Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ସିଦ୍ଧିର ନିକଟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସୂକ୍ଷ୍ମ ଚିଂତା ପାଇଁ ଅକ୍ଷମ ଭାଷାରେ ନୁହେ କାର୍ଯକ୍ଷମ ତୀକ୍ଷ୍‌ଣ ବୁଦ୍ଧି ଓ ସୂକ୍ଷ୍ମ ଜ୍ଞାନ ଘଟାଏ ଭାଷାର ଉତ୍‌ଥାନ କୌଣସି ଭାଷାର ପ୍ରବାହ ବହିଲେ ସୁଦ୍ଧା ଅହରହଃ ପ୍ରତ୍ୟେକ ଜଳକଣା ନୂଆ ସଂସାରେ ଲଗାଏ କିମିଆ ଭାଷା…

କବିତା : ଜୀବନ ଦୀପ

ବିନୋଦିନୀ ଦାଶ ଜୀବନଟା ଏକ ପ୍ରଦୀପ ସଦୃଶ ଯେଉଁ ମାନବ ବୁଝଇ, ଜୀବଦ୍ଦଶାରେ ସେ ନିଜେ ଜଳି ଜଳି ଉଜ୍ବଳ  କରେ ଏ ମହୀ । ଯେତେ ବାଧାବିଘ୍ନ ଆସିଲେ ବି ପଥେ ସବୁକୁ ଆଡ଼େଇ ଦେଇ, ଅବିଶ୍ରାନ୍ତ ଭାବେ କର୍ମ ସାଧନରେ ନିତ୍ୟ ସେତ ଲାଗିଥାଇ । ତା’ର ସେ ଆଲୋକେ କୋଟି ଜନ- ମନ ପ୍ରାଣ…

ଭାଷା ଭାଗବତ : ଦିବଂଗତଂକ ସ୍ମୃତି-ଗାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଦିବଂଗତଂକ ସ୍ମୃତି-ଗାନ ପାଇଁ ସଭାର ଆୟୋଜନ କଲେ ହେଁ ସାହିତ୍ଯ ରସିକ ବିମୁଖ ସାଧାରଣ ଲୋକ ସଂସ୍ଥାର କର୍ମକର୍ତାଗଣ ନିଜକୁ ନିଜେ ନିମଂତ୍ରଣ କରିଲେ ନ ଥାଏ ବାରଣ ଏ ଆମ ରାଜ୍ୟର ଲକ୍ଷଣ କାର୍ଯାଳୟରେ ଉପସ୍ଥାନ ନ ଦେଇ,…

ପରପାରିରେ କବି ଜୟନ୍ତ ମହାପାତ୍ର

କଟକ : ବିଶିଷ୍ଟ କବି ଜୟନ୍ତ ମହାପାତ୍ରଙ୍କ ପରଲୋକ ଘଟିଛି । ଗତ କଛି ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ନିମୋନିଆରେ ଆକ୍ରାନ୍ତ ହେବା ପରେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ୧୯୨୮ ମସିହା ଅକ୍ଟୋବର ମାସ ୨୨ତାରିଖ…

ସାହିତ୍ୟର ସୂକ୍ଷ୍ମ ସୁଖ ଆହରଣଠୁ ବଳି ବଡ଼ ଅନୁଭବ ନାହିଁ : ବାଦଲ ମହାନ୍ତି

ଲେଖକ ହୁଅନ୍ତୁ ବା କବି ଅବା ଆଲୋଚକ, ଯେକୌଣସି ପୁସ୍ତକ ପ୍ରକାଶନ ପଛରେ ପ୍ରକାଶକଙ୍କର ସବୁଠାରୁ ବଡ଼ ଦାୟିତ୍ୱ ରହିଥାଏ। ପ୍ରକାଶକ ହିଁ ପୁସ୍ତକ ଆଉ ଲେଖକର ମଧ୍ୟରେ ଯୋଗସୂତ୍ରର ଦାୟିତ୍ୱ ନିର୍ବାହ କରିଥାନ୍ତି। ତେବେ ପ୍ରକାଶକ ଯଦି ଜଣେ ଲେଖକ ହୋଇଥାନ୍ତି ତେବେ ତାହା ମଣିକାଞ୍ଚନର ସଂଯୋଗ ବୋଲି…

