Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୭୪)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ନିଜକୁ ସିଧା କରି ଠିଆ କରେଇବାକୁ ସେ ଡ୍ରେସିଂଗ୍ ଟେବୁଲ୍‌ର ଧାରକୁ ଜାବୁଡ଼ି ଧରିଲା । ଗୋଟେ ହାତରେ ଲଫାପା, ଆର ହାତଟି ଖୁବ୍ ଜୋର୍‌ରେ ଥରୁଥାଏ । ସେ ଗୋଟେ ଖଟ ଉପରେ ବସିପଡ଼ିଲା । କିଛି ବି ଭାବି ପାରୁ ନଥାଏ ।…

ଭାଷା ଭାଗବତ : ଭିଡ଼ର ଅଂଶ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭିଡ଼ରେ ସଭିଏଁ କହଂତି କେହି ବି ଶୁଣି ନ ପାରଂତି ଅନେକେ ହୋଇ ଏକମେଳ ସୃଷ୍ଟି କରଂତି କୋଳାହଳ ମିଳେନି କିଛି ଫଳାଫଳ ତେବେ ବି ହରାଇ ସଂବଳ ସଭିଏଁ କରି ଚଳାଚଳ ଅଂଗରୁ ନିଗାଡ଼ଂତି ଝାଳ ଲୋକଂକ ଏମିତି ସ୍ବଭାବ ଯୋଗୁଁ ହି…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୭୩)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଦୀର୍ଘଶ୍ୱାସ ଛାଡ଼ି ବୀରା ତା\' ଘଚାାକୁ ଚାହିଁ ଦେଖିଲା । ୮.୫୫ ମିନିଟ୍ ହେଲାଣି । ପ୍ରାୟ ଚାଲିଶ ମିନିଟ୍ ହେବ ଡାଇନିଂ ହଲ୍‌ରେ ବସି ତିନିଥର ଧରି କଫି ପିଇ ସେ ସିଡ଼୍ ଓ ରୋହାନ୍‌ଙ୍କୁ ଅପେକ୍ଷା କରିଛି । ଏ…

କବିତା : ମୁଁ ଛାର ମଣିଷ

ଭାରତୀ ସରିତା ମହାନ୍ତି ଲେଖିଥିଲ ଭାଗ୍ୟ ହେ ପରମେଶ୍ବର ସାଥୀ ହେବ ଆଖି ଲୁହ ମମତାର ମୂଲ ବୁଝିବେନି କେହି କାହିଁ ଜନ୍ମ ଦେଲ କୁହ। ଅମାବସ୍ୟା ପରେ ଆସଇ ପୂର୍ଣ୍ଣିମା ସୁଖ ପରେ ଆସେ ଦୁଃଖ ମଣିଷଟିଏ ଯେ ସାଜୁଛି ପଥର ତୁମକୁ ଲାଗୁଛି ସୁଖ। ପାପୀ ତରିଯାଏ ତୁମ ନାମ ଧରି କେମିତି…

ଭାଷା ଭାଗବତ : ‘ ଛ ‘ ବର୍ଣ ବର୍ଜନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଚକ:ଛକ ଓ ଚୋଟ:ଛୋଟ ପ୍ରଭେଦ ହୋଇଗଲେ ନଷ୍ଟ ଚାଲ:ଛାଲ ଓ ଚାପ:ଛାପ ପାର୍ଥକ୍ଯ କରିଲେ ବିଲୋପ ଗୁଂଡାଟି ଲୋକକୁ ଚେଚୁଚି ଲୋକଟି ଲୋତକ ପୋଚୁଚି କଦଳୀ ବଢ଼ିଆ ପାଚିଚି ଖାଇଲେ ପାଟିକୁ ରୁଚୁଚି ଯେନକେନ ଏଠି ବଂଚିଚି ଭଲମଂଦ କିଏ…

