Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ଲେଖାର ଗୁଣ ନିର୍ଧାରଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅତିଲେଖକ କେତେ ଜଣ କରିଲେ ଲେଖା ଉତ୍ପାଦନ ଲିଖନ କାର୍ଯ ହୁଏ ଶିଳ୍ପ ପ୍ରଭାବ ପଡ଼ିଥାଏ ଅଳ୍ପ ଯାହା ପଢ଼ିଲେ ଭାବାଂତର ମନରେ ହୁଏନି କାହାର ସେପରି ଲିଖନ ଉଦ୍ୟୋଗୀ ହୋଇ ନ ପାରେ ଉପଯୋଗୀ ଜ୍ଞାନକୁ କଲେ ସୂତ୍ରାୟିତ ଭାବକୁ…

ଅନୁସୂଚିତ ଜନଜାତିର ଛାତ୍ର-ଛାତ୍ରୀମାନଙ୍କୁ ମାତୃଭାଷାରେ ଶିକ୍ଷାଦାନ ପାଇଁ ଚାରିଦିନିଆ ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ତରଫରୁ ଅନୁସୂଚିତ ଜନଜାତିର ଛାତ୍ର-ଛାତ୍ରୀମାନଙ୍କୁ ମାତୃଭାଷାରେ ଶିକ୍ଷାଦାନ ପାଇଁ, କୌଶଳ ଆୟତ କରିବା ଉପରେ ସଂସାଧକମାନଙ୍କ ଚାରିଦିନିଆ ତାଲିମ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ଏହି ଉଦଘାଟନୀ …

ସ୍ୱଳ୍ପ ଗଳ୍ପ : ରାଜାଙ୍କ ହସ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୮୦  ହସର ଏକ ସତ୍ତାପରକ ପରିଭାଷା ରହିଛି ଏବଂ ଏହାକୁ ନେଇ ଆମର ସମ୍ଭବତଃ କାହାର କୌଣସି ହୁଏତ ସେମିତି ସନ୍ଦେହ ନଥିବ। ଅବଶ୍ୟ ଅକାରଣରେ ସବୁବେଳେ ହସୁଥିବା ଏବଂ ଯେତେବେଳେ ଯାହା ଘଟୁଛି ତାହାର ସମର୍ଥନରେ ମୁଣ୍ଡ ଟୁଙ୍ଗାରି…

ପୁସ୍ତକ ପରିଚୟ : ଷଠୀରୁ ଷାଠିଏ

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା ବାସନ୍ତୀ ଦାସଙ୍କ ଆତ୍ମଜୀବନୀ "ଷଠୀରୁ ଷାଠିଏ" ଏକ ସୂକ୍ଷ୍ମ ଆକଳନ ପ୍ରଥମ ପ୍ରକାଶ ‐ ୨୦୨୩ ପ୍ରକାଶକ ‐ ଶିଳାଶ୍ରୀ ପବ୍ଲିକେଶନ୍ସ, ଭୀମଟାଙ୍ଗି, ଭୁବନେଶ୍ବର ଯୋଗାଯୋଗ ‐ ୯୮୫୩୯୯୩୯୯୩ ପୃଷ୍ଠା ‐ ୨୦୮, ମୂଲ୍ୟ ‐ ଟ.୨୫୦/- ମାତ୍ର  ଜୀବନରେ ବେଶ୍…

କବିତା : ଫେରିଆସିବୁ ଯଦି ଆ

ରତ୍ନମୟ ତ୍ରିପାଠୀ  ଫେରି ଆସିବୁ ଯଦି ଆ ଖୋଲା ରଖିଛି ଦୁଆର ପ୍ରେମିଳ ହୃଦୟ ଆଉ ବିସ୍ତିଣ୍ଣ ଆଶାର ଆକାଶ ସବୁକିଛି ଏବେ ତୋର ଦେଲି ତୋତେ ମୋର.. ପ୍ରିୟ ଫୁଲର ଅଗଣା ଏବେ ତୁ ଯାହା ଚାହୁଁ କର ଫୁଟା ତୁ ଗୋଲାପର ଫୁଲ ଅବା ଲଗା କୃଷ୍ଣଚୂଡ଼ା ଲଗାପଛେ କଣ୍ଟାର ବାଡ଼ ପ୍ରତିଶୃତି ଦେଲି…