କବିତା : ବେଳ ଉପଗତ

ଲକ୍ଷ୍ମଣ ସାହୁ  ସ୍ୱପ୍ନ ଦେଖେ ଶ୍ରେଣୀହୀନ ସମାଜ ଗଠନେ ବେଳ ଏବେ ରତରତ ସାକାର ଲଭିବ ବାପୁ ଏବେ ଉପଗତ ସବୁ ଦର୍ଶନ ଉର୍ଦ୍ଧ୍ୱରେ ରାମରାଜ୍ୟ ଠାରୁ ଉନ୍ନତ ଜାତି, ବର୍ଣ୍ଣ, ଧର୍ମ ହୀନ ନୂଆ ଏକ ରାଷ୍ଟ୍ର ମୁଣ୍ଡ ଟେକି ଥିବ ।। କୋରାନ୍ ବାଇବେଲ ଗୀତା ସମସ୍ୱରେ ଗାଉଥିବା ଅହିଂସାର…

ଭାଷା ଭାଗବତ : ନିଜ ଭାଷାର ସଜ ଜ୍ଞାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନିଜ ଭାଷାର ସଜ ଧ୍ବନି ନିଜେ କହି ଓ ନିଜେ ଶୁଣି ଦେଉଁ, ପାଉଁ ସୂଚନା, ଜ୍ଞାନ ତାହା ହିଁ ବିଶ୍ବାସଭାଜନ କିଂତୁ ଲେଖିରଖିବା ପାଇଁ ଅଶୁଣା ଶବ୍ଦ ଲୋଡ଼ୁଥାଇଁ ଏହି ଦୋମୁହାଁ ଆଚରଣ ଘଟାଏ ଭାଷାର ପତନ ପୁରୁଣା ପୋଥିରୁ ଅଂଡାଳି…

କବିତା : ବିଶେଷ ଦ୍ରଷ୍ଟବ୍ୟ

ମୌସୁମୀ ଦାସ୍  ଛୋଟ ବଡ଼ ଓ ଉପଖବରମାନଙ୍କ ଭିଡ଼ ଭିତରୁ ଥରେ ଥରେ ଆଖି ଓଟାରିଯାଏ ଖୁବ୍ ଛୋଟ ଧାଡ଼ିକିଆ ହରଫ୍ ଆଡ଼କୁ ବିଜୁଳିଟେ ଆକସ୍ମିକ ଚିକ୍ ମାରିଲା ପରି ସେଇ ହିଁ ଥାଏ ମୂଳଖବର ସାରାଦିନ ଆଲୋଚନା ପାଇଁ। ସହର ଭର୍ତ୍ତି ଧୁନ୍ଧୁଳିଆ ଅନ୍ଧାରକୁ ଘେରି କଳାକାରବାରର ବଳୟ ଖୋଲା…

ଭାଷା ଭାଗବତ : ସ୍ବଭାଷାର ଧ୍ବଜା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଆଗ୍ରହୀ ପାଠକଂକ ମତ 'ଭାଷା ଭାଗବତ'ରେ ଯୁକ୍ତ ଏ ନୁହେ ମୋର ଆତ୍ମାଳାପ ଅଥବା ନିରୀହ ବିଳାପ ନୁହେ ସତ୍ୟର ଅପଳାପ ଅଥବା ଦାଂଭିକ ପ୍ରଳାପ ଅଛି ସାମାନ୍ୟ ମନସ୍ତାପ ଭରସା ରହିଛି ଅମାପ ତେଣୁ ହୋଇନି ଅତି କ୍ଳାଂତ ଚଳାଇ…

କବିତା : ଘର

ରାମକୃଷ୍ଣ ଏ ଘର କେବଳ ମୋର ନୁହେଁ ଅନେକନଙ୍କର , ପ୍ରାୟ ସମସ୍ତଙ୍କର ଠିକ୍ ଘର ନୁହେଁ ତ ଏକ ପାନ୍ଥଶାଳା ମଣିଷ ପାଇଁ ନୁହେଁ କେବଳ ପଶୁ ପକ୍ଷୀ ସଭିଁକ ପାଇଁ ଝରକା କବାଟ ସବୁବେଳେ ଖୋଲା ମେଲା ଇଟା ସିମେଣ୍ଟ ଛଡରେ ନୁହେଁ ରକ୍ତ ମାଂସ ହାଡରେ ତିଆରି ଏଘର ସମସ୍ତଙ୍କ ସବୁ ଇଚ୍ଛା…