋଷ୍ଠା ଭାଗ ଅଞ୍ଜଳି ସାହୁ ଦୁନିଆରେ ଏତେ ବେଉସା ଥାଉ ଥାଉ ବାବୁ ଚାଚା କାହିଁକି ଏଭଳି ଗୋଟେ ବେଉସାକୁ ଆପଣେଇ ବସିଲେ କେଜାଣି? କେତେ କାହା ମନରେ ଏ ପ୍ରଶ୍ନ ବେଳ ଅବେଳରେ ଉଠି ପୁଣି ମିଳେଇଯାଏ ପବନରେ କି ଆକାଶରେ ସତେ କି! କେହି କେହି ତାଙ୍କର ଏତେ ବଡ଼ ଅବିଭାଜିତ ଯୌଥ ପରିବାରକୁ ନେଇ ଛକ…

ଅନ୍ଧାର ରାତିର ପ୍ରେମ

ଅନ୍ଧାର ରାତିର ପ୍ରେମ ସୁବ୍ରତ କୁମାର ସେନାପତି କମ୍ଳେଶର ଆଦିମ ମନର ଗାଥା ନୀଲୁ! ଆଜି ଵି ଏ କକ୍ଷ ସେମିତି ନିସ୍ତବ୍ଧ ନିଶଦ୍ଦ। ଚାରିଆଡେ ପରିବ୍ୟାପ୍ତ ସେଇ ନିରନ୍ଧ୍ର ଅନ୍ଧକାର। କିନ୍ତୁ ଏ ଅନ୍ଧକାର ମୋ ପାଇଁ ନିଷ୍ପ୍ରୋୟଜନ । ହୁଏତ କହିପାର ଅସହ୍ୟ ଏ ଅନ୍ଧକାର, ଯାହା ଦିନେ ମୋ ପାଇଁ…

ଆତ୍ମଶିକାର

ଆତ୍ମଶିକାର କିଶୋର ପାଣିଗ୍ରାହୀ ଏତେ କୋଳାହଳ ଭିତରେ ଆଉ କୋଉ ଶବ୍ଦଙ୍କର ବାକିରହିଗଲା ଆବାହନ, ଆଗମନ, ପୁନରାଗମନ ଆଚମନ, ପୁନରାଚମନ? ଚତୁର୍ଦିଗରେ ଏତେ ଶବ୍ଦରେ କଣ ଯଥେଷ୍ଟ ହୋଇଲାନାଇଁ ପ୍ରଦୂଷଣ, ନା ପୁଷ୍ଟ ହୋଇପାରିଲା ନାଇଁ କବିତା-କର୍ଷଣ? ଲୋଡ଼ା ନାହିଁ ଆଉ ଏତେ ଶବ୍ଦର…

ଭାବମୂର୍ତ୍ତି

ସମକାଳୀନ ଓଡ଼ିଆ କଥାସାହିତ୍ୟରେ ପବିତ୍ର ପାଣିଗ୍ରାହୀ ଜଣେ ସମର୍ଥ କଥାକାର ଭାବେ ଜଣାଶୁଣା! ପ୍ରକାଶିତ ଗଳ୍ପ ସଂକଳନ: ପ୍ରେମିକର ଦଶାବତାର, ଖରାପ ପାଗ, ହାଇଫେନ୍‍, ଏକାଏକା ଅରୁନ୍ଧତୀ, ମନ ଅନ୍ଧାର, ଅଫେରା ଜହ୍ନରାତି, ଛୁଇଁଲେ ପ୍ରେମ, ସ୍ୱପ୍ନଚୋରି, ବରଂ ଅଂଧାର ଭଲ, ଗପର ମୁହଁ ! ଉପନ୍ୟାସ:…

ପରକୀୟା

ପରକୀୟା ରମାକାନ୍ତ ସାମନ୍ତରାୟ ବିନୟ ଘର ଆଗ ଗେଟ ପାଖରେ ପହଞ୍ଚିଲାବେଳୁ ହିଁ ବିରକ୍ତ ହୋଇସାରିଥିଲା । ବେଜାଏ ଗେଟକୁ ଖଟଖଟ କଲା ପରେ ଯାଇଁ ଲତା ଲାଇଟ ଜଳେଇ କବାଟ ଫିଟେଇ ଗେଟ ଖୋଲିଲା, ବିନୟ ହାତରୁ ପରିବା ବ୍ୟାଗ ଓ ହେଲମେଟ ଧରୁ ଧରୁ ଟି.ଭି. ଦେଖୁଥିଲି ବୋଲି ସଫେଇ ଦେଲା । ବିନୟ କିଛି…

ଅନାବନା ଗୀତମାଳିକା

ଅନାବନା ଗୀତମାଳିକା ଅମରେନ୍ଦ୍ର ଖଟୁଆ (ବାତରା ଗୋଷ୍ଠୀ (ସଂବଲପୁର ୧୯୭୨-୧୯୭୬) ପାଇଁ ଲିଖିତ କିଛି ଧାଡ଼ି ସଚ୍ଚି ରାଉତରାୟଙ୍କୁ ଖୁବ୍‍ ଭଲଲାଗିଥିଲା । ସବୁ ଗୋଷ୍ଠୀବାଦର ବିରୋଧରେ ଲିଖିତ ଏଇସବୁ ଧାଡ଼ିକୁ କବି ରବି ସିଂ ମଧ୍ୟ ପସନ୍ଦ କରିଥିଲେ ।) ସଚିବାଳୟର ବାବୁ ମୁଂଡ ଭିତରେ…

ମୁଁ ହଜି ଯାଇଛି

ମୁଁ ହଜି ଯାଇଛି ପ୍ରତିଭା ପ୍ରିୟଦର୍ଶିନୀ ଖୁବ ଅନ୍ୟମନସ୍କ ସୁରୁଚି । ହାତରେ ତିନି ତିନିଟା ବଡ଼ବଡ଼ ପଲିଥିନ ବ୍ୟାଗ । ଫଳ, ପରିବା ଆଉ କିଛି ନିତିଦିନିଆ ଘରକରଣା ବସ୍ତୁ । ଟାଉନ ବସରେ ବିପରୀତ ଦିଗରେ ଯାଉଥିବା କେହିଜଣେ ତାଙ୍କ ବ୍ୟାଗ ଚେନରେ ୟା ଓଢଣୀଟାକୁ ଟାଣି ନେବାରେ ସେ ମନସ୍କ ହେଲା,…