ଭାଷା ଭାଗବତ : ତ୍ରୁଟିର ବିନାଶ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ' ଭୁଲ୍‌ କରିଛିଁ ' ବୋଲି ଜାଣି ପାରିଲେ, ଶୀଘ୍ର ସେହି କ୍ଷଣି କରିପାରିଲେ ସଂଶୋଧନ ମିଳେନି ତ୍ରୁଟିର ଦର୍ଶନ ' ଆତ୍ମସମୀକ୍ଷା ' ନିରଂତର କରିବା ଯେଣୁ ଦରକାର ନାହିଁ ନିର୍ଦିଷ୍ଟ ବେଳ, କାଳ ହେବାକୁ ସକ୍ରିୟ, ସଚଳ ନିଜର…

ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ପ୍ରେରଣା ଦାୟକ ବକ୍ତୃତା ମାଳା ଆୟୋଜିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ପାଠକପାଠିକା ମାନଙ୍କ ସକାଶେ ଜାତୀୟ ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପରୀକ୍ଷାରେ କେମିତି ଓ କିପରି କୃତକାର୍ଯ୍ୟ ହୋଇପାରିବେ ତାହା ଉପରେ ଏକ ବକ୍ତୃତା ସଭା ଆୟୋଜିତ ହୋଇଯାଇଛି ।…

ଆଭାସୀ ମାଧ୍ୟମରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚନା ଉପରେ ଆଲୋଚନା ଚକ୍ର ଆୟୋଜିତ

ଭୁବନେଶ୍ୱର : ସାହିତ୍ୟ ଓ ସର୍ଜନାକୁ ନେଇ ଥିଙ୍କର୍ସ କ୍ଳବ୍ ପକ୍ଷରୁ ରୀତି ଯୁଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ଭଞ୍ଜ ସାହିତ୍ୟକୁ ନେଇ ୮୧ ତମ ଆଭାସୀ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶୈଳେଶ୍ୱର୍ ନନ୍ଦ, ମନମୋହନ ଆଚାର୍ଯ୍ୟ, ଅଂଶୁମାନ କର ଭଞ୍ଜ ସାହିତ୍ୟର ଶବ୍ଦ ଅର୍ଥ…

ଗୁଣସାଗର ଦାଶଙ୍କ କବିତା ସଙ୍କଳନ ‘ଭୂମିରୁ ଭୂମାକୁ’ ଉନ୍ମୋଚିତ

ଭୁବନେଶ୍ବର : ବସୁମତୀ ସାହିତ୍ୟ ସଂସଦ, ସମ୍ବଲପୁର ଆନୁକୂଲ୍ୟରେ ସ୍ଥାନୀୟ ଭାରତୀୟ ବିଦ୍ୟା ଭବନର ସଭାଗୃହରେ କବି ଗୁଣସାଗର ଦାଶଙ୍କ କବିତା ସଙ୍କଳନ 'ଭୂମିରୁ ଭୂମା'କୁ ଉନ୍ମୋଚିତ ହୋଇଯାଇଛି। ଗିରିଜା ଶଙ୍କର ଶର୍ମାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କବି ଅମରେଶ…

କବିତା : ହେ ଭୋଳା ଶଙ୍କର

ସାଧନା ପଣ୍ଡା  ତୁମ ଆରାଧନା କରନ୍ତି ଭକତେ ପୃଜା ପାଉଅଛ ଏ ମରତେ ‘ମୁଁ ‘କାର’ ବରଜି ‘ଓଁ’ କାରକୁ ହେଜି ପୂଜିବୁ ତୁମ୍ଭକୁ ଆମେ ଭକ୍ତି ଚିତ୍ତେ । ପ୍ରତି ରାତ୍ରି ଜାଳି ନୟନ ଦୀପାଳି ହୃଦ କପିଳାସ ଭକ୍ତି ରସେ ବାହି ପ୍ରୀତି ଝର ଆନନ୍ଦ ଅଶ୍ରୁର ସ୍ୱୟଂ ସ୍ୱୟମ୍ଭୁଙ୍କୁ ଜପେ ହର୍ଷେ ।…