Latest Odisha News

BREAKING NEWS

Browsing Category

ସାହିତ୍ୟ

ପରକୀୟା

ପରକୀୟା ସଂଜିତ୍ କୁମାର ବଳ ଅଂଧାର ଝରାଇ ଆକାଶ ରାତିକୁ ଗାଢ଼ କରେ । ସେ ତା’ ନୂଆ ସଂସ୍କରଣର ଅନାବରଣ ପାଇଁ ଜିରୋ ପାୱାର ବଲ୍ବର ଆଲୁଅକୁ ଅତିଥି କରେ । ବଂଦ ଥାଇବି ମୁଁ ନିଜକୁ ଖୋଲାରଖେ ମୋର ଅନେକ ବ୍ୟାକୁଳତାର ବିନମ୍ର ଅନୁରୋଧରେ । ଗୋଟେ ଛାଇର ପାଦ ଶବ୍ଦକୁ…

ବାପାଙ୍କ ଚିଠି

ବାପାଙ୍କ ଚିଠି ରଶ୍ମିରଂଜନ ସାହୁ ଗପ ବୋଲି ସେମିତି କିଛି ନଥାଏ । ପ୍ରତିଟି ଗପ ପ୍ରତିଥର ଜନ୍ମ ନିଏ ସେ ନିଜେ ଗପ ହବ ବୋଲି ଜାଣିନଥିବା ସତ୍ୱେ । କଥାଟା ଏଇଭଳି ହୁଏ ଯେ ଗପଟେ ଜନ୍ମ ହୁଏ; ଆଗରୁ ନଥାଏ, ଯାହା ଥାଏ ତାହା ସେମିତି ସେ ସମୟରେ ଜନ୍ମ ହେଇଥିବା କଥା ଟେ ଯାହା ଗପ ହୁଏ ସମୟ କ୍ରମରେ…

ଅନ୍ତରିତ ଅତୀତ

ଅନ୍ତରିତ ଅତୀତ ଚିତ୍ତରଞ୍ଜନ ଚିରଞ୍ଜିତ “ସତରେ ମୁଁ କ’ଣ ତାଙ୍କ ସୁଠାମ ଦେହ ଉପରେ ପାଦ ଥୋଇବି? କାହିଁକି ତୁମେ ମୋତେ ଦ୍ୱନ୍ଦ୍ୱରେ ପକାଇ ଦେଲ କାହ୍ନା? ମୁଁ ତ ଗୋଟାପଣ ନିଜକୁ ତୁମ ନିକଟରେ ସମର୍ପି ଦେଇଛି । ଆଉ କି ପରୀକ୍ଷା ଦେବି? ହେଇ ଦେଖ, ପାଦ ଉଠାଇ ସାରିଛି । ଆଉ କିଛି କ୍ଷଣ । ଆଉ…

ଭିକାରି ଓ ସ୍ୱେଚ୍ଛାସେବୀ

ଭିକାରି ଓ ସ୍ୱେଚ୍ଛାସେବୀ ମୃଣାଳ ପ୍ରକାଶ ଆଉ ସୁବ୍ରତ ଦୁଇଜଣ ସ୍ୱେଚ୍ଛାସେବୀ। ଏମ୍ଏ ପାଇଲା ପରେ ସେମାନେ ଅନ୍ୟମାନେ ଯେମିତି କରନ୍ତି, ସେମିତି ସେମାନେ ବେସରକାରୀ ଚାକିରି ପାଇଁ ଚେଷ୍ଟା କଲେ, ହେଲାନି। ତାପରେ ଦୁହେଁ ଗୋଟେ ସ୍ୱେଚ୍ଛାସେବୀ ସଙ୍ଗଠନରେ କାମକଲେ। ସେଠି ସମାଜସେବାର ଇଲମ ନେଇ…

ଗୁଡ଼ି

ଗୁଡ଼ି ବିଭୂତି ଭୂଷଣ ଖୁଣ୍ଟିଆ ଗୁଡ଼ିର ନା ଥାଏ ପକ୍ଷୀ ନା ଡେଣା ଥାଏ ଖାଲି ଉଡ଼ିବାର ସମ୍ଭାବନା ହେଲେ, ଏକା ଏକା କେବେ ସିଏ ଉଡ଼ିପାରେନା । ତା’ ସହ ଅଭ୍ୟସ୍ତ ନ ହେଲେ ସିଏ ମୁହଁ ମାଡ଼ି ଶୋଇପଡେ଼ କାହାରି କଥା ରଖେନା । ସେ ପସନ୍ଦ କରେନା କୌଣସି ସଂକୀର୍ଣ୍ଣ ଗଳି କି…