ପୁସ୍ତକ ପରିଚୟ : ଇଉ ଡି କେସ ଓ ଅନ୍ୟାନ୍ୟ ଗଳ୍ପ

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା U.D. CASE ଓ ଅନ୍ୟାନ୍ୟ ଗଳ୍ପ ଗାଳ୍ପିକ : ବିଜୟ ପ୍ରଧାନ ପୃଷ୍ଠା ‐ ୧୬୮, ମୂଲ୍ୟ ‐ ଟ୧୩୦/- ମାତ୍ର ! ପ୍ରକାଶକ ‐ ଡୁଡୁଲି ପ୍ରୋସେସ୍ ଆଣ୍ଡ ଅଫସେଟ୍ ବିତରକ ‐ ପଶ୍ଚିମା ପବ୍ଲିକେଶନ, ଭୁବନେଶ୍ବର ଆଧୁନିକ ଓଡ଼ିଆ କଥାସାହିତ୍ୟର ଜଣେ ବର୍ଣ୍ଣିଳ…

ସ୍ୱଳ୍ପ ଗଳ୍ପ : ବିଶ୍ୱ ସାହିତ୍ୟର ପ୍ରଥମ ଆତ୍ମଜୀବନୀ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୫ ବହିଟିର ନାଆଁ ହେଉଛି,"ଦି ବୁକ୍ ଅଫ୍ ମାର୍ଜେରି କେମ୍ପେ"।ଏହି ବହିଟି ର ପ୍ରକାଶ କାଳ ହେଉଛି ଖ୍ରୀଅ ୧୪୩୦। ବହିଟି ଇଂରେଜୀ ଭାଷାରେ ଲିଖିତ।ଏହି ବହିଟି ସାହିତ୍ୟ ସମାଲୋଚକଙ୍କ ମତରେ ଏଯାବତ୍ ଉପଲବ୍ଧ ଆତ୍ମଜୀବନୀମୂଳକ ପୁସ୍ତକ…

କବିତା : ସ୍ବପ୍ନପ୍ରିୟା-ତୁମ ଗାଁ ବର୍ଷା

ପ୍ରଳୟ ନାୟକ ଉତ୍ତରରେ ହେଇ , ଏ ଦୂର ଦିଗଚକ୍ର ଛୁଇଁ ତୋ ଗାଁ ମଥାନରେ ମେଘ, ଆଉ ଏଠି….. ମୋ ଗାଁ ସୁଧାର ଆକାଶ ପରେ କାକକୃଷ୍ଣ ମଦିର ଉତ୍ସବ, ଶୁଣୁଛି ମୁଁ ଘୋର ବଜ୍ରନାଦ ସମଗ୍ର ଆକାଶ ବ୍ୟାପି ଚମ୍ପାବତୀ ଶମ୍ପା’ର ତାଣ୍ଡବ, ଜାଣେ ତୋତେ ବିଜୁଳି ବାଜିଲେ ଭାରି ଡର ଲାଗେ ମୋତେ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୭୨)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଏତେ ଲୋକଙ୍କ ଭିତରୁ କେବଳ ତା’ସହ ହିଁ କାହିଁକି ଏମିତି ଘଟିଲା? ଏ ଯନ୍ତ୍ରଣା ଠକି ହେଇଯାଇଥିବାର, ହାରିଯାଇଥିବାର ଏ ଅନୁଭବ ଏକଦମ ଅସହ୍ୟ ସତରେ । ନିଜର ପ୍ରିୟ ପରିଜନଙ୍କୁ ହରେଇଥିବା ଜଣେ ମଣିଷ ହିଁ ଏ ଯବଣାକୁ…

ଭାଷା ଭାଗବତ : ନିଜର ପଥ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଂକଳ୍ପବଦ୍ଧ ଦୃଢ଼ ଚିତ୍ତ ବାଛିନିଏ ନିଜର ପଥ ହୁଏ ଚିଂତାର ଅଗ୍ରଦୂତ ନ ହୋଇ ବୃଥା ବିଚଳିତ ଏପରି ନିଷ୍ଠାବାନ୍ କବି ମନରେ ନାନା କଥା ଭାବି ତହିଁରୁ ଅଳ୍ପ କିଛି ବାଛି ରଖେ ଅକ୍ଷରାକାରେ ସଂଚି ତତ୍କାଳ ପ୍ରାପ୍ତ ମତାମତ…