Latest Odisha News
Browsing Category

ସାହିତ୍ୟ

ଦୈନନ୍ଦିନ ଜୀବନରେ ଘଟୁଥିବା ଘଟଣାବଳୀ ମତେ ଲେଖିବାକୁ ପ୍ରେରିତ କଲା : ଅନୀତା ଦାସ

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଅନୀତା ଦାସଙ୍କ ସହ ‘ସ୍ୱଳ୍ପ ଆଳାପ’…

ଭାଷା ଭାଗବତ : ଳ : ଲ ଭେଦ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ରଡ଼ିଛାଡ଼ିଲେ କ୍ରୂର କାଳ ଶୁଣିପାରେନି ଜଣେ କାଲ ହାତରେ ରଖନାହିଁ ଗାଲ ଚଂଚଳ ଯାଇ ଭାତ ଗାଳ ନାନା କୌଶଳେ, ବଳେ କଳେ ସଭିଏଁ ମିଶି କାମ କଲେ ପୁରୁଣା କଟକକୁ ଗଲି ଦେଖିଲି ସରୁ ଲଂବା ଗଳି କରିଲ ନିଜେ ଏତେ ହେଳା ସତରେ କ'ଣ…

କବିତା : ପ୍ରେମ

ତପସ୍ୱିନୀ ଶତପଥୀ ଶାଶ୍ୱତ ଅମୃତର ସ୍ପର୍ଶ ଯୋଡ଼େ ଦୁଇ ଅନ୍ତର ନା ତାର ପ୍ରେମ କରଇ ସଭିଙ୍କୁ ହର୍ଷ ସୁପ୍ତ ଚେତନାକୁ ଜାଗ୍ରତ କରେ ସ୍ଵୟଂ ସିଦ୍ଧ କରେ ପରିଚୟ । ମୃଦୁ ମଳୟର ମଳୟ ପବନେ ପୁଲ୍ଲକିତ ସ୍ପନ୍ଦନ ପ୍ରେମ ନିଷ୍ପାପ କରେ ଜୀବନ ବନ୍ଧନ ଶ୍ରାବଣ ଭିଜା ବରଷା ଟିପାରେ ତନୁ…

ତମାଖୁ ସେବନ ଓ ଜଳବାୟୁ ପରିବର୍ତ୍ତନ

ମହମ୍ମଦ ଇମ୍ରାନ୍ ଅଲୀଙ୍କ ଆଲେଖ୍ୟ ତମାଖୁ ଉଦ୍ଭିଦ ଜାତ ଜିନିଷ ଅଟେ। ତମାଖୁରେ ନିକୋଟିନ୍ ରହିଥାଏ । ଯାହାକି, ଉଭୟ ଉତ୍ସାହକାରୀ ଏବଂ ଉଦାସୀନ ପ୍ରଭାବକାରୀ ନିଶାର ପ୍ରକାରରେ ଅନ୍ତର୍ଭୁକ୍ତ। ତମାଖୁ ପତ୍ର, ତମାଖୁ ଉତ୍ପାଦ ତିଆରି ପାଇଁ ବ୍ୟବହୃତ ହୁଏ ; ଯାହା ମୁଖ୍ୟତଃ ତିନୋଟି ଉପାୟରେ ସେବନ…

ଭାଷା ଭାଗବତ : ‘ଅଂତର୍ଜାଲ’ରେ ସ୍ଥାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ' ଅଂତର୍ଜାଲ ' ରେ ଯେତେ ସ୍ଥାନ ଓଡ଼ିଆ ଏଯାଏଁ ଗ୍ରହଣ କରିଛି, ତା'ର ପରିମାଣ ସତରେ ଅଟଇ ନଗଣ୍ୟ ମିଳୁଛି ବହୁ ଯଂତ୍ରାବଳି ତେବେ ବି ଭାଷାକୁ ସଂଭାଳି ପାରୁନାହାଂତି ଗୁଣୀଜନ କେହି ତ ଖୋଜୁନି କାରଣ ସ୍ଥିତି ନୁହଇ…