ଶିଶିର ବେହେରାଙ୍କୁ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର

ଭୁବନେଶ୍ୱର / ନୂଆଦିଲ୍ଲୀ: ଚଳିତ ବର୍ଷ ପାଇଁ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ଘୋଷିତ ହୋଇଛି । ପ୍ରଥମ ଥର ପାଇଁ ଏଥର ଏକ ଗଦ୍ୟ ରଚନା ପୁସ୍ତକକୁ ଏଥିପାଇଁ ମନୋନୀତ କରାଯାଇଛି । ଯୁବଲେଖକ ଶିଶିର ବେହେରାଙ୍କ ସାହିତ୍ୟ ଆଲୋଚନା ପୁସ୍ତକ "ବିମୁଗ୍ଧ ଉଚ୍ଚାରଣ" ଏହି ସମ୍ମାନଜନକ ପୁରସ୍କାର ପାଇଁ…

ରାଜଧାନୀ ରଜ

 ରଜ ସ୍ୱତନ୍ତ୍ର  ରାଜଧାନୀ ରଜ ସରୋଜ ବଳ ପିଇ ଭିଟାମିନ୍‍ ପେଜ ଚିଡ଼ିଆଖାନାରେ ଡାକିଲା ଗଜ ଡାକିଲା ଗଜ ଲୋ ଆସି ପହଂଚିଲା ରଜ କାଗଜ ଖାଇଲା ଛେଳି ସପିଙ୍ଗ ମଲରେ ଭାରି ଗହଳି ଭାରି ଗହଳି ଲୋ ପଅର୍ସ ଯାଏ ତରଳି ବାଉଁଶ ପତର ନେଳି ଟିଭି ଷ୍ଟୁଡିଓରେ ଲାଗିଛି ଦୋଳି ଲାଗିଛି…

କବିର ରାଜନୀତି

କବିର ରାଜନୀତି ମୁକୁଲ୍ ମିଶ୍ର ଦେଶ ପାଇଁ ଆକ୍ରୋଶ ଓ ଆହ୍ୱାନର ଏ କିଳିକିଳା ଚିତ୍କାର ବେଳକୁ ମୋର ଏଠି, ଏମିତି ତରଳ ପ୍ରେମ କବିତାଟେ ହୋଇ ତମ ଭିତରେ ଭେଦିଯିବା କଣ ଠିକ୍? ଅବଶ୍ୟ ବନ୍ୟାଠୁ ମୁକୁଳି ବନ୍ଧ ବାନ୍ଧୁ-ବାନ୍ଧୁ ବନ୍ଧନ ଛିଣ୍ଡେଇ ବହିଯାଏ ଯିଏ ସେ ମୁଁ ନୁହେଁ ।…

ଅଜାତି

ଅଜାତି ଅମରେଶ ବିଶ୍ୱାଳ । ୧ । ପନ୍ଦର ବର୍ଷର ବ୍ୟବଧାନ ପରେ ହଠାତ ଦିନେ ଭୁବନେଶ୍ୱର ବସଷ୍ଟାଣ୍ଡରେ ଦେଖା ହୋଇଗଲା ପାର୍ବତୀ ଅପା । ସେ ଏକା ନଥିଲା। ସାଙ୍ଗରେ ଥିଲେ ତା ପିଲାମାନେ । ସୁଶାନ୍ତକୁ ଦେଖି କୁରୁଳି ଉଠିଲା ପାର୍ବତୀ ଅପା । ରଙ୍କ ପାଇଲା ପରି କିଛି କ୍ଷଣ କୁଣ୍ଢେଇ ପକାଇଲା ତାକୁ ।…

ଅରୁନ୍ଧତୀ

ଅରୁନ୍ଧତୀ ଦେବବ୍ରତ ମଦନରାୟ ଏଭଳି ଦୃଶ୍ୟଟେ ମୋ’ ପାଇଁ ଅପେକ୍ଷା କରିଥିବ, ତାହା ଆଶା କରି ନଥିଲି । ଚିନ୍ତିତ ଓ ବ୍ୟଥିତ ହୋଇ ବସିଚି ସୋଫାରେ ଅରୁନ୍ଧତୀ । ତା’ ଜୀବନରେ ଯାହା ଘଟିଚି, ତାହା ସେତେ ଗୁରୁତ୍ୱପୂର୍ଣ୍ଣ ହୋଇ ନପାରେ ମୋ’ ପାଇଁ । ମୁଁ ଜଣେ ଗାଳ୍ପିକ। ଅନେକ ଚରିତ୍ରକୁ ନେଇ ଲେଖିଚି…