ସନେଟ : ଅଷ୍ଟପ୍ରହରୀ

କାମଦେବ ମହାରଣା ଲିଭିଗଲା ନିଆଁ ଧମକାଏ ଧୁଆଁ ଦାନ୍ତ କାଢ଼ି ଆସେ ରାତି ବିଞ୍ଚିଗଲା ଜହ୍ନ ବାଉଁଶ ବାରିରେ କେମିତି ସହିବ ଛାତି ଧୂଳି ହୋଇ ଉଡେ ସପନ ସବୁ ହେ ସ୍ମୃତି ହୋଇଯାଏ ମେଘ ଭୟ ମାଡ଼ିଯାଏ ଜୁଆର ପରାୟେ ପତ୍ର ବି ଛାଇ ବାଘ। ନିଆଁ ହୋଇ ଜଳେ ଜୀବନ ଏଇଠି ପାଉଁଶ ପାଲଟେ ପ୍ରେମ…

ଡାକେ ବିପ୍ଳବୀ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ "ଯେଉଁମାନେ ସ୍ୱାଧୀନତା ଚାହୁଁଛନ୍ତି ସେମାନେ ନିଜେ ଉଦ୍ୟମ କରିବା ଉଚିତ୍ । କୌଣସି ଦୃଶ୍ୟମାନ କିମ୍ବା ଅଦୃଶ୍ୟ ଶକ୍ତି ସ୍ୱାଧୀନତା ଆଣି ଦେବ ନାହିଁ । କେବଳ ଆମ ଦେଶର ଯୁବକଙ୍କ ନେତୃତ୍ୱରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇପାରିବ ବୋଲି ଭଗତ ସିଂ ଓ ତାଙ୍କ…

ଭାଷା ଭାଗବତ : ‘ବିଶ୍ବ’ ଭାବନା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ' ବିଶ୍ବ ' ଶବ୍ଦଟି ବାଂରବାର କରଂତି ଯିଏ ବ୍ୟବହାର ତାଂକର ଭାବନା ବିଚାର କେବଳ କଳ୍ପିତ ପ୍ରଚାର ବିଶ୍ବ ଯେହେତୁ ଖୁବ୍‌ ବଡ଼ ହେଲେ ବି ଏକଡ଼, ସେକଡ଼ ଲୋକଂକୁ ପଡ଼େନାହିଁ ଜଣା ପ୍ରଚାର କରେ ବାଟବଣା ସ୍ବସ୍ଥାନେ ସ୍ବଖାଦ୍ୟ…

ସନ୍ତୁଷ୍ଟି

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ସନ୍ତୋଷ ମଣିଷକୁ ସୁଖ ଓ ଶାନ୍ତି ପ୍ରଦାନ କରେ । ତୃପ୍ତ ହୋଇଯିବାର ଅବସ୍ଥା ହିଁ ସନ୍ତୁଷ୍ଟି । ଖୁସି ଅଳ୍ପ ସମୟ ପାଇଁ ଦିଏ, ସନ୍ତୁଷ୍ଟି ସବୁଦିନ ପାଇଁ ଖୁସି ଆଣିଦିଏ । ହୃଦୟରେ ସନ୍ତୁଷ୍ଟି ସ୍ଥାପନ କଲେ ଶାନ୍ତି ଅନୁଭବ ହୁଏ । ଗୋଟିଏ…

ଅନୁବାଦ କବିତା : ପଟ୍ଟଭୂମି

ମୂଳ ବଙ୍ଗଳା: ରୁଦ୍ର ମୁହମ୍ମଦ ଶହିଦୁଲ୍ଲାହ ଖୁବ୍ ସୁନ୍ଦର ଭାବେ ରକ୍ତାକ୍ତ ହୁଅ ତିକ୍ତତାରେ ଭାଙ୍ଗିପଡ଼ି ହୁଅ ଚୁରମାର କାନ୍ଦି କାନ୍ଦି ହୁଅ ଅବସନ୍ନ ତା'ନହେଲେ ତୁମେ କେବେବି ବୁଝିବ ନାହିଁ ବେଦନା କବିର । ଜନନୀ ଜନ୍ମ ଦେବାକୁ ନିଜକୁ ପ୍ରସ୍ତୁତ କଲାପରି ତୁମେ ଦାୟିତ୍ବ ନିଅ…